ରାଜ୍ୟ
ଭ୍ୟାନକୁ ଧକ୍କା ଦେଲା ବସ୍, ୩ ମୃତ – Kalinga News

[ad_1]
ଭ୍ୟାନକୁ ଧକ୍କା ଦେଲା ବସ୍ । ୩ ମୃତ । ଆସିକା ଥାନା ୫୯ନଂ ଜାତୀୟ ରାଜପଥ ଖଡ଼ବାଗ ଗାଁ ନିକଟରେ ଦୁର୍ଘଟଣା । ଖଡଭାଗ ଗାଁ ନିକଟରେ ଯାତ୍ରୀବାହି ବସ୍ ସହ ମେକ୍ସ ପିକଅପ୍ ଗାି ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି ।

ବ୍ରହ୍ମପୁର (କେନ୍ୟୁଜ): ଭ୍ୟାନକୁ ଧକ୍କା ଦେଲା ବସ୍ । ୩ ମୃତ । ଆସିକା ଥାନା ୫୯ନଂ ଜାତୀୟ ରାଜପଥ ଖଡ଼ବାଗ ଗାଁ ନିକଟରେ ଦୁର୍ଘଟଣା । ଖଡଭାଗ ଗାଁ ନିକଟରେ ଯାତ୍ରୀବାହି ବସ୍ ସହ ମେକ୍ସ ପିକଅପ୍ ଗାି ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଆସିକା ପୋଲିସ୍ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି । ପିକ୍ଅପ୍ ଗାଡିରେ ପରିବା ବୋଝେଇ ହୋଇ ଆସିକା ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।
[ad_2]