ରାଜ୍ୟ

ରାୟଗଡ଼ା : ଜଳିଗଲା କପା ମିଲ୍‌

ରାୟଗଡ଼ା କୁସୁଟିପେଣ୍ଠ ଜଗନ୍ନାଥ କପାମିଲ୍‌ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କପା ଜଳି ଯାଇଛି। ଖବର ପାଇ ୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ବିଦ୍ୟୁତ୍‌  ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button