ଅପରାଧ

ଗୋଟିଏ ରାତିରେ ୫ ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା – Kalinga News

[ad_1]

ରେମୁଣା: ବାଲିପାଳରେ ମଙ୍ଗଳା ମନ୍ଦିର ଓ ହନୁମାନ ମନ୍ଦିର, କଣ୍ଟାବଣିଆ ଓ ଜୁଣୁଦାରେ ଶିବ ମନ୍ଦିର ଏବଂ ଘଷିପୁରାରେ ମଙ୍ଗଳା ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଅଢେ଼ଇ କିଲୋମିଟର ଦୂରତା ମଧ୍ୟରେ ଏହି ସମସ୍ତ ମନ୍ଦିର ରହିଛି। ସମସ୍ତ ମନ୍ଦିରରୁ ଠାକୁରଙ୍କ ଅଳଙ୍କାର ସମେତ ଅନ୍ୟାନ୍ୟ ଆସବାବପତ୍ର ଓ ବାସନକୁସନ ଲୁଟ ହୋଇଥିବା ଜଣାପଡ଼ିଛି।
ସବୁଠୁ ବଡ଼ କଥା ହେଉଛି, ରେମୁଣା ଥାନା ପୁଲିସର ନିଷ୍କ୍ରିୟତା ଯୋଗୁ ଗତ କିଛିମାସ ମଧ୍ୟରେ ରେମୁଣା ଅଞ୍ଚଳର ମଠ, ମନ୍ଦିର ଓ ଏଟିଏମ ଆଦି ଅସୁରକ୍ଷିତ ହୋଇପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button