ଦେଶ- ବିଦେଶ

ସିଂହ ଠାରୁ ଶିଖି ନିଅନ୍ତୁ ଏହି 1 ମାୟାବି ଗୁଣ, ବହୁତ ଜଲ୍ଦି ହେଇଯିବେ କୋଟିପତି- Chanakya Niti

ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ଗ୍ରନ୍ଥ ଅଟେ ଯାହା ମାଧ୍ୟମରେ ମଣିଷ ଜୀବନର ଗତିବିଧି ବିଷୟରେ ଉଲ୍ଲେଖ କରା ଯାଇଛି । ଏହି ଗ୍ରନ୍ଥର ମୂଳ ଲକ୍ଷ ହେଉଛି ମାନବ ସମାଜକୁ ବ୍ୟବହାରିକ ଶିକ୍ଷା ଦେବା । ଚାଣକ୍ୟ ବହୁତ ବଡ ଜ୍ଞାନୀ ଥିବାରୁ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇଥିଲେ । ଆଜି ଆମେ ଆପଣମାନଙ୍କୁ ତାଙ୍କର କିଛି ବିଶେଷ ନିୟମ ବିଷୟରେ କହିବାକୁ ଯାଉଛୁ । ମଣିଷ ୪ଟି ଜିନିଷ ପାଇଁ ସବୁବେଳେ ବ୍ୟସ୍ତରେ ରହିଥାଏ ।

ସେଗୁଡିକ ହେଉଛି ପଇସା, ଖାଦ୍ଯ, ବାସ୍ନା ଓ ଜୀବନ । ଦୁନିଆରେ ବଞ୍ଚୁବାକୁ ହେଲେ ମଣିଷକୁ ଅନେକ ସଂଘର୍ଷ କରିବାକୁ ପଡିବ । ଅତି ସରଳ ବା ନିରୀହ ହେଲେ ଏ ଦୁନିଆରେ ବଞ୍ଚିବା ଅସମ୍ଭବ ହୋଇଯିବ । କେବେ ନା କେବେ ମଣିଷ ଜୀବନରେ ଖରାପ ସମୟ ଆସିପାରେ । ଯଦି ମଣିଷର ଖରାପ ସମୟରେ ଧନ ତା ପାଖରେ ଥିବା ତେବେ ସେ ସମୟର ମୁକାବିଲା କରିପାରିବ ।

ଯେପରି ହାତୀ ବନର ରାଜା ହୋଇଥାଏ ବା ସୁନାକୁ ଯେତେ ତରଳାଇଲେ ତାହର ଚମକ ଯାଇନଥାଏ ସେହିପରି ସିଧାସଧା ମଣିଷ ହେବା ଆଜିକା ଦୁନିଆରେ ଠିକ କଥା ନୁହେ । ମଣିଷ ଯେଉଁ କାମ କରୁଇଛି ତାହା ମନ ଲଗେଇ କରିବା ଦରକାର ଅଟେ । ଏ କଥାଟି ମଣିଷକୁ ବାଘଠାରୁ ଶିକ୍ଷା ନେବା ଉଚିତ । ମଣିଷର କଠିନ ପରିସ୍ଥିତିରେ ତାର ଜୀବନ ସାଥି ହିଁ ତାର ସାଥ ଦେଇଥାଏ । ସମୟ ଅନୁସାରେ କାମକୁ ଠିକ ଭାବେ କରିବା ବଗଠାରୁ ଶିଖିବା ଦରକାର ଅଟେ ।

ଠିକ ସମୟରେ ଶୋଇବା, ଖାଇବା ଆଦି ହରିଣ ଠାରୁ ଶିଖିବା ଦରକାର । ଅନ୍ୟ ଉପରେ ଭରସା ନ କରିବା କାଉ ଠାରୁ ଶିଖିବା ଦରକାର । ମାଲିକପ୍ରତି ସଚୋଟତା ହେବା, ଶୋଇକି ବି ଚେଇଙ୍କି ରହିବା ମଣିଷକୁ କୁକୁର ଠାରୁ ଶିଖିବା ଦରକାର । ମଣିଷକୁ ତାର ସବୁ କାମ ନିଜ ହାତରେ କରିବା ଉଚିତ । ଯେଉଁ ନାରୀ ନିଜ ସ୍ଵାମୀର କଥା ନ ଶୁଣି ବ୍ରତ ରଖିଥାଏ ତା ସ୍ଵାମୀର ଆୟୁଷ କମ ହୁଏ । ଗୋଟେ ନାରୀ ପାଇଁ ତା ସ୍ଵାମୀ ହିଁ ସବୁକିଛି ହେବା ଆବଶ୍ୟକ ଅଟେ ।

ଜୀବନରେ ସବୁବେଳେ ମଣିଷ ଭଲ କାମରେ ଲାଗିବା ଦରକାର । ମଣିଷ ନିଜ ଇନ୍ଦ୍ରିୟକୁ ସଂଯମ କରିପାରିଲେ ମୁକ୍ତି ପାଇପାରେ । କର୍ମ ଦ୍ଵାରା ମଣିଷ ନିଜର ଭଲ ମନ୍ଦ ସ୍ଥିର କରିଥାଏ । ଭଲ କାମ କରିଲେ ଜୀବନରେ ସୁଖସାନ୍ତି ପ୍ରାପ୍ତ ହୋଇଥାଏ । ମଣିଷ ଭିତରେ ରହିଥିବା ଆତ୍ମାକୁ ବାହାର କରିଲେ ମଣିଷର ପରିଚୟ ମିଳିନଥାଏ ।

ଯେଉଁ ବ୍ରାହ୍ମଣ ପ୍ରାକୃତିକ ଫଳ ଓ ଅନ୍ୟ ପଦାର୍ଥକୁ ସେବନ କରି ଏ ସଂସାରରୁ ଦୂରେଇ ବନ ବା ଜଙ୍ଗଲରେ ରହି ଇଶ୍ଵରଙ୍କ ପୂଜା କରିଥାଏ ସେ ମହାପୁରୁଷ, ସତ୍ୟ ଭକତ ଓ ସଚ୍ଚା ବ୍ରାହ୍ମଣ ହୋଇଥାଏ । ଶସ୍ତ୍ରଧାରୀ କେବେ ବି ଆକ୍ରମଣ କରିପାରେ, ସିଙ୍ଘ ଥିବା ପଶୁ କେବେ ବି ସିଙ୍ଘ ମାରିପାରେ, ସ୍ତ୍ରୀମାନେ କେବେ ବି ମିଛ କଥା କହିପାରନ୍ତି, ରାଜା ଘରର ଲୋକମାନେ କେବେ ବି ଅଳପ କଥାରେ ବିଗିଡି ପାରନ୍ତି ସେଥିପାଇଁ ଏମାନଙ୍କ ଠାରୁ ଦୂରେଇ ରହିବା ଉଚିତ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button