ମନୋରଞ୍ଜନ

ବାହାଘର ଦିନ ବର୍ଷା ହେଲେ ଶୁଭ ନା ଅଶୁଭ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଆମ ଦେଶରେ ବିବାହ ଏକ ପର୍ବ ଭଳି ହୋଇ ଥାଏ କହିବା କୁ ଗଲେ ଯେଉଁ ଘରେ ବିବାହ ଥାଏ ସେହି ଜାଗାରେ ସବୁ ଆଡେ ଖୁଶିର ମାହୋଲ ଥାଏ । ପରିବାର ଲୋକମାନେ ସବୁ ଆଡେ ନିଜକୁ ବ୍ୟସ୍ତ ରଖି ଥାନ୍ତି ସେମାନେ ବିବାହ ଆଗରୁ କିଛି ମାସ ଆଗରୁ ବିବାହର ପ୍ରସ୍ତୁତି କରିବା ପାଇଁ ଲାଗି ଯାଇ ଥନ୍ତି ସେମାନେ କିଛି ନହେଲେ ଭି କମ ରୁ କମ କାମ କିଭଳି ତୁଟି ଜୀବ ସେଇ ପାଇଁ ବ୍ୟସ୍ତ ହୁଅନ୍ତି କିଛି ଲୋକମାନେ ନିଜ ଘରେ ଥିବା ବିବାହ ର ଦାଇତ୍ଵ ସବୁ ବନ୍ଧୁ ମାନଙ୍କ ସହ ବାନ୍ତି ଦେଇ ଥାନ୍ତି ।

କହିବା ପାଇଁ ଗଲେ ବିବାହ ଆମ ଜୀବନର ଏକ ଏହି ଭଳି ମୂହୁର୍ତ୍ତ ଥାଏ ଯେଉଁ ପାଇଁ ସବୁ ଲୋକ ମାନେ ଆଗ୍ରହୀ ଥାନ୍ତି । ଅନେକ ସମୟରେ ଦେଖିବା ପାଇଁ ମିଳେ କି ବିବାହ ଆଗରୁ କିଛି ସମୟ ଆଗରୁ ସବୁ କିଛି ଖରାପ ହେବା ପାଇଁ ଲାଗେ କାରଣ ହେଉଛି ବିବାହ ଯେଉଁ ମାସରେ ହେଲେ ମଧ୍ୟ ଟିକେ ବର୍ଷା ପଡିବା କଥା ପଡି ଥାଏ । ଏହାକୁ ଆପଣ ମାନେ ଲକ୍ଷ ନିଶ୍ଚୟ କରି ଥିବେ । ତେବେ ଏହା ପାଇଁ କିଛି ଲୋକମାନେ ଖୁଶି ହେଉ ଥିବା ବେଳେ କିଛି ଲୋକ ମାନେ ଏହାକୁ ନେଇ କଷ୍ଟ ମଧ୍ୟ ପାଇ ଥାନ୍ତି । କାରଣ କିଛି ଲୋକ ଏହା ପାଇଁ ପୂର୍ବ ପ୍ରସ୍ତୁତି କରି ନେଇ ଥାନ୍ତି ଓ କିଛି ଲୋକ ମାନେ ଏହା ପାଇଁ ପୂର୍ବ ପ୍ରସ୍ତୁତି କରିବା ଉଚିତ ଭାବି ନଥାନ୍ତି ସେଇ ପାଇ ସେମାନଙ୍କୁ ଆସୁ ବିଧା ହୋଇ ଥାଏ ।

ତେବେ ଆଜି ଆମେ କହିବା ପାଇଁ ଯିବା କି ବିବାହ ହେବା ବେଳେ ବର୍ଷା ହେବା ଭଲ କିମ୍ବା ଖରାପ ଅଟେ । ଯଦି କାହାର ବିବାହ ହେଲା ବେଳେ ବର୍ଷା ହୋଇ ଥାଏ । ସେଇ ପାଇଁ ଅନେକ ସମୟରେ ବାର ଯାତ୍ରୀ ମାନେ ଏହା ପାଇଁ ନିଜର ଆନନ୍ଦ ନେଇ ପାରି ନଥାନ୍ତି । ଏହା ପାଇଁ କିଛି ଲୋକ ମାନେ ଭାବି ନେଇ ଥାନ୍ତି କି ଏହା ଏକ ଖରାପ କଥା । କିଛି ଜଣ ପ୍ରଥନା ମଧ୍ୟ କରନ୍ତି କି ସେମାନଙ୍କ ବିବାହ ସମୟରେ ବର୍ଷା ନ ହଉ । ପ୍ରକୃତରେ ବିବାହ ବେଳେ ବର୍ଷା ହେଲେ ଏହା ଭଲ ଅଟେ । ଏହା ଆପଣଙ୍କ ଜୀବନରେ ଥିବା ସବୁ କଷ୍ଟ ଦୂର ହୋଇ ଯାଏ ।

ପୁରୁଣା ଲୋକ ମାନେ କୁହନ୍ତି କି ଏହା ଇଶ୍ଵର ଙ୍କ ଆଶୀର୍ବାଦ ଅଟେ । ଏହା ପାଇଁ ଆମେ ଚିନ୍ତା ନ କରି ଖୁଶି ହେବା କଥା । କିଛି ଲୋକ ମାନେ କୁହନ୍ତି କି ବିବାହ ବେଳେ ବର୍ଷା ହେଲେ ପ୍ରକୃତି ସଂକେତ ଦେଇ ଥାଏ କି ଏହା ନିଶ୍ଚିତ ଭାବେ ସଫଳ ହେବ । ପ୍ରକୃତି ଈଷାରା କରେ କି ନବ ଦମ୍ପତି ଖୁଶିରେ ରହିବେ ସାରା ଜୀବନ । ତେଣୁ ଯଦି ଆପଣଙ୍କ ଘରେ ବିବାହ ଅଛି ତେବେ ଆପଣ ନିଶ୍ଚିତ ଭାବେ ପ୍ରାର୍ଥନା କରନ୍ତୁ କି ବର୍ଷା ଅଳ୍ପ ପରିମାଣ ରେ ହେଲେ ମଧ୍ୟ ହେଉ । ଯାହା ଦ୍ଵାରା ଆପଣଙ୍କ ଜୀବନର ସବୁ ଖୁଶି ଆପଣଙ୍କୁ ମିଳିଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button