ଦେଶ- ବିଦେଶ

ପୁରୁଣା କାଳରେ ରାଣୀମାନେ ଏହି ସବୁ ଉପାୟ ଦ୍ଵାରା ରାଜା ଙ୍କୁ ଆକର୍ଷିତ କରୁଥିଲେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ରାଜା ମହାରାଜାଙ୍କ ସମୟରେ ମହିଳାମାନଙ୍କ ପାଖରେ ନିଜକୁ ସୁନ୍ଦର ଏବଂ ଆକର୍ଷିତ ରଖିବା ପାଇଁ ବିଉଟି ପାର୍ଲର ଭଳି ସୁବିଧା ନଥିଲା । ସେମାନେ ଆଜିର ସମୟ ଭଳି ମୁଖ ରେ କ୍ରିମ ଅଥବା ଅନ୍ୟ କୌଣସି ସାବୁନ ମଧ୍ୟ ପ୍ରୟୋଗ କରୁ ନଥିଲେ ।

ପୁରୁଣା କାଳରେ ରାଣୀମାନେ ଏହି ସବୁ ଉପାୟ ଦ୍ଵାରା ରାଜା ଙ୍କୁ ଆକର୍ଷିତ କରୁଥିଲେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ମାତ୍ର ପୁରୁଣା କାଳରେ ରାଣୀମାନେ ଅତ୍ୟନ୍ତ ସୁନ୍ଦର ଦେଖା ଯାଉଥିଲେ । ସେ ସମୟରେ କେବଳ ଏହି ସୁନ୍ଦରୀ ରାଣୀମାନଙ୍କୁ ପାଇବା ପାଇଁ କିଛି ଭୟଙ୍କର ଯୁଦ୍ଧ ମଧ୍ୟ ହୋଇଥିଲା । ଇତିହାସ କୁ ଦେଖିଲେ ଏହି ସବୁ ବିଷୟରେ ଜାଣିବାକୁ ମିଳେ ।

ପୁରୁଣା କାଳରେ ରାଣୀମାନେ ଏହି ସବୁ ଉପାୟ ଦ୍ଵାରା ରାଜା ଙ୍କୁ ଆକର୍ଷିତ କରୁଥିଲେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ସେ ସମୟରେ ନିଜକୁ ସୁନ୍ଦର ରଖିବା ପାଇଁ ରାଣୀମାନେ କେବଳ ପ୍ରାକୃତିକ ଜିନିଷ ହିଁ ବ୍ୟବହାର କରୁଥିଲେ । ଯେମିତି କି ଗାଧୋଇଲା ବେଳେ ପାଣି ରେ କ୍ଷୀର ଏବଂ ଗୋଲାପ ପତ୍ର ଏବଂ ଫୁଲ ପକେଇ ଗାଧୋଉଥିଲେ । ଯାହା ଦ୍ଵାରା ତାଙ୍କ ଶରୀର କୋମଳ ଏବଂ ସୁଗନ୍ଧିତ ରହୁଥିଲା ।

ପୁରୁଣା କାଳରେ ରାଣୀମାନେ ଏହି ସବୁ ଉପାୟ ଦ୍ଵାରା ରାଜା ଙ୍କୁ ଆକର୍ଷିତ କରୁଥିଲେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ଏହା ଛଡା ରାଣୀମାନେ ପ୍ରତିଦିନ ବ୍ୟାୟାମ ମଧ୍ୟ କରୁଥିଲେ, ଯେମିତି ତାଙ୍କ ଶରୀର ଫିଟ ଆଉ ସୁନ୍ଦର ରହିବ । ସେମାନେ ନିଜ ମୁହଁରେ ମଦ ଏବଂ ଅଣ୍ଡାର ଧଳା ଭାଗ ପକେଇ ମିଶେଇ ଲଗାଉଥିଲେ । ସେଥିପାଇଁ ତାଙ୍କ ଚେହେରା ଅତି ସୁନ୍ଦର ଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button