ରାଜ୍ୟ

ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କ: କ୍ଲବ୍ ରେ ପଶି ଯୁବକଙ୍କୁ ହାଣିଲେ – Kalinga News

[ad_1]

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କ । ଶୈଳଶ୍ରୀ ବିହାର ଏକ କ୍ଲବ୍ ରେ ପଶି ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ । ୭ରୁ ୮ଜଣ ଆକ୍ରମଣ କରିଥିବା ଥାନାରେ ପରିବାର ଲୋକ ଅଭିଯୋଗ କରିଛନ୍ତି । ଗୁରୁତର ଆହତ ଯୁବକ ସଂଗ୍ରାମ ସିଂଙ୍କୁ କ୍ୟାପିଟାଲ ହସପିଟାଲ ଭର୍ତ୍ତି କରାଯାଇଛି । ସଂଗ୍ରାମ ଶୋଇଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଆକ୍ରମଣର ଦୃଶ୍ୟ CCTV ରେ କଏଦ ହୋଇଛି ।

The post ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କ: କ୍ଲବ୍ ରେ ପଶି ଯୁବକଙ୍କୁ ହାଣିଲେ appeared first on KNews Odisha.

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button