ଜ୍ୟୋତିଷ

ଏହି ଦିଗ କୁ ଗୋଡକରି ଶୋଇଲେ ହେବେ ଲକ୍ଷ୍ମୀଛଡା

ଆମ ଶାସ୍ତ୍ର ଅନୁସାରେ ଅନେକ କିଛି ଅଛି ଯାହା କୁ ଆମେ ମାନିବା ଦରକାର । ଏହା ପାଇଁ ଆମେ ଆମ ଶାସ୍ତ୍ର କୁ ଅନେକ ଭାଗରେ ବିଭକ୍ତ କରି ଦେଇଛୁ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଆମେ ଯେଉଁ ଭି କାମ କରୁ କିମ୍ବା ଯେଉଁ ଭି କମ କରିବାର ଦିଗ ରେ ଯାଉ ତାହା କେତେ ମାତ୍ରାରେ ସଠିକ ଥାଏ । କହିବାର ମାନେ ହେଉଛି କି ଆମେ ଜୁନ ଦିଗରେ ଶୋଇବା ଅଘର କରୁଚେ ଯେଉଁ ଦିଗରେ ରୋଷେଇ ଘର କରୁଚେ କିମ୍ବା ଯେଉଁ ଦିଗରେ ଆମେ ଆମ ବସିବା ଆଘାର କରୁଛେ ତାହା କ୍କେତେ ମାତ୍ରାରେ ସଠିକ ଅଟେ ଏହା ଜାଣିବା ନିହାତି ଦରକାର ଥାଏ ।

ଆଜି ଆମେ କହିବା ପାଇଁ ଯାଉଛୁ କି ଯେଉଁ ମାନେ ଜାଣି ନାହାଁନ୍ତି ସେମାନେ ନିଶ୍ଚିତ ଭାବେ ଏହାକୁ ଜଣାଇବା ପାଇଆନ ଆମ ଶାସ୍ତ୍ର କୁ ଜାଣିବା ଦରକାର । ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ମଧ୍ୟ କୁହା ଯାଇଛି କି ଆମେ କେଉଁ ଦିଗକୁ ମୁନାଦ କରିକି ଶୋଇବା କଥା । ଏହା ନ ମାନିବା ଦ୍ଵାରା ଆମ ଜୀବନରେ ସମସ୍ଯା ସବୁ ବେଳେ ଥାଏ । ଆଜି ଆମେ କହୁଅଛୁ କି ଆମେ କେଉଁ ଭଳି ଜୀବନ ବଞ୍ଚିବା ପାଇ ଚାହୁଁ ଆମେ ଯଦି ଚାହୁଁ କି ବିନା ସମସ୍ୟାରେ ଆମେ ବଞ୍ଚିବା ତେବେ ଆମକୁ ଏହି ସବୁ ଛୋଟ ଛୋଟ କଥାର ଧ୍ୟାନ ରଖିବା ପାଇଁ ପଡିବ । ଆସନ୍ତୁ ଜାଣିବା କି ଆମେ କି କେଉଁ ଜିନିଷର ଧ୍ୟାନ ଆମେ ରଖିବା ଦରକାର ଅଟେ ।

ପ୍ରଥମ କଥା ହେଉଛି କି ଆପଣ ନିଜ ପାଠ ପଢା ବହିକୁ କେବେ ଭି ନିଜ ମୁଣ୍ଡ ତଳେ ରଖିକି ଶୋଇବା ଅକଥା ନୁହେଁ । ଆମେ ଆଜି କହୁ ଥିବା କଥା ଅନୁସାରେ ଦେଖିବା ପାଇ ଗଲେ ଜାଣି ହେବ କି ଆପଣ ମାନେ ଯଦି ବହିକୁ ନିଜ ମୁଣ୍ଡ ତଳେ କିମ୍ବା ମୁହଁ ଉପରେ ରଖୀ ସୋଇବେ ତେବେ ଆପଣ ମାନେ ଚାହୁଁ ଥିବା ଚାକିରୀ କିମ୍ବବା ଆପଣ ଯେଉଁ ଭଳି କ୍ଯାରିୟର ଚାହୁଁ ଛନ୍ତି ତାହା ଆପଣଙ୍କୁ ମିଳିବ ଅକଷ୍ଟ କର ହୋଇ ପଡିବ । ଏବେ ଆମେ କହିବା ପାଇଁ ଯାଉଅଛୁ କି ଏହା ଦ୍ଵାରା ମ ସରସ୍ଵତୀ ଙ୍କ ଅପମାନ ହୋଇ ଥାଏ ଯାହା ଦ୍ଵାରା ମା ସରସ୍ଵତୀ ଆପଣଙ୍କୁ ଅଭିଶାପ ଦେଇ ଥାନ୍ତି ।

ଏହା ସହ ଆଉ ଏକ କଥାର ଧ୍ୟାନ ମଧ୍ୟ ରଖିବା ପାଇଁ ପଡିବ ଏହା ହେଉଛି କି ଆପଣ ଦୁଆର ଆଡକୁ ଗୋଡ କରିକି ସୋଇବେ ନି ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୋପ ଆପଣଙ୍କ ଆଡକୁ ରହିବ । ଆମେ ମାନେ ଯଦି ଦେଖିବା ପାଇଁ ଯିବା ତ ଆମେ ନିଜ ପିନ୍ଧା ଘଡି କୁ ନିଜ ମୁଣ୍ଡ ଉପରେ ରଖିକି ଶୋଇବା ଠିକ କଥା ନୁହେଁ । ଏହା କରିବା ଦ୍ଵାରା ଆମେ ଜୀବନର ସମୟ ଖରାପ ଚାଲିବା ଆରମ୍ଭ ହୋଇ ଯାଇ ଥାଏ । ଆମେ ଶୋଇବା ବେଳେ ଆମ ମୁଣ୍ଡ ଦକ୍ଷିଣ ଆଡକୁ ହେବା ଦରକାର ଓ ଗୋଦା ପଶ୍ଚିମ ଆଡକୁ ରଖିକି ଶୋଇବା ଦ୍ଵାରା ଆମ ନିଜ ଖୁବ ଭଲ ହୋଇ ଥାଏ ଓ ଆମ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ । ଆୟୁଷ ବଢେଇବା ପାଇଁ ଏହା ଏକ ଭଲ ଉପାୟ । ପଲଙ୍କ କିମ୍ବା ଖଟ କୁ ଆମେ କାନ୍ଥରେ ଲଗାଇକି ରଖିବା ଅନୁଚିତ ଅଟେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button