ଦେଶ- ବିଦେଶ

ଦିଲ୍ଲୀରେ ୯ ଡିଗ୍ରି ତାପମାତ୍ରା, ୫ ବର୍ଷ ମଧ୍ୟରେ ମାର୍ଚ୍ଚ ତାପମାତ୍ର ସର୍ବନିମ୍ନ – Kalinga News

[ad_1]

ନୂଆଦିଲ୍ଲୀ : ଦିଲ୍ଲୀରେ ମଙ୍ଗଳବାର ଦିନ ୯ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ରେକର୍ଡ ଅନୁଯାୟୀ ଏହା ୫ ବର୍ଷ ମଧ୍ୟରେ ମାର୍ଚ୍ଚରେ ସର୍ବନିମ୍ନ ତାପମାତ୍ରାା। ପୂର୍ବରୁ ୨୦୧୯ ମାର୍ଚ୍ଚ ୧ରେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରାେ ୬.୮ ଡିଗ୍ରି ସେଲସିୟସ ଥିଲା। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ପଶ୍ଚିମ ହିମାଳୟ ଅଞ୍ଚଳରେ ସଦ୍ୟ ବରଫପାତ ହେଉଛି। ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ପାଗ ଥଣ୍ଡା ରହିବ। ଗତ କିଛି ଦିନ ଧରି ଦକ୍ଷିଣାଞ୍ଚଳରେ ହାଲୁକା ବର୍ଷା ହେଉଛି। ବିଶେଷ କରି ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ହାଲୁକା ବର୍ଷା ସାଙ୍ଗକୁ ବରଫପାତ ହେଉଛି। ପଶ୍ଚିମ ଜଳବାୟୁ ପ୍ରଭାବ ଯୋଗୁଁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀର, ହିମାଚଳପ୍ରଦେଶ, ଲଦାଖର କିଛି ଅଂଶରେ ହାଲୁକା ବର୍ଷା ହେବ। ଆସାମ, ମେଘାଳୟ ଏବଂ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ହାଲୁକା ବର୍ଷା ହୋଇପାରେ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button