ଅପରାଧ
ଗୋରୁ ବୋଝେଇ ଗାଡ଼ି ଜବତ, ଚାଳକ ଓ ହେଲପର ଚମ୍ପଟ – Kalinga News

[ad_1]
୭୦ ଗୋରୁ ଉଦ୍ଧାର
ନିରାକାରପୁର: ଗତକାଲି ବିଳମ୍ବିତ ରାତିରେ ଜଙ୍କିଆ ପୁଲିସ ପେଟ୍ରୋଲିଙ୍ଗ ବେଳେ ଏକ ଗୋରୁ ବୋଝେଇ ଆଇଚର ଗାଡ଼ିକୁ ଜବତ କରିଥିଲା। ସେଥିରେ ୭୦ଟି ଗୋରୁ ଥିଲେ। ଜବତ ଗୋରୁଗୁଡ଼ିକୁ ଏମ୍ସସ୍ଥିତ ସିଜୁଆ ଗୋଶାଳାକୁ ସ୍ଥାନାନ୍ତରିତ କରାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଘଟଣା ସ୍ଥଳରୁ ବ୍ୟବହୃତ ଗାଡ଼ିର ଚାଳକ ଓ ହେଲପର ଗିରଫ ଭୟରେ ଚମ୍ପଟ ମାରିଛନ୍ତି। ଗାଡିଟି କେଉଁଠାରୁ କେଉଁଠାକୁ ଯାଉଥିଲା, ସେ ନେଇ ଜଙ୍କିଆ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରା ଯାଉଥିବା ଜଙ୍କିଆ ଥାନା ଅଧିକାରିଣୀ ପ୍ରଜ୍ଞା ୠତୁମ୍ଭରା କର ସୂଚନା ଦେଇଛନ୍ତି।
[ad_2]