ସ୍ୱାସ୍ଥ୍ୟ

2 ମିନିଟରେ ଦାନ୍ତବିନ୍ଧା ହୋଇଯିବ ଭଲ, ଦାନ୍ତର ପୋକ ବାହାରିଯିବେ ବାସ କରନ୍ତୁ ଏହି ଘରୋଇ ଉପଚାର

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ହୋମ ରେମଡି ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଦାନ୍ତ ବିନ୍ଧା ସମସ୍ୟାରୁ ମୁକ୍ତି ପାଇ ହେବ । ଯଦି ଆପଣଙ୍କର ଦାନ୍ତ ରେ କଣା ହୋଇଛି ବ ଫୁଲି ଯାଇଛି ତେବେ ଏହାର ପ୍ରୟୋଗ ଦ୍ଵାରା ଭଲ ହୋଇଯିବ । ଏହା ବହୁତ ଚମତ୍କାରୀ ଉପାୟ ଅଟେ ଯେଉଁଥିରୁ ଆପଣଙ୍କୁ ଚମତ୍କାରୀ ଫାଇଦା ଦେଖିବାକୁ ମିଳିବ । ଏହି ରେମେଡି ତିଆରି କରିବା ପାଇଁ ୨ଟି ରସୁଣ ପାଖୁଡା ନେଇ ଏଥିରୁ ଚୋପା କାଢି ଦିଅନ୍ତୁ । ଏଥିରେ ପାଣିର ପ୍ରୟୋଗ ନ କରି ଏହାକୁ ଭଲ ଭାବେ ବାଟି ଦିଅନ୍ତୁ ।

ଦିତୀୟ ସାମଗ୍ରୀର ଆବଶ୍ୟକଟା ରହିଛି ଲବଙ୍ଗ ଜାହ ଦାନ୍ତ ବିନ୍ଧା ପାଇଁ ଚମତ୍କାରୀ ହୋଇଥାଏ । ଲବଙ୍ଗର ତେଲ, ଚୂର୍ଣ୍ଣ, ପାଣି ସବୁ କିଛି ଦାନ୍ତ ଜନିତ ସମସ୍ଯା ଦୂର କରିବା ପାଇଁ ଲାଭଦାୟକ ହୋଇଥାଏ । ସପ୍ତାହକୁ ଥରେ ଲବଙ୍ଗ ପାଣିରେ କୁଳି କରିଲେ ବ୍ୟାକ୍ଟେରିୟା କାରଣରୁ ଦାନ୍ତରେ ଯେଉଁ ସମସ୍ଯା ରହିଥାଏ ତାହ ଆଉ ହେବ ନାହି । ଦୁଇ ଚିମୁଟାଏ ଲବଙ୍ଗ ଗୁଣ୍ଡ ରସୁଣ ପେଷ୍ଟରେ ଆଡ କରନ୍ତୁ ।

ଏହା ପରେ ଆଡ କରନ୍ତୁ ହଳଦୀ ଯାହା ଦାନ୍ତ ଫୁଲା ପାଇଁ ଲାଭଦାୟକ ହୋଇଥାଏ । ଏବେ ଏହି ସବୁ ସାମଗ୍ରୀକୁ ମିକ୍ସ କରିବା ପାଇଁ ଅଳ୍ପ ପାଣି ପକାଇ ଏହାର ମିଶ୍ରଣ କରନ୍ତୁ । ଏହା ପରେ ସୋରିଷ ତେଲ ଆଡ କରନ୍ତୁ ଜାହ ମାଢି ଜନିତ ସମସ୍ଯା, ଦାନ୍ତ ବିଉନ୍ଧା ବହୁତ ଅଧିକ ଲାଭଦାୟକ ହୋଇଥାଏ ।

ସପ୍ତାହକୁ ଦୁଇ ଥର ମାଧିରେ ସୋରିଷ ତେଲ ଓ ହଳଦୀ ମିକ୍ସ କରି ମାଢିରେ ମଶାଚ କରିବା ଦ୍ଵାରତା ଦାନ୍ତ ଷ୍ଟ୍ରଙ୍ଗ ହୋଇଥାଏ । ଏହା ଦ୍ଵାରା ଦାନ୍ତ ବିନ୍ଧା ଭଳି ସମସ୍ଯା ଜୀବନରେ ଆଉ କେବେ ହେବ ନାହି । ଯଦି ଏହି ମିଶ୍ରଣ ଗାଢ ହୋଇଯିବ ତେବେ ଏଥିରେ ଅଳ୍ପ ପାଣି ଦେଇ ପାରିବେ । ଏହାକୁ ୫ରୁ ୧୦ ମିନିଟ ସେମିତି ରଖି ଦିଅନ୍ତୁ । ଏହା ପରେ ଏକ ଗ୍ଳାସ ପାଣିକୁ ଗରମ କରି ୪ରୁ ୫ଟି ଲବଙ୍ଗକୁ ପକାନ୍ତୁ ।

ଏଥିରେ ୨ରୁ ୩ଟି ପିଜୁଳି ପାତ୍ର ଏଥିରେ ପାଜକାନ୍ତୁ ଯାହା ରାମବାଣ ଭଳି କାମ କରିଥାଏ । ଛାତିରେ କଫ ଜମିଥିଲେ ବା ଥଣ୍ଡା ହୋଇଥିଲେ ପିଜୁଳି ପତ୍ର ଲାଭଦାୟକ ହୋଇଥାଏ । ପାଣି ଗରମ ହେବା ପରେ ଲୁଣ ଆଡ କରନ୍ତୁ । ଏବେ ଏହି ପାଣିରେ ଆପଣ କୁଳି କରନ୍ତୁ । ଯେଉଁ ସାଇଡରେ ଆପଣଙ୍କର ଦାନ୍ତ ବିନ୍ଧା ହେଉଛି ସେଠାରେ କୁଳି କରନ୍ତୁ । ଏଥିପାଇଁ ଆପଣଙ୍କୁ ୫ ମିନିଟର ସମୟ ଲାଗିବ ।

ଦାନ୍ତ କୁଳି କରିବା ପରେ ପୂର୍ବରୁ ପ୍ରସ୍ତୂତ ହୋଇଥିବା ମିଶ୍ରଣକୁ ତୁଳା ରେ ନେଇ ଦାନ୍ତ ଯେଉଁଠାରେ ବିନ୍ଧା ହେଉଛି ସେଠାରେ ତୁଳା ରଖି ଉପରେ ଦାନ୍ତରେ ଚାପି ଦିଅନ୍ତୁ । ଏହାକୁ ଲଗାଇ ଅଧ ଘଣ୍ଟା ରଖିବା ପରେ ଉଷୁମ ପାଣିରେ ଲୁଣ ପକାଇ କୁଳି କରନ୍ତୁ । ଦେଖିବେ ଆପଣଙ୍କର ଦାନ୍ତ ବିନ୍ଧା ସମସ୍ଯା ବହୁତ ଜଲ୍ଦି ଭଲ ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button