ଜ୍ୟୋତିଷ

କିଏ ଏବଂ କିପରି ପିନ୍ଧିଲେ କଇଁଛ ମୁଦି ହୁଏ ଧନୀ, ଜାଣନ୍ତୁ- Vaastu Tips

ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ କି କଇଁଛ ମୁଦି ଆଜି କାଲି ସବୁ ଲୋକମାନେ ପିନ୍ଧିବା ପାଇ ଭଲ ପାଉ ଛନ୍ତି କିନ୍ତୁ ଏହାକୁ ଦ୍ଵାରା କଣ ସବୁ ଲୋକମାନେ ନିଜର ଫାଇଦା ପାଉଛନ୍ତି । ଏହା ଜାଣିବା ପାଇଁ ଆସନ୍ତୁ ଜାଣିବା କି କେଉଁ ଭଳି ଲୋକମାନେ କେଉଁ ଭଳି ଭାବେ ଆଙ୍ଗୁଠି କୁ ପିନ୍ଧିବା ନିହାତି ଭାବେ ଦରକାର ଥାଏ । ଯଦି ଏହା କୁ ସଠିକ ଭାବେ ପିନ୍ଧିବ ନି ତେବେ କିଭଳି ଆସା କରିବା କି ଏହା ଆମକୁ ଭଲ ପରିଣାମ ଦେବ ବୋଲି ଯଦି ଆମେ ଏହାକୁ ସଠିକ ଭାବେ ସେହି ଜାଗାରେ ରଖିବା ।

ଯେଉଁ ଜାଗାରେ ଏହା ରହିବା କଥା ତାହେଲେ ଯାଇକି ଏହା ଆମ ଉରନ୍ନତି ପାଇଁ ରାସ୍ତା ବାହାର କରି ଦେବ । ତେବେ ଆସନ୍ତୁ ଜାଣିବା ଯେଉଁ ମାନେ କଇଁଛ ମୁଦି ପିନ୍ଧିବା ପାଇଁ ଚାହୁଁ ଛନ୍ତି । ସେମାନେ ଏହାକୁ କେଉଁ ଆଙ୍ଗୁଠିରେ ପିନ୍ଧିବା ନିହାତି ଭାବେ ଦରକାର ଥାଏ । ଆପଣମାନେ ଜାଣି ଥିବେ କି କଇଁଛକୁ ଆମ ଶାସ୍ତ୍ର ରେ କେତେ ମାନ୍ୟତା ଦିଆ ଯାଇଛି ।

ଏହାର କାରଣ ହେଉଛି କି ଆମ ହେଉଛି ଯେତେବେଳେ ସମୁଦ୍ରା ମନ୍ଥନ ହୋଇ ଥିଲା ସେହି ସମୟରେ ଏହାର ଉପରେ ସମୁଦ୍ର ମନ୍ଥନ କରା ଯାଇଥିଲା । ସେହି କଇଁଛ ଆଉ କେହି ନଥିଲେ ଥିଲେ ଭଗବାନ ଶ୍ରୀ ହରି ବିଷ୍ଣୁ । ତେବେ ଏହା ପାଇଁ ମା ଲକ୍ଷ୍ମୀ ମଧ୍ୟ ସବୁ ବେଳେ କଇଁଛ କୁ ଭଲ ପାଇ ଥାନ୍ତି ।

ଏହାକୁ ଧାରଣ କରୁଥିବା ବ୍ୟକ୍ତି ଜୀବନର ସମସ୍ଯା ଦୂର ହେବା ସହ ଶାଳୀନତା ଓ ଧାର୍ଯ୍ୟ ସବୁ କିଛି ତା ଜୀବନକୁ ଆସିଥାଏ । ଜାହା ଦ୍ଵାରା ମଣିଷ ଧନ ଓ ଅଇଶୋର୍ଜ୍ୟ କୁ ପାଇ ଥାଏ । ଆପଣ ମାନେ ଜାଣି ଥିବେ କି ଏହାକୁ ଲୋକମାନେ ଅନେକ ଧାତୁର ପିନ୍ଧି ଥାନ୍ତି କିନ୍ତୁ ଏହାକୁ ରୂପାର କରିକି ପିନ୍ଧିବା ଭଲ ହୋଇ ଥାଏ ।

ଆପଣ ଏହାର ସଂପୂର୍ଣ୍ଣ ଅଙ୍ଗକୁ ରୂପାର କରିବା ପରେ ଏହାର ତଳ ଭାଗକୁ ଆପଣ ଯେଉଁ ଭଳି ଇଚ୍ଛା ସେହି ଭଳି ଧାତୁରା କରି ପାରନ୍ତି । ଏହାକୁ ଆପଣ ଡାହାଣ ହାତରେ ପିନ୍ଧିବା ଭଲ ହୋଇ ଥାଏ ଦେଖିବେ ଆପଣ ନିଜ ମାନୁ ଥିବା ଜୋତିଶ ମାନଙ୍କ ପାଖକୁ ଯାଇକି ଏହା କୁ କେଉଁ ଧାତୁରେ ପିନ୍ଧିଲେ ଏହା ଆପଣଙ୍କ ପାଇଁ ଭଲ ହେବ ପଚାରିକି ଆପଣ ଏହାକୁ ପିନ୍ଧିବେ ।

ଆପଣ ଏହାକୁ ଶୁକ୍ରବାର ଦିନ କିଣିବା ଓ ଏହି ଦିନ ପିନ୍ଧିବାର ବିଦ୍ଧି ଅଛି । ଏହାକୁ ଆପଣ ସୂର୍ଯ୍ୟା ଅସ୍ତ ହେବା ଆଗରୁ ଧାରଣ କରିକି । ଆପଣ ଏହାକୁ ଗଙ୍ଗା ଜଳରେ ଧୋଇକି ଏହା ଉପରେ ପଞ୍ଚାମୃତ ଛିଞ୍ଚି ଦିଅନ୍ତୁ ।

ଏହା ସହ ଆପଣ ଏହାକୁ ମା ଲକ୍ଷ୍ମୀ ଓ ନାରାୟଣ ଙ୍କ ପାଖରେ ପୂଜା କରିବା ପରେ ହିନ ଧାରଣ କରିବା ଭଲ ହୋଇ ଥାଏ । ଶୁଦ୍ଧ କ୍ରିୟା ପାଇଁ ଯିବା ଆଗରୁ ଆପଣ ଏହାକୁ କାଢି ଦେଇ ରଖି ଦିଅନ୍ତୁ । ଏହା ପରେ ଏହାକୁ ପୁଣି ପୂଜା କରିକି ଏହାକୁ ଧାରଣ କରି ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button