ଦେଶ- ବିଦେଶ

ଆଳସ୍ୟକୁ ମୂଳରୁ ଶେଷ କରିବା ପାଇଁ 5 ଟି ସବୁଠୁ ସହଜ ଉପାୟ ! ଏବେ ଜୀବନରେ ସବୁବେଳେ Active ରହିବାକୁ ହେଇ ଯାଆନ୍ତୁ ରେଡି !

ଅଳସୁଆମୀ ଗୁଣ ଆଜି କାଲିର ପ୍ରତେକ ବୟସର ବ୍ୟକ୍ତି ମାନଙ୍କ ପାଖେ ଦେଖିବାକୁ ମିଳୁଛି । ଏହାର କାରଣ ଅନେକ ହୋଇ ପରେ। ଯଦି ଆମେ କେବେ ସକାଳୁ ଉଠିବା ପାଇଁ ଚେଷ୍ଟା କରିବା ତାହେଲେ ଆମେ ଜାଣି ପାରିବା ଆମେ ଆମ ଜୀବନରେ କିଭଳି ଭଲ ସମୟ ହଜାଇ ସାରିଛୁ । ଆଜି ଆମେ ସେହି ବିଷୟରେ କିଛି କହିବୁ ଓ ଆପଣଙ୍କୁ କିଛି ଉପାୟ ମଧ୍ୟ କହିବୁ। ଏହି ଉପାୟ ଦ୍ଵାରା ଆମେ ସକାଲୂ ଜଲ୍ଦି ଉଠି ପାରିବା ।

ତେବେ ଏହି ଲକ୍ଷଣ କିମ୍ବା ଅଳସୁଆମୀର ଗୁଣ କଣ କଣ ଅଟେ ଆସନ୍ତୁ ପ୍ରଥମେ ଜାଣି ନେବା। ଏହା ପାଇଁ ଜୀବନରେ ହରାଇ ଥିବା ସମୟକୁ ମଧ୍ୟ ଆମେ ମନେ ପକାଇବା ଓ ଚିନ୍ତା କରିବା ଯଦି ଆମେ ସକାଳୁ ଜଲ୍ଦି ଉଠିଥାନ୍ତେ ତେବେ କଣ କଣ ଲାଭ ପାଇ ପାରିଥାନ୍ତେ ।

ଏବେ ଆସନ୍ତୁ ଜାଣିବା ଆମେ ଯଦି କେବଳ ଖାଇ ପିକି ବଞ୍ଚୁଛୁ ଏହାର ମାନେ କଣ ଅଛି । ଆମେ ଆମ ଜୀବନରେ କିଛି ଲକ୍ଷ ନେଇକି ବଞ୍ଚୁନୂ। କେବଳ ସବୁଙ୍କ ସହ ଆମେ ଚାଲିଛେ। ବଞ୍ଚିବା ପାଇଁ ଆମକୁ କିଛି ଏଭଳି ଆସା କିମ୍ବା କିଛି ଏଭଳି ଲକ୍ଷ ରଖିବାକୁ ହେବ ଯାହା ପାଇଁ ଆମେ ତତ୍ପର ହେବା । ଏହା ପରେ ଆସେ ଅଧିକ ମାତ୍ରାରେ ତାମସିକ ଭୋଜନ କରିବା । ଯଦି ଆମେ ସାତୱିକ ଭୋଜନ କରିବା ତାହେଲେ ଆମେ ଏକ ସୁସ୍ଥ ଓ ଭଲ ଜୀବନ ବଞ୍ଚି ପାରିବା ।

ଏହା ଛଡା ଅଧିକ ଖାଇବା କୁ କମେଇକି ଯାହା ଆବଶ୍ୟକ ଓ ଯେତିକି ଆବଶ୍ୟକ ସେତିକି ଖାଇବା । ଏବେ ଆସନ୍ତୁ ଜାଣିବା ଆମେ ନିଜକୁ କେବେ ବି ହଠାତ ବଦଳାଇ ପାରିବାନି ଏହା ପାଇଁ ଆମକୁ ଅନେକ ସମୟ ଲାଗି ଜୀବ ଆମେ ନିଜ ଶରୀର ପାଇଁ ନିଜ ପାଇଁ ଏହାକୁ କରିବା । ଆଜି ଆମେ ଯଦି ଅଧ ଘଣ୍ଟା ଆଗରୁ ଉଠିଛେ କାଲୀ ବି ସେୟା କରିବା ଆମେ ଏଭଳି ସପ୍ତାହ ଯାଏ କରିବା ।

ଏହା ପରେ ଆମେ ଏହାକୁ ଆଉ ଅଧ ଘଣ୍ଟା ଯାଏ ବଢେଇବା । ଏଭଳି କରିବା ଦ୍ଵାରା ଆମେ ନିଶ୍ଚିତ ଭାବେ ନିଜକୁ ବଦଳାଇ ବାରେ ସକ୍ଷମ ହେବା। ଏହା ପରେ ଆସେ କିଛି ଜିନିଷ ଜେଭଳି ଆମେ ନିଜକୁ ସବୁ ବେଲେ ଅନ୍ୟ ମାନଙ୍କ ସହ ତୁଳନା ନ କରି ନିଜ ସହ ତୁଳନା କରିବା । ନିଜ ସହ ତୁଳନା କରିବା ଓ ଆଗକୁ ଯିବା ଖୁବ କଷ୍ଟ ମାତ୍ର ଯଦି ଆମେ ଅନ୍ୟକୁ ଦେଖି ତୁଳନା କରିବା ସବୁ ବେଳେ ଆମ ଭିତରେ ଆମକୁ ନିଜର ଖରାପ କିମ୍ବା ସାମନା ଲୋକର ଖରାପ ଗୁଣ ଦେଖା ଜୀବ ତେଣୁ ନିଜ ପାଇଁ ନିଜକୁ ଲଢେଇ କରନ୍ତୁ ।

ଏହା ସହ ଆପଣ ଏକ କାମ ରଖିକି ସୁଅନ୍ତୁ ଯେତେ ବଡ ଆମ କାମ ହେବ ସେତେ ଅଧିକ ଜଲ୍ଦି ଆମେ ସକାଳୁ ଉଠିଯିବା । ଏହା ପରେ ଆସେ କଣ ପାଇଁ ଆମେ ଜଲ୍ଦି ଉଠି ପାରୁନୁ ପ୍ରଥମେ ଏହାର କାରଣ ବାହାର  କରନ୍ତୁ ଅଧିକ ରାତିରେ ବସି ରହି କଥା ହେବା ଅପେକ୍ଷା ସକାଳୁ ଉଠି କଥା ହେବା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button