ଅପରାଧ
ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଏଦୀ ଫେରାର – Kalinga News

[ad_1]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ କଏଦୀ ଫେରାର ହୋଇଯାଇଥିବା ଜଣାଯାଇଛି। ହତ୍ୟାକାରୀ ମାମଲାରେ ଥିବା କଏଦୀ ଅର୍ଜୁନ ମୁଣ୍ଡା ବିଳମ୍ବିତ ରାତରେ ଚଂପଟ ମାରିଛି।
ଭସ୍ମା ଥାନା ଅଞ୍ଚଳର ଏକ ହତ୍ୟା ଘଟଣାରେ ସଜା କାଟୁଥିଲା କଏଦୀ ଅର୍ଜୁନ। ଅପରେସନ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଜେଲ କର୍ମଚାରୀଙ୍କୁ ଚକମା ଦେଇ କଏଦୀ ଫେରାର ମାରିଥିଲା। ଏନେଇ ସୁନ୍ଦରଗଡ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଜେଲ କର୍ତ୍ତୃପକ୍ଷ। ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି ।
[ad_2]