ରାଜ୍ୟ

ଟ୍ରକ୍ ଧକ୍କାରେ ବାପ-ପୁଅ ମୃତ – Kalinga News

[ad_1]

ସଡ଼କ ଦୁର୍ଘଟଣାରେ ବାପ-ପୁଅ ମୃତ । କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ରୁଗୁଡି ଛକ ନିକଟରେ ଟ୍ରକ୍ ଧକ୍କାରେ ବାଇକ୍ ରେ ଯାଉଥିବା ବାପା ଓ ୪ ବର୍ଷର ନାବାଳକ ପୁତ୍ର ମୃତ ।

Chat on WhatsApp

ଯୋଡ଼ା : ସଡ଼କ ଦୁର୍ଘଟଣାରେ ବାପ-ପୁଅ ମୃତ । କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ରୁଗୁଡି ଛକ ନିକଟରେ ଟ୍ରକ୍ ଧକ୍କାରେ ବାଇକ୍ ରେ ଯାଉଥିବା ବାପା ଓ ୪ ବର୍ଷର ନାବାଳକ ପୁତ୍ର ମୃତ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି । ଆଜି ଏକ ଅଭାବନୀୟ ଘଟଣାକ୍ରମରେ ଟ୍ରକ୍ ଧକ୍କାରେ ବାଇକ୍ ରେ ଯାଉଥିବା ବାପ-ପୁଅଙ୍କର ମୃତ୍ୟୁ ଘଟିଛି ।

ବାଇକ୍ ରେ ବାପା ଓ ୪ ବର୍ଷର ଶିଶୁପୁତ୍ର ଯାଉଥିବା ବେଳେ, ରୁଗୁଡି ଛକ ନିକଟରେ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କର ଶବ ଯୋଡ଼ା ଟାଟା ମେଡ଼ିକାଲ୍ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button