ମନୋରଞ୍ଜନ

ଏହି ୩ ଅଭିନେତ୍ରୀ, ଯେଉଁ ମାନେ ପ୍ରେମରେ ନିଜ ଜୀବନ ଦେଇଦେଲେ, ୨ ନମ୍ବର ବାଲିଙ୍କ ନାମ ଜାଣିଲେ ଆପଣ ବି ହେଇଯିବେ ଆଶ୍ଚର୍ଯ୍ୟ

ଟିଭି ଓ ବଲିଉଡ ଆମକୁ ବାହାରୁ ଯେମତି ସୁନ୍ଦର ଦେଖା ଯାଉଛି ତାହା ଭିତରୁ ନୁହେଁ । ପରଦାରେ କାମ କରୁଥିବା କଳାକାର ମାନେ ଆମକୁ ସବୁବେଳେ ଏଣ୍ଟଟେନମେଣ୍ଟ କରିବାକୁ ଚେଷ୍ଟା କରନ୍ତି । ଆମେ ସବୁ ବେଳେ ଭାବୁକି ସେମାନଙ୍କ ଜୀବନ ବହୁତ ଖୁସିରେ କଟୁଥିବ କିନ୍ତୁ ଏହା ନୁହେଁ ତାଙ୍କ ଜୀବନରେ ଆମ ଭଳି ଦୁଃଖ ଥାଏ ଏହା ସତ କି ସେମାନେ ତାକୁ ପରଦା ଉପରେ ଦେଖାନ୍ତି ନାହିଁ । ତାଙ୍କ ଦୁଃଖକୁ ଲୁଚେଇକି ସେ ସବୁବେଳେ ଆମକୁ ଏଣ୍ଟଟେନମେଣ୍ଟ କରିବାକୁ ଚେଷ୍ଟା କରନ୍ତି । ଏହା ବ୍ଯତୀତ ଏମତୀ ତ କିଛି କଳାକାର ଅଛନ୍ତି ଯେଉଁ ମାନେ ଦୁଃଖରେ ନିଜ ଜୀବନ ଦେଇ ଦଉଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି ୩ ଜଣ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ପ୍ରେମରେ ଧୋକା ଖାଇବା ପରେ ନିଜ ଜୀବନ ଦେଇଦେଲେ ।

୧. ପ୍ରତ୍ୟୁଷା ବାନାର୍ଜୀ

ପ୍ରତ୍ୟୁଷାର ଜନ୍ମ ଜମସେଦପୁରରେ ହେଇଥିଲା, ଯେବେ ସେ ମୁମ୍ବାଇ ଆସିଲେ, ସେ ଭାବି ନଥିଲେ ତାଙ୍କ ଜୀବନରେ ଏମିତି ବି ହେବ, ପ୍ରତ୍ୟୁଷା ବହୁତ ଛୋଟବେଳୁ ଡ୍ୟାନ୍ସ ସୋ ରେ ଭାଗ ନଉଥିଲେ । ପ୍ରତ୍ୟୁଷା ନିଜର ବଡ ବଡ ସ୍ଵପ୍ନ ନେଇକି ମୁମ୍ବାଇ ଆସିଥିଲେ । ପ୍ରତ୍ୟୁଷାଙ୍କୁ ଲୋକେ ଆନନ୍ଦି ନାମରେ ଜାଣନ୍ତି । ପ୍ରତ୍ୟୁଷା ବିଗ ବସ ସୋରେ ଭାଗ ନେଇ ସାରିଛନ୍ତି । କିନ୍ତୁ ଦୁଃଖର କଥା ଏଇଟା କି ସେ ପ୍ରେମରେ ମିଳିଥିବା ଧୋକାରୁ ନିଜ ଜୀବନ ଦେଇଦେଲେ । ପ୍ରତ୍ୟୁଷାଙ୍କ ଲାସ ତାଙ୍କ ଫ୍ଲାଟରେ ଫ୍ୟାନରେ ଲଟକି ଥିବାର ମିଳିଥିଲା ।

୨. କୁଲଜିତ ରନ୍ଧବା

 

କୁଲଜିତ ରନ୍ଧବା ଜଣେ ମଡେଲ ଥିଲେ । ସେ ବହୁତ ଟିଭି ସିରିଏଲ କୁମକୁମ, କୁସୁମ, ହିପ ହିପ ହୁର୍ରେ, ରିସ୍ତେ, କ୍ୟୁ ହୋତା ହୈ ପ୍ଯାର, କମ୍ବଖ୍ତ ଇଶ୍କ ଆଦି ସିରିଏଲରେ ରେ କାମ କରିସାରିଥିଲେ । କିନ୍ତୁ ଦୁଃଖର କଥା ଏଇଟା କି ସେ ତାଙ୍କ ଫ୍ଲାଟରେ ଆତ୍ମହତ୍ୟା କରିଥିଲେ । ତାଙ୍କ ସାଙ୍ଗ ମାନଙ୍କୁ ଏହି ବିଷୟରେ ପଚାରିବାରୁ ସେମାନେ କହିଲେ କି କୁଳଜିତ ଯେଉଁ ମଣିଷକୁ ଭଲ ପାଉଥିଲେ ସେହି ମଣିଷ କୁଳଜିତଙ୍କୁ କେବେବି ଭଲ ପାଇ ନଥିଲେ । ଯେଉଁଥି ପାଇଁ ସେ ଦୁଃଖରେ ରହୁଥିଲେ ଓ ପରେ ଆତ୍ମହତ୍ୟା କରିଦେଲେ ।ଜୀୟା ଖାନଙ୍କ ବିଷୟରେ ପ୍ରାୟତଃ ସମସ୍ତେ ଜାଣିଥିବେ, ସେ ବଲିଉଡରେ ଅନେକ ଫିଲ୍ମରେ କାମ କରି ସାରିଛନ୍ତି । ଜୀୟା ଅମିତାଭଙ୍କୁ ଠାରୁ ଆରମ୍ଭ କରି ଅମିରଙ୍କ ଭଳି ବଡ ବଡ କଳାକାରଙ୍କ ସହିତ କାମ କରିସାରିଛନ୍ତି । ଜୀୟା ବହୁତ ଖୁସ ମିଜାଜ ଓ ସୁନ୍ଦର ମଧ୍ୟ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button