ବ୍ୟକ୍ତିଗତ ଭିଡିଓ ଭାଇରାଲ ଘଟଣାକୁ ନେଇ ରାପରଙ୍କ ପ୍ରତିକ୍ରିୟା – Kalinga News

[ad_1]
ନୂଆଦିଲ୍ଲୀ: ରାପର ଡ୍ରେକଙ୍କ ଫ୍ୟାନ୍ସମାନେ ବୁଧବାର ସକାଳେ ସୋସିଆଲ ମିଡିଆ ଖୋଲିବା ପରେ ଅସ୍ବାଭାବିକ ଅନୁଭବ କରିଥିଲେ। କାରଣ ଟୁଇଟର(ଏକ୍ସ)ରେ ଡ୍ରେକଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓଟି ରାପରଙ୍କ ବ୍ୟକ୍ତିଗତ ଭିଡିଓ ଥିବା କୁହାଯାଉଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏହି ଭାଇରାଲ ଭିଡିଓକୁ ନେଇ କୁହାଯାଉଛି କି ଡ୍ରେକଙ୍କ ଭଳି ଅବିକଳ ଦେଖାଉଥିବା ଅନେକ ବ୍ୟକ୍ତି ଅଛନ୍ତି। ତେବେ ଏହି ଭିଡିଓଟି ସେମାନଙ୍କ ମଧ୍ୟରୁ କାହାରି ହୋଇଥାଇପାରେ। ଭିଡିଓ ଦେଖିବା ପରେ ଚର୍ଚ୍ଚିତ ୟୁଟ୍ୟୁବର ଷ୍ଟ୍ରମିର ଏଡିନ ରାସ ରାପର ଡ୍ରେକଙ୍କୁ ଏକ ଭଏସ ମେସେଜ ପଠାଇଥିଲେ।
ଏହି ଭଏସ ମେସେଜରେ ସେ ଡ୍ରେକଙ୍କ ଭାଇରାଲ ଭିଡିଓକୁ ନେଇ କହିଥିଲେ, ‘ମୁଁ ଏହି ଭିଡିଓ ଦେଖିଲି, ମଜାଳିଆ ଅଛି ଭାଇ। ତୁମ ପାଖରେ ଭଲ କଣ୍ଠ ଅଛି ଭଲ ପ୍ରଦର୍ଶନ କରିଥାଅ। ତୁମେ ଯେମିତି ଅଛି ଖୁବ ଭଲ ଅଛ। ତୁମ ଏକ ନମ୍ବର।’
Drake responds to Adin Ross after he left a voice message about his leaked video…
pic.twitter.com/M9nH9xYzDa
— Liutauras (@Liutauras_) February 6, 2024
ରାସଙ୍କ ଭଏସ ମେସେଜର ପ୍ରତିକ୍ରିୟା ଡ୍ରେକ ୮ଟି ହସୁଥିବା ଚିହ୍ନ ପଠାଇଥିଲେ। ଏଥିସହିତ ଡ୍ରେକ ରାସଙ୍କୁ ମଜାକ କରି କହିଥିଲେ କି,‘ ମୋର ଆଗାମୀ ମ୍ୟୁଜିକ ଆଲବମ୍ବରେ ତୁମର ଏହି ଭଏସ ନୋଟକୁ ବ୍ୟବହାର କରିବି।’
[ad_2]