ସ୍ୱାସ୍ଥ୍ୟ

ଚମତ୍କାରି ଫୁଲ ମୂଳରୁ ଶେଷ କରିଦିଏ ୫ଟି ରୋଗ ,100 ବର୍ଷ ବଞ୍ଚିବେ କୌଣସି ରାଗ ଆପଣଙ୍କ ପାଖ ମାଡ଼ିବ ନାହିଁ

ବନ୍ଧୁଗଣ ଆଜିକାଲି ମାର୍କେଟ ରେ ଫର୍ମାସୀ କମ୍ପାନୀ ଆସିଲାଣି ପ୍ରଚୁର ଔଷଧ ଦୋକାନ ମଧ୍ୟ ଖୋଲିଗଲାଣି କିନ୍ତୁ ପ୍ରକୃତି ଏପରି ଏକ ଔଷଧ ଦୋକାନ ଆମ ଶରୀରରେ ଖୋଲି ହୋଇଅଛି ମାତ୍ର ଆମେ ତାକୁ କେବେ ମଧ୍ୟ ବୁଝିପାରିନଥାଉ ଆମେ ସେଇ ଔଷଧ ଦୋକାନ କୁ ଖରାପ କରିଥାଉ ବାହାରୁ ଔଷଧ ସେବନ କରି ଆମେ ପ୍ରକୃତି ର ଅପମାନ କରିଥାଉ ବାହାର ଡାକ୍ତର ମାନଙ୍କ ପାଖକୁ ଯାଇ ଯେତେବେଳେ ଆପଣଙ୍କୁ ଥଣ୍ଡା ହୋଇଥାଏ ଆପଣ ସେତେବେଳେ ଡାକ୍ତର ପାଖକୁ ଯାଇ ଔଷଧ ଗ୍ରହଣ କରିଥାନ୍ତି ସେଇ ଔଷଧ କୁ ଖାଇବା ଦ୍ୱାରା ଆପଣଙ୍କର ଥଣ୍ଡା ଭଲ ହୋଇଯାଇଥାଏ |

ମାତ୍ର ପ୍ରକୃତି ନିଜ କାର୍ଯ୍ୟ କରୁଥିଲା ଆମ ନାକ ତଥା ପାଟିରୁ ବିଭିନ୍ନ ଉପାୟରେ ଅପରିଷ୍କାର ପଦାର୍ଥ ଥଣ୍ଡା ହେଲେ ବାହାରିଥାଏ ମାତ୍ର ଔଷଧ ସେବନ କରିବା ଦ୍ୱାରା ସେଇ ଦୂଷିତ ପଦାର୍ଥ ଆମ ଶରୀରରେ ସ୍ଥିର ହୋଇ ରହିଯାଇଥାଏ ଏହା ଆପଣଙ୍କର ଛାତିରେ ଜମା ହେବ ଆରମ୍ଭ କରିନେବ ମାତ୍ର ଆଜି ଆମେ ଆପଣଙ୍କୁ ଯେଉଁ ଉପାୟଟି ଜଣାଇବାକୁ ଯାଉଛୁ ତାହାକୁ ପ୍ରୟୋଗ କରି ଆପଣଙ୍କର ଶରୀରର ନାନା ପ୍ରକାରର ସମସ୍ୟା କୁ ଠିକ କରିପାରିବେ |

ସଦବାହାର ଫୁଲ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ ଏହା ବର୍ଷ ସାରା ଫୁଲ ଫୁଟିଥାଏ ମାତ୍ର ଏଇ ଗଛର ଔଷଧୀୟ ଗୁଣ ସମ୍ପର୍କରେ ଆପଣ ହୁଏତ ଜାଣିନଥିବେ ଆୟୁର୍ବେଦ ରେ ସଦବାହାର ଗଛ କୁ ଏକ ଔଷଧ ଭାବରେ ଗ୍ରହଣ କରାଯାଇଅଛି ଏହା ଏକ ଏଭଳି ଔଷଧ ଯାହା ଆପଣଙ୍କର କେଶ କୁ ଝଡିବାରେ ରକ୍ଷା କରିଥାଏ ଆପଣଙ୍କ ଡାଇବେଟିସ କୁ ମଧ୍ୟ ଭଲକରିଥାଏ କ୍ୟାନ୍ସର ଭଳି ମରାହାତ୍ମକ ରୋଗ ରୁ ମଧ୍ୟ ରକ୍ଷା କରିଥାଏ |

ଆପଣ ସଖାଳୁ ଉଠି ସଦବାହାର ଗଛ କୁ ୨ରୁ ୩ଟି ନେଇ ଖାଲି ପେଟରେ ନିଶ୍ଚିତ ଖାଆନ୍ତୁ ଯଦି ଆପଣଙ୍କର କେଶ ବହୁଳ ଭାବରେ ଝଡ଼ୁଛି ତେବେ ଆପଣ ଏଇ ଗଛ ର ପତ୍ର ରସକୁ ବାହାର କରି ନିଜ କେଶ ରେ ଲଗାନ୍ତୁ ସପ୍ତାହକୁ ୨ଥର ଏଇ ରସ ର ମାଲିସ କରନ୍ତୁ ଏବଂ ସବୁଦିନେ ଏଇ ପତ୍ରକୁ ଖାଲି ପେଟରେ ସେବନ କରନ୍ତୁ |

ଏହିପତ୍ର ନୀତିଦିନ ସେବନ କରିବା ଦ୍ୱାରା ଆପଣ କ୍ୟାନ୍ସର ତଥା ଥଣ୍ଡା ଜରରୁ ମଧ୍ୟ ବଞ୍ଚିତ ରହିପାରିବେ ଏହା ସହିତ ଆପଣଙ୍କର ଚେହେରାରେ ବ୍ରଣ ହୋଇଥିଲେ ସେଥିରୁ ମଧ୍ୟ ରକ୍ଷା କରିଥାଏ ସଦାବିହାର ପତ୍ର ଶରୀର ନିମନ୍ତେ ବହୁତ ଲାଭଦାୟକ ଅଟେ ଆପଣ ଏହାକୁ ବ୍ୟବହାର କରିଲେ ଏହାର ଉପକାରିତା ସମ୍ବଧରେ ଅବଗତ ହୋଇପାରିବେ |

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button