ମନୋରଞ୍ଜନ

ବାଛନ୍ତୁ ନିଜ ପସନ୍ଦର ଯେ କୌଣସି ଗୋଟିଏ ଗୋଲାପ ଓ ଜାଣନ୍ତୁ ସେ କିଏ ଯିଏ ଆପଣଙ୍କ ପାଇଁ କିଛି ବି କରି ପାରିବ (Personality Test

ଭଲ ପାଇବା ରେ ଆମେ କେବଳ ପ୍ରେମିକ ପ୍ରେମିକା ଙ୍କୁ  ହିସାବ କରି ପାରିବାନି କାରଣ ଅନ୍ୟ ଏଭଳି କିଛି ସମ୍ପର୍କ ଅଛି ଯେଉଁ ମାନେ ଆମ ପାଇଁ କିଛି ବି କରି ପାରନ୍ତି । ଆପଣ କଣ ଜାଣି ଛନ୍ତି କି କେଉଁ ମାନେ କିମ୍ବା କେଉଁ ବ୍ୟକ୍ତି , ମହିଳା  ଆପଣଙ୍କ ପାଇଁ କିଛି ବିଉ କରି ପାରିବେ । ତେବେ ଆସନ୍ତୁ ଆପଣଙ୍କର ପ୍ରଶ୍ନ ର ଉତ୍ତର ଜାଣିବା ପାଇଁ ଏକ ଫୁଲ ବାଛନ୍ତୁ ଓ ଆମେ ଆପଣଙ୍କୁ କହିବୁ କିଏ ଆପଣଙ୍କ ପାଇଁ କିଛି ବି କରି ପାରିବ। ଆସନ୍ତୁ ଓ ବାଛନ୍ତୁ ଗୋଟେ ଗୋଲାପ ଫୁଲ ।

ପ୍ରଥମ ଗୋଲାପ – ଆପଣ ଙ୍କୁ ଭଲ ପାଉ ଥିବା ଆପଣଙ୍କର  ପ୍ରେମିକ କିମ୍ବା ପ୍ରେମିକା ଯିଏ କିଛି ବି କରି ପାରେ ଆପଣଙ୍କ ପାଇଁ। ସେ ଆପଣଙ୍କୁ ପ୍ରକୃତରେ ଖୁବ ଭଲ ପାଇ ଥାଏ ଓ ସେ ଆପଣଙ୍କୁ ଛାଡି ବଞ୍ଚି ପାରିବ ନି । ସେ ଆପଣଙ୍କୁ ସବୁ ବେଳେ ନିଜ ପାଖରେ ଚାହାଁନ୍ତି ।

ଦ୍ଵିତୀୟ ଗୋଲାପ – ଆପଣଙ୍କର ଘରେ ଥିବା ଲୋକମାନେ ଜେମିତିକି ଆପଣଙ୍କର ବାପା , ମା , ଭାଇ କିମ୍ବା ଭଉଣୀ । ଏମାନେ ଆପଣଙ୍କୁ ଅଧିକ ଭଲ ପାନ୍ତି ଆପଣଙ୍କ ପାଇଁ ସେମାନେ କିଛି ବି କରି ପାରନ୍ତି । ସେମାନେ ଆପଣଙ୍କୁ ସବୁ ଖୁସି ଦେବାକୁ ଚାହାଁନ୍ତି ସେମାନେ ଆପଣଙ୍କ ପାଇଁ ଖୁବ ଯତ୍ନବାନ ଅଟନ୍ତି ।

ତୃତୀୟ ଗୋଲାପ – ଆପଣଙ୍କର ସ୍କୁଲ କିମ୍ବା ଲଲେଜ ର ସାଙ୍ଗ । ଜିଏକି ଆପଣଙ୍କ  ସହ ଏକା ସାଙ୍ଗେ ପାଠ ପଢିଛନ୍ତି । ସେମାନେ ଆପଣଙ୍କୁ ସବୁ ଅସୁବିଧାରୁ ବାହାର କରିବେ । ସେମାନେ ଆପଣଙ୍କ ପାଇଁ ଜୀବନ ଦେଇ ପାରନ୍ତି । ସେମାନେ ଆପଣଙ୍କୁ ଭଲ ପାନ୍ତି ଓ ସମାନ୍ନ କରନ୍ତି ।

ଚତୁର୍ଥ ଗୋଲାପ – ଆପଣଙ୍କର ଜୀବନ ସାଥି ଯିଏ ଆପଣଙ୍କ ପାଇଁ କିଛି ବି କରି ପାରନ୍ତି । ସେ ଆପଣଙ୍କୁ କେବେ ବି ଦୁଃଖ ରେ ଦେଖି ପାରିବେନି ,ଆପଣଙ୍କର ସବୁ ଇଛା କୁ ସେ ପୂରଣ କରିବେ । ଆପଣ ଦୁଇ ଜଣ ଙ୍କର ସମ୍ପର୍କ ଖୁବ ଖାସ ଅଟେ । ସେ ଆପଣଙ୍କ ବିଷୟରେ ନିଜ ଆଗରୁ ଚିନ୍ତା କରନ୍ତି । ଜୀବନର ରାସ୍ତାରେ ସେ ଆପଣଙ୍କୁ କେବେ ବି ଏକେଲା ଛାଡିବେ ନି ।

ପଞ୍ଚମ ଗୋଲାପ – ଯିଏ ଆପଣଙ୍କର ହୃଦୟ ରେ ଅଛନ୍ତି । ଯିଏ ଆପଣଙ୍କ ଆଖିରେ କେବେ ବି ଲୁହ ଦେଖି ପାରିବେନି । ସେ ସବୁ ବେଳେ ଆପଣଙ୍କୁ ହସେଇବା ପାଇଁ ଚେଷ୍ଟା କରନ୍ତି । ଆପଣଙ୍କ ବିନା କିଛି ବି କାମ କରନ୍ତି ନି । କିଛି କଥା ହେଉ କିମ୍ବା କିଛି ଘଟଣା ସବୁ ବେଳେ ଆପଣଙ୍କୁ ସତ କୁହନ୍ତି । ସେ ଆପଣଙ୍କ ପାଇଁ ସାରା ଦୁନିଆ ସହ ଲଢି ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button