ରାଜ୍ୟ

ଆରମ୍ଭ ହୋଇଗଲା ସ୍ୱୟମ ଯୋଜନାରେ ଅନଲାଇନ ଆବେଦନ ,ଏହିଦିନ ପର୍ଯ୍ୟନ୍ତ ଆପଣ କରିପାରିବେ Apply ,ଇଛୁକ ଥିଲେ ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ବହୁତ ସାରା ଲୋକ କମେଣ୍ଟ କରୁଛନ୍ତି ସ୍ୱୟମ ଯୋଜନାର ଟଙ୍କା କେବେ ମିଳିବ ଆଉ ସ୍ୱୟମ ଯୋଜନାର ଆବେଦନ ଶେଷ ତାରିକ କେବେ ଆସନ୍ତୁ ଜାଣିବା ଏହା ଉପରେ ସମ୍ପୂର୍ଣ୍ଣ ଅପଡେଟ |ସ୍ୱୟମ ଯୋଜନାରେ ଆବେଦନ କରିବାକୁ ହେଲେ ଆପଣଙ୍କୁ ଉଦ୍ୟମ ରେଜିଷ୍ଟ୍ରେସନ ଆଇଡିର ଆବଶ୍ୟକ ରହିଛି ସେହିଭଳି ଆପଣ ଉଦ୍ୟମ ରେଜିଷ୍ଟ୍ରେସନ ଆଇଡି କିପରି ପାଇବେ ନିଜ ଫୋନରେ ଉଦ୍ୟମ ରେଜିଷ୍ଟ୍ରେସନରେ କିପରି ଆବେଦନ କରିବେ ତାର ଅପଡେଟ ଆମେ ଆପଣଙ୍କୁ କହିବୁ |

ଯେଉଁ ମାନେ ବିଜନେସ କରୁଛନ୍ତି ସରକାର ତାଙ୍କ ବିଜନେସ ବଢ଼ାଇବା ପାଇଁ ସ୍ୱୟମ ଯୋଜନାରେ ଏକ ଲକ୍ଷ ଟଙ୍କା ଲୋନ ଦେଉଛନ୍ତି ଯେଉଁଥିରେ ଆପଣଙ୍କୁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ ଆପଣ ଚାରିବର୍ଷରେ ଆପଣଙ୍କ ଟଙ୍କା ସୁଝି ପାରିବେ |ପ୍ରଥମ କଥା ହେଉଛି ଆପଣଙ୍କୁ ସ୍ୱୟମ ଯୋଜନାରେ ଟଙ୍କା କେବେ ମିଳିବ କିଛି ଦିନ ତଳେ ଏକ ଯୋଜନା ଆସିଥିଲା ଶୁଣିଥିବେ ଯାହାର ନାଁ ହେଉଛି ମୋ ଘର ଯୋଜନା ଆପଣ ମୋ ଘର ଯୋଜନାରେ ୱେବସାଇଟ |

ଯେମିତି ପାଇବେ ସେହିପରି ସ୍ୱୟମ ଯୋଜନାର ମଧ୍ୟ ୱେବସାଇଟ ରହିଛି ଆଉ ତାର ଯେଉଁ ଭଳି ଭାବରେ ପ୍ରୋସେସ ଥିଲା ଯେ ଆପଣ ଆବେଦନ ଏଠି କଲେ କିନ୍ତୁ ଆପୃଭ କରିବ କିଏ ବ୍ୟାଙ୍କ ଯଦି ଆପଣ ସ୍ୱୟମ ଯୋଜନାରେ ଆବେଦନ କରିବେ ଆପୃବ କରିବ ବ୍ୟାଙ୍କ |ବ୍ୟାଙ୍କ ତାହା ହିସାବରେ ଲୋନ ଦେବ ଯେ ଆପଣ ସକ୍ଷମ ହେଲେ କି ନାହିଁ |କେବେ ଟଙ୍କା ମିଳିବ ତାର କୌଣସି ଅପଡେଟ ଆସି ନାହିଁ |

ଯେଉଁ ମାନେ ସ୍ଵୟମ ଯୋଜନାରେ ଆବେଦନ କରୁଛନ୍ତି ତାଙ୍କୁ ସିଧା ଆସି ତାଙ୍କ ଖାତାରେ ପଇସା ଆସି ପହଁଚିବ ନାହିଁ ବ୍ୟାଙ୍କ ଯେଉଁ ମାନଙ୍କୁ ଆପୃଭ କରିବ ସେହି ମାନଙ୍କୁ ହିଁ ଟଙ୍କା ମିଳିବ |ସ୍ୱୟମ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଏକ ଲକ୍ଷ ଲୋକ ହିଁ ଲୋନ ପାଇପାରିବେ 18 ରୁ 35 ବର୍ଷର ଲୋକଙ୍କୁ ସେହି ଲୋନ ମିଳିବ|

କିନ୍ତୁ ପ୍ରଥମ ପର୍ଯ୍ୟାୟରେ ଏକ ଲକ୍ଷ ଲୋନ ପାଇପାରିବେ |ଏପର୍ଯ୍ୟନ୍ତ ସ୍ୱୟମ ଯୋଜନାର ଶେଷ ତାରିକ ଆସି ନାହିଁ ତ କେବେବି ଆସିବ ତାର କୌଣସି ଇନଫର୍ମେଶନ ଆମ ପାଖରେ ନାହିଁ ଯଦି ଘୋଷଣା କରାଯାଏ ତାହେଲେ ଆମେ ନିଶ୍ଚୟ ଆପଣଙ୍କୁ ଜଣାଇବୁ |

Related Articles

Leave a Reply

Your email address will not be published. Required fields are marked *

Back to top button