ଦେଶ- ବିଦେଶ

ଜୟପୁର ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି – Kalinga News

[ad_1]

ଜୟପୁର: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋ ୨ ଦିନିଆ ରାଜକୀୟ ଭରତୀୟ ଯାତ୍ରାରେ ଆସି ଜୟପୁର ପହଞ୍ଚିଛନ୍ତି । ମେକ୍ରୋ ଜୟପୁର ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର, ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଓ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ତାଙ୍କୁ ସ୍ୱାଗତ କରିଥିଲେ ।

ଭାରତ ଯାତ୍ରାରେ ଆସିଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ମୁଖ୍ୟଅତିଥି ଭାବେ ସାମିଲ ହେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମେକ୍ରୋଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ପ୍ରତିରକ୍ଷା, ସୁରକ୍ଷା,ବ୍ୟାପାର, ଜଳବାୟୁ ପରିବର୍ତ୍ତନ, ଶକ୍ତି ଭାରତୀୟ ଛାତ୍ର ଓ ପରିବାରକୁ ନେଇ ଆଲୋଚନା ହେବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button