ମନୋରଞ୍ଜନ

Bollywood ଷ୍ଟାର ଓ Cricketer ମାନଙ୍କ ତରଫରୁ Jasprit Bumrah ଙ୍କୁ ବିବାହରେ ମିଳିଲା ଏହି ସବୁ ଦାମୀ ଗିଫ୍ଟ, Virat Kohli ଦେଲେ ସବୁଠୁ ଅଧିକ ଦାମୀ ଗିଫ୍ଟ, ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ଭାରତୀୟ ଟିମର ବୋଲର ଜସପ୍ରିତ ବୁମରାହ ୧୪ ମାର୍ଚ୍ଚ ୨୦୨୧ରେ ବିବାହ କରିସାରିଛନ୍ତି । ଜସପ୍ରିତ ବୁମରାହ ଟିଭି ପ୍ରେଜେଣ୍ଟର ସଞ୍ଜନା ଗଣେଶନଙ୍କୁ ବିବାହ କରିଛନ୍ତି । ଏମାନେ ଗୋଆରେ ଏକ ପ୍ରାଇଭେଟ ସମାରୋହରେ ନିଜର ସମ୍ପର୍କୀୟ ଓ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଛନ୍ତି । କିନ୍ତୁ କହିଦେଉଛୁ କି ଜସପ୍ରିତ ବୁମରାହ ନିଜର ବାହାଘର ବିଷୟରେ ସମସ୍ତଙ୍କୁ ଆଗରୁ କହିସାରିଥିଲେ । ଏମିତିରେ ଜସପ୍ରିତ ବୁମରାହଙ୍କ ବନ୍ଧୁମାନେ ତାଙ୍କର ବିବାହ ଉପଲକ୍ଷେ କିଛି ଉପହାର ଦେଇଛନ୍ତି । ଆଜି ଆମେ ଆପଣଙ୍କୁ ଜସପ୍ରିତ ବୁମରାହ ଓ ସଞ୍ଜନା ଗଣେଶନଙ୍କ ବିବାହ ଉପହାର ବିଷୟରେ କଥାବାର୍ତ୍ତା କରିବୁ ।

ଅନୁଷ୍କା ଶର୍ମା

ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ପ୍ରଥମେ ଫୋନ କରି ଜସପ୍ରିତ ବୁମରାହଙ୍କୁ ଶୁଭେଚ୍ଛା ଦେଲେ । ଏହା ପରେ ସେ ସଞ୍ଜନାଙ୍କୁ ଗୋଟିଏ ଡାଇମଣ୍ଡର କାନର ଓ ବୁମରାହଙ୍କୁ ଏକ ଘଣ୍ଟା ଉପହାର ସ୍ୱରୂପ ଦେଇଛନ୍ତି ଓ ଏହି ଦୁଇଟି ଉପହାର ମୂଲ୍ୟ ପାଖାପାଖି ୬୦ ଲକ୍ଷ ଟଙ୍କା ଥିଲା ।

ବିରାଟ କୋହଲି

ବିରାଟ ବୁମରାହ ଓ ସଞ୍ଜନାଙ୍କୁ ପ୍ରଥମେ ବିବହର ଶୁଭେଚ୍ଛା ଦେଲେ । ଏହା ସହିତ ସେମାନଙ୍କୁ BMW i8 କାର ଗିଫ୍ଟ କରିଛନ୍ତି । ଯାହାର ମୂଲ୍ୟ ୫ କୋଟି ଟଙ୍କା ଅଟେ ।

ଅକ୍ଷୟ କୁମାର

ବହୁତ କମ ଲୋକମାନେ ଏହା ଜାଣିଛନ୍ତି କି ବୁମରାହ ଅକ୍ଷୟ କୁମାରଙ୍କ ବହୁତ ବଡ ଫ୍ୟାନ ଅଟନ୍ତି । ଅକ୍ଷୟ କୁମାର ବୁମରାହଙ୍କୁ ମନୀଷ ମଲୋହତ୍ରାଙ୍କ ଦ୍ଵାରା ଡିଜାଇନ କରାଯାଇଥିବା ଏକ ସୁଟ ଗିଫ୍ଟ କରିଛନ୍ତି । ଯାହାର ଦାମ ୧୨ ଲକ୍ଷ ଟଙ୍କା ଅଟେ ।

