ସ୍ୱାସ୍ଥ୍ୟ

ପ୍ରତିଦିନ ଆପଣ ଖାଉଛନ୍ତି କି ଭୃସଙ୍ଗ ପତ୍ର? ତେବେ ଏହାକୁ ନିଶ୍ଚିତ ଭାବରେ ଥରେ ପଢନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଗଛ ବିଷୟରେ କହିବାକୁ ଯାଉଅଛୁ, ଯାହାର ପ୍ରୟୋଗ ଆମେ ସାଧାରଣତଃ ଖାଦ୍ୟର ସ୍ଵାଦ ବଢାଇବା ନିମନ୍ତେ କରିଥାଉ। ଏହାର ଉପକାରିତା ବହୁତ ଅଳ୍ପ ଲୋକଙ୍କୁ ଜଣା ଥାଏ। ଯେଉଁ ଲୋକମାନଙ୍କୁ ଏହାର ଗୁଣ ସମ୍ବନ୍ଧରେ ଜ୍ଞାନ ରହିଛି, ସେମାନେ ପ୍ରତିଦିନ ଏହାର ସେବନ କରିଥାନ୍ତି।

କାରଣ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ଅଟେ। ଏହାସହିତ ଏଥିରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ଵ ଭରପୁର ହୋଇ ରହିଛି। ଏହା ଅନେକ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ। ଏହି ଗଛର ନାମ ହେଉଅଛି ଭୃସଙ୍ଗ ଗଛ। ଏହି ଗଛରେ ଅଧିକ ପରିମାଣ ର ଆୟୁର୍ବେଦ ତତ୍ଵ ମିଳିଥାଏ।

ଏହା କ୍ୟାନ୍ସର ଭଳି ମାରାତ୍ମକ ରୋଗକୁ ମଧ୍ୟ ଦୂର କରିଥାଏ। ଯଦି ଆପଣ ମାନେ ଏହି ପତ୍ରର ସେବନ କରୁ ନାହାଁନ୍ତି, ତାହେଲେ ଆଜିଠାରୁ ଏହି ଗଛର ପତ୍ରର ସେବନ କରିବା ଆରମ୍ଭ କରନ୍ତୁ। ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ। ଯଦି କୌଣସି ବ୍ୟକ୍ତିକୁ କୋଲେଷ୍ଟ୍ରୋଲର ସମସ୍ୟା ଅଧିକ ରହିଛି, ତାହେଲେ ଭୃସଙ୍ଗ ପତ୍ରର ସେବନ କରିବା ଉଚିତ। ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ଅଟେ। ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କ କୋଲେଷ୍ଟ୍ରୋଲ କମି ଯାଇଥାଏ। ହୃଦରୋଗ ସମ୍ବନ୍ଧିତ ଲୋକ ମାନଙ୍କ ପାଇଁ ମଧ୍ୟ ଭୃସଙ୍ଗ ପତ୍ରର ସେବନ କରିବା ନିତାନ୍ତ ଜରୁରୀ ଅଟେ, ଏହାଦ୍ବାରା ଆରାମ ମିଳିଥାଏ।

ଯଦି ଆପଣଙ୍କର କେଶ ଅଧିକ ପରିମାଣରେ ଝଡୁଛି, ତାହେଲେ ଆପଣ ନିହାତି ଭୃସଙ୍ଗ ପତ୍ରର ସେବନ କରନ୍ତୁ। ଏହାର ସେବନ କରିବା ଦ୍ଵାରା ଆପଣଙ୍କ କେଶ ଘନ ଲମ୍ବା ଓ ଚମତ୍କାର ଦେଖାଯିବ। ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କ କେଶ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇ ଯିବ। ଯଦି ଆପଣଙ୍କୁ ବ୍ଲଡ଼ ସୁଗାର ଭଳି ସମସ୍ୟା ରହିଛି, ତେବେ ଆପଣ ଭୃସଙ୍ଗ ପତ୍ରର ସେବନ ନିଶ୍ଚିତ ଭାବରେ କରନ୍ତୁ। ଏହା ଆପଣଙ୍କର ବ୍ଲଡ଼ ସୁଗାରକୁ ନିୟନ୍ତ୍ରଣ ରଖିବା ପାଇଁ ଅଧିକ ସାହାଯ୍ୟ କରିଥାଏ। ଆପଣଙ୍କର ପେଟ ଏବଂ ଲିଭର ପାଇଁ ମଧ୍ୟ ଭୃସଙ୍ଗ ପତ୍ର ବହୁତ ଲାଭଦାୟକ ଅଟେ।

ଯଦି ଆପଣଙ୍କ ପେଟରେ ଗ୍ୟାସ ଏବଂ ଏସିଡିଟି ଭଳି ସମସ୍ୟା ରହିଛି, ତେବେ ଆପଣଙ୍କୁ ଭୃସଙ୍ଗ ପତ୍ରର ସେବନ ନିଶ୍ଚିତ ଭାବରେ କରିବା ଉଚିତ। ଏହାଦ୍ଵାରା ଆପଣ ମାନଙ୍କୁ ବହୁତ ଲାଭ ମିଳିବ। ଯଦି ଆପଣଙ୍କ ଲିଭରରେ କିଛି ଅସୁବିଧା ରହିଛି ଅଥବା ଆପଣଙ୍କର ଖାଦ୍ୟ ହଜମ ହେଉନାହିଁ, ତାହେଲେ ଆପଣ ଭୃସଙ୍ଗ ପତ୍ରର ସେବନ କରିବା ଆରମ୍ଭ କରନ୍ତୁ । ଆପଣଙ୍କର ଏହି ସମସ୍ୟା ମଧ୍ୟ ଶେଷ ହୋଇଯିବ। ଆପଣ ଏହାକୁ ତରକାରୀରେ ପକାଇ ମଧ୍ୟ ସେବନ କରି ପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button