ଦେଶ- ବିଦେଶ

ଆମ୍ବେଦକର ଆସିଲେ ମଧ୍ୟ ସମ୍ବିଧାନ ବଦଳାଇପାରିବେ ନାହିଁ: ମୋଦୀ – Kalinga News

[ad_1]

ନୂଆଦିଲ୍ଲୀ: ‘ସମ୍ବିଧାନ ପ୍ରତି ବିପଦ’ ଅଛି ବୋଲି ବିରୋଧୀମାନେ କରୁଥିବା ଚିତ୍କାର କେବଳ ଲୋକ ଦେଖାଣିଆ। ବିଜେପି ପାଇଁ ଦେଶର ସମ୍ବିଧାନ ହିଁ ସବୁକିଛି। ଯଦି ବର୍ତ୍ତମାନ ବାବାସାହେବ ଆମ୍ବେଦକର ନିଜେ ଆସନ୍ତି ତେବେ ସେ ମଧ୍ୟ ସମ୍ବିଧାନକୁ ବଦଳାଇ ପାରିବେ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ବାରମେରରେ ଏକ ରାଲିରେ ଲୋକମାନଙ୍କୁ ଉଦବୋଧନ ଦେଇ କହିଛନ୍ତି। ସରକାର ପାଇଁ ସମ୍ବିଧାନ ଗୀତା, ରାମାୟଣ, ମହାଭାରତ, ବାଇବେଲ୍ ଓ କୁରାନ ଅଟେ। ସେମାନଙ୍କ (ବିଜେପି) ପାଇଁ ସମ୍ବିଧାନ ହିଁ ସବୁକିଛି ଅଟେ। ବିରୋଧୀ ଦଳ ଗୁଡ଼ିକୁ କଡ଼ା ସମାଲୋଚନା କରି ମୋଦୀ କହିଥିଲେ କଂଗ୍ରେସ ଜରୁରୀକାଳୀନ ପରିସ୍ଥିତି ଜାରି କରି ସମ୍ବିଧାନକୁ ନଷ୍ଟ କରିବାକୁ ବସିଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button