କେବଳ ୩ ଦିନ ପିଅନ୍ତୁ 100 ବର୍ଷ ପର୍ଯ୍ୟନ୍ତ ରହିବେ ଜବାନ, ହେବନି କୌଣସି ରୋଗ


କାହିଁକିନା ଏହା ଆମେ ସମସ୍ତେ ଜାଣିଛୁ ଯେ ଆମ ଶରୀରରେ ଯାହା ହୋଇଥାଏ ତାର ଏକ ମାତ୍ର କାରଣ ଆମ ଖାଦ୍ୟ ପ୍ରଣାଳୀ ହୋଇଥାଏ ଆଉ ଯଦି ଆମେ ସଠିକ ଜିନିଷ ସଠିକ ମାତ୍ରାରେ ଖାଇଥାଉ ତେବେ ଆମକୁ କେବେ କୌଣସି ରୋଗ ହବ ନାହିଁ ଆଉ ରୋଗ ନହେଲେ କେହି ଡକ୍ଟର ପାଖକୁ ଯିବେ ନାହିଁ ସେଥିପାଇଁ ଡକ୍ଟର କେବେ ଆପଣଙ୍କୁ ଖାଇବା ବିଷୟରେ କିଛି କହି ନଥାନ୍ତି । କଣ ଆପଣ ଜାଣିଛନ୍ତି ଯେ ପାନ ଆମ ପାଇଁ ଔଷଧ ଅଟେ, ଆପଣ ମାନେ ଭାବିବେ ପାନ କେମିତି ଔଷଧ ହେଲା ଏହା ବହୁତ ଖରାପ ହୋଇଥାଏ ।

କିନ୍ତୁ ଆମେ ଆପଣଙ୍କୁ ଏହା କହିବାକୁ ଚାହୁଞ୍ଚୁ ଯେ ପାନରେ ତମବାକୁ ପକାଇ ଖାଇବା ଦ୍ଵାରା ଏହା ଖରାପ କାମ କରିଥାଏ ସେମିତି ପାନ ପତ୍ର କିଛି ଖରାପ ଜିନିଷ ନୁହ ଏହା ବହୁତ ଲାଭକାରୀ ଜିନିଷ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେମିତି ପାନ ପତ୍ରରେ ବିଟାମିନ ସି, ବିଟାମିନ ବି୧, ବି୨, ବି୩, ବିଟାମିନ ଏ, କ୍ୟାଲସିୟମ, ଆଇଓଡିନ ହୋଇଥାଏ ଏହା ଛଡା ଇମୀନୋ ଏସିଡ ମଧ୍ୟ ହୋଇଥାଏ ଯାହା ହଜମ କରିବା ପାଇଁ ସବୁଠାରୁ ଅଧିକ କାମ କରିଥାଏ ।

ପାନ ପତ୍ରରେ କେବଳ ଚୂନା ଲଗାଇ ଖାଇଲେ ଏହା ରାମବାଣ ଚିକିତ୍ସା ହୋଇଥାଏ । ଆପଣଙ୍କୁ କେବଳ ଗୋଟେ କାମ ନିୟମ ଅନୁଯାଇ କରିବାର ଅଛି ଆପଣଙ୍କୁ ସକାଳେ ଉଠି ଗୋଟେ ଗ୍ଳାସ ପାଣିରେ ଗୋଟେ ପାନ ପତ୍ର ପକାଇ ତାକୁ ଫୁଟେଇବାର ଅଛି ଯେତେବେଳେ ପାଣି ଅଧା ରହିଯିବ ସେତେବେଳେ ପାଣି ଛାଣି ନିଅନ୍ତୁ ଆଉ ଖାଲି ପେଟରେ ଏହାର ସେବନ କରନ୍ତୁ ଏହି ପାଣି ଆପଣଙ୍କ ବାଟ, ପିଟ ଆଉ କଫ ଦୋଷ ଦୂର କରିଥାଏ ଯାହା ସବୁ ରୋଗର ମୁଖ୍ୟ ମୂଳ ହୋଇଥାନ୍ତି, ତେବେ ଏହା ଦ୍ଵାରା ଆପଣଙ୍କ ରକ୍ତ ସଫା ହୋଇଥାଏ ଆଉ ଆପଣଙ୍କୁ ମଧୁ ମେହ ଭଳି ଭୟଙ୍କର ରୋଗ ଠାରୁ ମଧ୍ୟ ଆରାମ ମିଳିଥାଏ ।




