ଦେଶ- ବିଦେଶ

ମାର୍ଚ୍ଚ ୫ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାବାସୀଙ୍କ ପାଇଁ କରିପାରନ୍ତି ବଡ଼ ଘୋଷଣା

ମାର୍ଚ୍ଚ ମାସର ୫ତାରିଖ ଦିନ ଓଡ଼ିଶା ଗସ୍ତରେ ଆସିବାକୁ ଯାଉଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ବାସୀଙ୍କ ପାଇଁ କରି ପାରନ୍ତି ବଡ଼ ଘୋଷଣା । ହଁ ବନ୍ଧୁଗଣ କିଛି ଦିନ ବ୍ୟବଧାନ ପାରେ ପୁଣି ଥରେ ଓଡିଶାକୁ ଆସୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାର୍ଚ୍ଚ ୫ ତାରିଖରେ ପ୍ରଧାନ ମନ୍ତ୍ରୀ ସମ୍ବଲପୁରକୁ ଆସିବେ ଏହି ଗସ୍ତ ସମୟରେ ମୋଦୀ ଚଣ୍ଡିଖୋଲରେ ସାଧାରଣ ସଭା କରିବା ସହିତ କିଛି ପ୍ରକଳ୍ପର ଉଦଘାଟନ ମଧ୍ୟ କରିବାକୁ ଯାଇଛନ୍ତି ।

ତେବେ ପ୍ରଧାନ ମନ୍ତ୍ରୀଙ୍କ ଗସ୍ତର କାର୍ଯ୍ୟକ୍ରମର କିଛି ପ୍ରସ୍ତୁତି ନାହିଁ ସୂଚନା ଦେଇଛନ୍ତି ସେ ଏହା ପୂର୍ବରୁ ଫେବୃଆରୀ ୩ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନ ମନ୍ତ୍ରୀ ସମ୍ବଲପୁର ଗସ୍ତରେ ଆସି ଅମେକ ପ୍ରକଳ୍ପ ମାନର ଉଦଘାଟନ କରିବା ପାଇଁ ।

ଆଉ ଏହାର ପ୍ରାୟ ଏକ ମାସ ପରେ ସେ ପୁଣି ଏକ ମାସ ପରେ ସେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏଥର ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଆସି ସାଧାରଣ ସଭାରେ ମୋଦୀ ଉଦବୋଧନ ଦେବେ ଅନ୍ୟ ପକ୍ଷରେ ମାର୍ଚ୍ଚ ୫ ଦିନ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ପଡ଼ିବାକୁ ଯାଉଛି ଏହିଦିନ ଆସିବ ଏକ ବଡ଼ ଘଟଣାର ସଂକେତ ଦେଉଥାଇ ପରେ ।

Related Articles

Leave a Reply

Your email address will not be published. Required fields are marked *

Back to top button