ଜ୍ୟୋତିଷ

କଣ ଅଣ୍ଡା ଖାଇବା ପାପ ? ଜାଣନ୍ତୁ ଗୀତା ରେ କଣ ଲାହିଛନ୍ତି ଭଗବାନ ଶ୍ରୀକୃଷ୍ଣ- Krishna Vani

ଆଜି କାଲୀ ବହୁତ ଲୋକମାନେ ଅଣ୍ଡା ଖାଇବା ପାଇଁ ଖୁବ ପସନ୍ଦ କରି ଥାନ୍ତି । ତାଙ୍କ ମୁତାବରେ ଏହା ଖାଇବା ଭଲ ହୋଇ ଥାଏ । ଦେଖନ୍ତୁ ଏହା ସଭିଙ୍କ ବ୍ୟକ୍ତିଗତ କଥା କି ସେମାନେ କଣ ଖାଇବା ପାଇଁ ଚାହିଁବେ କି କଣ ଖାଇବେନି କିନ୍ତୁ କିଛି ଲୋକମାନେ ଭୁଲ ବଶତଃ ଏହାକୁ ଆମିଷ ନ ଭାବି ଏହାକୁ ସାଧା ବୋଲି କହି ଥାନ୍ତି କିନ୍ତୁ ଆପଣ ମାନେ ଜାଣିକି ଆଶ୍ଚର୍ଯ୍ୟ ହେବେ କି ଏହା  ଏକ ଆମିଷ ଅଟେ । ଏହା ଅନେକ ଲୋକମାନେ ଜାଣି ନାହାଁନ୍ତି ଆଜ୍ଞା ହଁ ଏହା ମଧ୍ୟରୁ ଏକ ନୂତନ ଯିବାର ଆବିଷ୍କାର ହୋଇ ଥାଏ ତେଣୁ ଏହା ଆମିଷ ଅଟେ ।

ଆପଣ ମାନେ ଜାଣିକି ଭି ଏହା କୁ ଖାଇବେ ଏହା ଭଲ କଥା କାରଣ ବୈଜ୍ଞାନିକ ମାନେ କହିଛନ୍ତି କି ଏହା ମଧ୍ୟରେ ଅଧିକ ରୁ ଅଧିକ ପୁଷ୍ଟିସାର ଥାଏ । ଏହାକୁ  ଆମ ଶାସ୍ତ୍ର ଅନୁଶାରେ କୁହାଯାଏ କି ଆପଣ ଯେଉଁ ଭଳି ଭୋଜନ କରିବେ ଆପଣଙ୍କ ଜୀବନର ର ପ୍ରଭାବ ସେହି ଭଳି ପଡିବ କହିବାର ମାନେ ହେଉଛି କି ଆପଣ ଯେଉଁ ଭଳି ଭାବେ ଖାଦ୍ଯ ଗ୍ରହଣ କରି ଥାଉ ସେହି ଭଳି ଭାବେ ନିଜର କଥାକୁ ଓ ମନ ମସ୍ତିସ୍କ କୁ ସେହି ଭଳି ଭାବେ ସଠିକ କରି ପାରି ଥାଉ ।

ଆମ ଶାସ୍ତ୍ର ରେ ଖାଦ୍ୟ କୁ ନେଇ 3 ଟି ଶ୍ରେଣୀରେ ବିଭକ୍ତ କରାଯାଇଛି ଏକଟି ହେଉଛି ସାତ୍ଵିକ, ଦ୍ବିତୀୟରେ ରାଜସ୍ଵୀ, ତୃତୀୟ ରେ ତାମଶିକ ଭୋଜନ । ପ୍ରଥମ ଦୁଇ ପ୍ରକାର ଖାଦ୍ଯ ଖାଇବ୍ବା ଦ୍ଵାରା ଆମର ଶରୀର ଓ ମନ ସାନ୍ତ ହୋଇ ରହିଥାଏ ମାତ୍ର ତାମଶିକ ଭୋଜନ ସର୍ବଦା କରିବା ଦ୍ଵାରା ଆମ ମନରେ ଚିନ୍ତା, ଘବରେଇବା ଗୁଣ, କ୍ରୋଧ, ଚିଡା ଗୁଣ, ଅନିଦ୍ରା ଆଣିଦେଇ ଥାଏ ।

ଯାହା ଆମ ପାଇଁ ଠିକ ନୁହେଁ । ଆମେ ଦୁଇ ପ୍ରକାର ଭୋଜନ ସର୍ବଦା କରିବା ଦରକାର । କିନ୍ତୁ ଆମେ ଯଦି ଦେଖିବା ପାଇଁ ଜୀବା ତ ଆମେ ତାମଶିକ ଭୋଜନ କେବେ କେବେ କରିବା ନିହାତି ଦରକାର । ହିନ୍ଦୁ ଶାସ୍ତ୍ର ଅନୁସାରେ ଛୋଟ ଛୋଟ ଜୀବନକୁ ମାରିବା ଏକ ପାପ ଅଟେ । ଯଦି ଆମେ ଦେଖିବା ତ ଅଣ୍ଡା ଭିତରୁ ଏକ ଶିଶୁ ବାହାରି ର ଥାଏ କିନ୍ତୁ ଆମେ ଏହାକୁ ସମୟ ଆଗରୁ ଖାଇ ଦେଇ ଥାଉ ଏହା ପାପ ଅଟେ ।

ଆପଣମାନେ ଭାବୁ ଥିବେ କି ଜୀବ ମାନଙ୍କ ଭଳି ଗଛଲତା ମଧ୍ୟ ଜୀବିତ ଅଛନ୍ତି ଆମେ ତାଙ୍କୁ କଣ ପାଇଁ ଖାଇଲେ ପାପ ଲାଗିବା ନି ଏହାର କାରଣ ଏହା ହେଉଛି କି ଆମେ ଏହାକୁ ଖାଇବା ଦରକାର ଏକ ଉଦାହରଣ ଦେଉଛୁ ଯେଉଁ ଭଳି ଏକ ଗହମ ଫସଲ ହେବା ପରେ ଏହାକୁ ଆମେ ଗ୍ରହଣ କରିବା ଦରକାର  ନହେଲେ ଏହା 3 ମାସ ପରେ ନଷ୍ଟ ହୋଇ ଯାଇଆ ଥାଏ । ସେହି ଭଳି ଯଦି ଆମେ ଆମ୍ବ ଗଛା ରୁ ଫଳ ତୋଳିକି ଣ ଖାଇବା ତେବେ ଏହା କିଛି ଦିନ ପରେ ଖରାପ ହୋଇଯିବ । ଓ ନିଜେ ନିଜେ ହିଁ ତଳେ ପଡି ଯାଇଥାଏ । ଆମେ ଜୀବ ମାନଙ୍କୁ ନଷ୍ଟ କରି ଏହାକୁ ଗ୍ରହଣ କରୀ ଥାଉ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button