ରୋହିତ ଶର୍ମା

ରୋହିତ ଶର୍ମା ଓ ବୁମରାହ ବହୁତ ଭଲ ବନ୍ଧୁ ଅଟନ୍ତି । ଏମିତିରେ ରୋହିତ ବୁମରାହଙ୍କୁ ୟୁରୋପର ହନିମୁନ ପ୍ୟାକେଜ ଗିଫ୍ଟ କରିଛନ୍ତି ।

ଶାହରୁଖ ଖାନ

ଶାହରୁଖ ଖାନ ବୁମରାହଙ୍କୁ ଏକ ସୁଜୁକୀ ହାୟାବୁସା ଗିଫ୍ଟ କରିଛନ୍ତି । ଯାହାର ମୂଲ୍ୟ ୧୩ ଲକ୍ଷ ଟଙ୍କା ଅଟେ ।

ଏମ ଏସ ଧୋନୀ

ଧୋନୀ ବର୍ତ୍ତମାନ ସମୟରେ ଭାରତୀୟ କ୍ରିକେଟର ଅଂସ ନାହାନ୍ତି । କିନ୍ତୁ ଆଜି ବି ସେ ନିଜର ସମସ୍ତ ଖେଳାଳିଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି । ସେ ବୁମରାହଙ୍କ ପତ୍ନୀଙ୍କୁ ଗୋଟିଏ ଡାଇମଣ୍ଡ ନେକଲେସ ଗିଫ୍ଟ କରିଛନ୍ତି । ଯାହାର ମୂଲ୍ୟ ୨୦ ଲକ୍ଷ ଟଙ୍କା ଥିଲା ।

ଅମିତାଭ ବଚ୍ଚନ

ଅମିତାଭ ବଚ୍ଚନ ବି କ୍ରିକେଟର ବଡ ଫ୍ୟାନ ଅଟନ୍ତି । ସେ ବୁମରାହଙ୍କୁ ବିବାହ ଉପଲକ୍ଷେ ଗୋଟିଏ ପେନ ଗିଫ୍ଟ କରିଛନ୍ତି । ଯାହାର ମୂଲ୍ୟ ୮୦ ହଜାର ଟଙ୍କା ଅଟେ ।

ସଚିନ ତେନ୍ଦୁଲକର

ସଚିନ ବୁମରାହ ଓ ସଞ୍ଜନାଙ୍କୁ ତାଙ୍କର ବିବାହ ଉପଲକ୍ଷେ BMW X5 କାର ଗିଫ୍ଟ କରିଛନ୍ତି । ଏହି କାରର ମୂଲ୍ୟ ୭୦ ଲକ୍ଷ ଟଙ୍କା ଅଟେ ।

ଦୀପିକା ପାଦୁକୋଣ ଓ ରଣବୀର ସିଂହ

ଦୀପିକା ଓ ରଣବୀର ବୁମରାହ ଓ ସଞ୍ଜନାଙ୍କୁ ବିବାହ ଉପଲକ୍ଷେ ଶୁଭେଛା ଦେଲେ । ଏହା ସହିତ ଏମାନଙ୍କୁ ଇଟାଲୀର ହନିମୁନ ପ୍ୟାକେଜ ବି ଗିଫ୍ଟ କରିଲେ ।

ୟୁଜବେନ୍ଦ୍ର ଚହଲ

ୟୁଜବେନ୍ଦ୍ର ଚହଲ ଓ ବୁମରାହ ଦୁଇ ଜଣ ଭଲ ବନ୍ଧୁ ଅଟନ୍ତି । ୟୁଜବେନ୍ଦ୍ର ଚହଲ ବୁମରାହଙ୍କ ମୁମ୍ବାଇରେ ଗୋଟିଏ ଆପର୍ଟମେଣ୍ଟ ଗିଫ୍ଟ କରିଛନ୍ତି । ଯାହାର ମୂଲ୍ୟ ୩ କୋଟି ଟଙ୍କା ଅଟେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button