ମନୋରଞ୍ଜନ

ଝିଅ ମାନେ ରେଡି ତ… ବୁଦ୍ଧାଦିତ୍ୟଙ୍କର ସ୍ଵୟଂବର ନୁହେଁ ହେବ ସ୍ଵୟଂ କନ୍ୟା ! ଏମିତି ଗୋଟେ ଝିଅ ଆଣିବୁ ଯିଏ ବୁଦ୍ଧାଦିତ୍ୟଙ୍କୁ…’: Priyanka

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବୁଦ୍ଧଦିତ୍ୟଙ୍କର ହେବ ସ୍ଵୟଂ କନ୍ୟା ! ତେବେ ହଁ ବନ୍ଧୁଗଣ ଏପରି କିଛି କୌତୁହଳପୂର୍ଣ୍ଣ ମନ୍ତବ୍ୟ ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀଙ୍କ ମୁହଁରୁ ଅଭିନେତା ବୁଦ୍ଧଦିତ୍ୟଙ୍କ ପାଇଁ ଶୁଣିବାକୁ ମିଳିଛି । ତେବେ ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ କିଛି ଅଭିନେତା ବୁଦ୍ଧଦିତ୍ୟଙ୍କ ପାଇଁ ଏପରି କହିଛନ୍ତି । ତେବେ ପ୍ରିୟଙ୍କାଙ୍କ କହିବା ଆଧାରରେ ବୁଦ୍ଧାଦିତ୍ୟ ଭାଇ ହେଉଛନ୍ତି ଆମ ଓଡିଆ ସିନେ ଜଗତର ସବୁଠାରୁ ହ୍ଯାନ୍ଡସମ ବ୍ୟାଚେଲର ।

ତେଣୁ ତାଙ୍କ ବାହାଘର ଦେଖିବା ପାଇଁ ଆମେ ସମସ୍ତେ ଚାତକ ଭଳି ଅନାଇ ରହିଛୁ । ତେବେ ଯେତେ ଶୀଘ୍ର ବୁଦ୍ଧାଦିତ୍ୟ ଭାଇଙ୍କ ସ୍ଵୟଂ କନ୍ୟା କାର୍ଯ୍ୟକ୍ରମ କରାଯାଇ ବାହାଘର ପାଇଁ କନ୍ୟା ଖୋଜା ଚାଲିବ । ସେତେ ଶୀଘ୍ର ହିଁ ବୁଦ୍ଧାଦିତ୍ୟ ଭାଇଙ୍କର ବାହାଘରର ପ୍ରସ୍ତୁତି ଚାଲିବ । ଆଉ ଆମେ ସମସ୍ତେ ମିଳିମିଶି ଧୂମ ମଜାମସ୍ତି କରିବୁ । ତେବେ ପ୍ରିୟଙ୍କାଙ୍କର ଏପରି ବାହାଘର କଥା ଉପରେ ଅଭିନେତା ବୁଦ୍ଧଦିତ୍ୟ ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିଲେ ।

ଯେଉଁଠାରେ ବୁଦ୍ଧଦିତ୍ୟ କହିଥିଲେ । ଯେ ମୁଁ ଯେଉଁ ଝିଅକୁ ବାହା ହେବି। ତା’ ଠାରୁ ଟଙ୍କାଟିଏ ମଧ୍ୟ ଯୌତୁକ ନେବି ନାହିଁ । ହେଲେ ବଦଳରେ ସୁନା ଗହଣା ଦେଇକି ଝିଅକୁ ବାହା ହୋଇ ଘରକୁ ଆଣି କରି ଆସିବି । ତେବେ ଏପରି କିଛି ମଜାଦାର ଓ କୌତୁହଳପୂର୍ଣ୍ଣ କଥା ମିଡିଆ ଆଗରେ ଅଭିନେତା ବୁଦ୍ଧଦିତ୍ୟଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା । ତେବେ ବୁଦ୍ଧଦିତ୍ୟ ମଧ୍ୟ ନିଜର ଅଭିନୟ ପାଇଁ ଲୋକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ।

ଯେପରି ନିଜର ସୁନ୍ଦର ସୁନ୍ଦର ଅଭିନୟ ଦ୍ଵାରା ବହୁ ଭଲ ଭଲ ଓଡିଆ ଫିଲ୍ମ ଓଡିଶାଦର୍ଶକଙ୍କୁ ଭେଟି ଦେଇଛନ୍ତି । ତେବେ ଯାହାଙ୍କ ଅଭିନୟରେ ସାରା ଓଡିଶା ଲୋକ ତାଙ୍କୁ ପ୍ରେମରୋଗୀର ଆକ୍ଷା ଦେଇଛନ୍ତି । ତେବେ ସେହି ପ୍ରେମ ରୋଗୀ କାହା ପ୍ରେମରେ ପଡି କେବେ ବିବାହ ବନ୍ଧନରେ ବାନ୍ଧି ହେବେ । ତାହାକୁ ଦେଖିବା ପାଇଁ ସବୁ ସିନେ କଳାକାର ତଥା ଓଡିଶା ଲୋକ ଚାହିଁବସିଛନ୍ତି ।

ତେବେ ଏହିପରି ଭାବରେ ନିଜର ଅଭିନୟ ଦ୍ଵାରା ଅଭିନେତା ବୁଦ୍ଧଦିତ୍ୟ ସମସ୍ତଙ୍କର ମନୋରଞ୍ଜନ କରିବାର ପ୍ରୟାସ ଜାରୀ ରଖନ୍ତୁ ବୋଲି ଆଶା ରହୁଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button