ଦେଶ- ବିଦେଶ

ମମତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ – Kalinga News

[ad_1]

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ମମତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ରକ୍ଷକ ଦଳ ମଧ୍ୟକୁ ଏକ କାର ହଠାତ୍ ପଶି ଆସିଲା । ଫଳରେ ମମତାଙ୍କ ଡ୍ରାଇଭରକୁ ଏମରଜେନ୍ସୀ ବ୍ରେକ୍ ଲଗାଇବାକୁ ପଡ଼ିଥିବା ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଡ଼କ ମାର୍ଗରେ ବରଦବାନରୁ କୋଲକାତା ଫେରୁଥିଲେ । ଏହି ସମୟରେ ଦୁର୍ଘଟଣାଟି ଘଟିଥିଲା । ଖରାପ ପାଣିପାଗ ଯୋଗୁ ସେ ହେଲିକପ୍ଟରରେ ଫେରିନଥିଲେ ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button