ଗର୍ଭବତୀ ମହିଳା ସକାଳୁ ଉଠି ସର୍ବ ପ୍ରଥମେ କଣ ଖାଇବା ଦରକାର

ବନ୍ଧୁଗଣ ଗର୍ଭବତୀ ମହିଳା ମାନେ ସକାଳେ ଉଠି ସର୍ବ ପ୍ରଥମେ କଣ ସେବନ କରିବା ଉଚିତ୍ ଭଗବାନ ମହିଳା ମାନଙ୍କୁ ଏମିତି ବନେଇଛନ୍ତି କି ସେମାନେ ନିଜର ଭୋକ ରେ ରହି ସେମାନେ ନିଜର ପରିବାର ଭୋକ ମେଣ୍ଟେଇଥାନ୍ତି , ହେଲେ ଯେତେ ବେଳେ ମହିଳା ଗର୍ଭବତୀ ହୋଇଥାଏ ସେତେ ବେଳେ ନିଜର ପରିବାର ସହିତ ନିଜର ବି ଯନ୍ତ୍ର ନେବାକୁ ପଡେ । କିଛି ଗର୍ଭବତୀ ମହିଳା ମାନେ ସକାଳେ ଖଖାଦ୍ୟ ସେବନ କରିବା ମଧ୍ୟ ଭୁଲି ଜାଆନ୍ତି । କିନ୍ତୁ ଗର୍ଭବସ୍ତା ସମୟ ରେ ସେହି ମହିଳା ମାନଙ୍କୁ ଖାସ୍ ନିଜର ଯନ୍ତ୍ନ ନେବା ଉଚିତ୍ ତେବେ ଆମେ ଆଜି ଜାଣିବା ଗର୍ଭବତୀ ମହିଳା ମାନେ ସକାଳେ ଉଠି ସର୍ବ ପ୍ରଥମେ କଣ ସେବନ କରିବା ଉଚିତ୍ ତେବେ ଆସନ୍ତୁ ଜାଣି ନେବା ।
ତେବେ ପ୍ରଥମେ ହେଲା ପାଣି ସବୁ ସମୟ ରେ ସକାଳେ ଗର୍ଭବତୀ ମହିଳା ମାନେ ପାଣି ର ସେବନ କରିବା ଆବଶ୍ୟକ ହୋଇଥାଏ ଏହି ସମୟ ରେ ଗର୍ଭବତୀ ମହିଳା ମାନେ ଉସମ ପାଣି ପିଇବା ଦ୍ୱାରା ସେମାନଙ୍କୁ ବହୁତ ଲାଭ ଦାୟକ ହୋଇଥାଏ । ଏମିତି କଲେ ପାଚନ ତନ୍ତ୍ର ମଜବୁତ୍ ହେବା ସହିତ ରକ୍ତ ସଫା ହୋଇଥାଏ । ଯଦି ଆପଣ ମାନେ ସକାଳ ସମୟ ରେ ଉସମ ପାଣି ର ସେବନ କରି ପାରୁ ନାହାଁନ୍ତି ତେବେ ଆପଣ ମାନେ ନର୍ମାଲ ପାଣି ର ସେବନ କରି ପାରିବେ , କିନ୍ତୁ ଆପଣ ମାନଙ୍କୁ ଦିନ ସାରା ମଧ୍ୟରେ ବହୁତ ସାରା ପାଣି ର ସେବନ କରିବାକୁ ପଡିବ । ସେହି ପରି ସେଓ ର ସେବନ କରିବା ଗର୍ଭବତୀ ମହିଳା ମାନଙ୍କ ପାଇଁ ବହୁତ ଲାଭଦାୟକ ଅଟେ ଏହା ଗର୍ଭବତୀ ମହିଳା ମାନଙ୍କ ସମସ୍ତ ପ୍ରକାରର କ୍ଷେତି ରୁ ରକ୍ଷା କରେ ।
ସେଓ ରେ ଅନେକ ପ୍ରକାରର ଭିଟାବିନ୍ ଏବଂ ଆଇରନ ଥାଏ ଜାହା ଗର୍ଭବତୀ ମହିଳା ମାନଙ୍କ ପାଇଁ ବହୁତ ଆବଶ୍ୟକ ହୋଇଥାଏ ସେଓ ସହିତ ଆପଣ ମାନେ ହାଲୁକା ଉସମ୍ କ୍ଷୀର ର ସେବନ ବି କରି ପାରିବେ ,ଏହା ଦ୍ୱାରା ସେଓ ର ଫାଇଦା ଦୁଇଗୁଣା ବଢେ ।