ଦେଶ- ବିଦେଶ

ଯେତବେଳେ ଇଣ୍ଟରଭିୟୁରେ ପଚରାଗଲା- ଦ୍ଵିତୀୟ ବିବାହ ପରେ ଆପଣଙ୍କର ମୃତ ସ୍ଵାମୀ ଫେରି ଆସନ୍ତି ତାହେଲେ ଆପଣ କଣ କରିବେ!

ଗତ କିଛି ଦିନରୁ ସୋସିଆଲ ମିଡିଆରେ ଆଇଏଏସ ଏବଂ ଆଇପିଏସ ଇଣ୍ଟରଭିୟୁରେ ପଚରାଯାଉ ଥିବା ପ୍ରଶ୍ନ ବହୁତ ଚର୍ଚା ହେଉଛି । ଲୋକମାନେ ଏଥି ପ୍ରତି ନିଜର ରୁଚି ରଖିଛନ୍ତି ଯେମିତି ସେମାନେ ଜାଣି ପାରିବେ କି ଦେଶର ସବୁଠାରୁ ପ୍ରତିଷ୍ଠିତ ଚାକିରି ପାଇଁ ପ୍ରତିଯୋଗୀଙ୍କ ସାମନାରେ କିପରି ପ୍ରଶ୍ନ ରଖା ଯାଇଥାଏ । ଏଭଳି ପ୍ରଶ୍ନ କେବଳ ସିବିଲ ଇଣ୍ଟରଭ୍ୟୁରେ ପଚରା ଯାଇନଥାଏ ବରଂ ବେସରକାରୀ କମ୍ପାନୀ ପାଇଁ ଆୟୋଜିତ ହୋଇଥିବା ଚାକିରି ଇଣ୍ଟରଭିୟୁରେ ମଧ୍ୟ ପଚରା ଯାଇଥାଏ । ଏହି ପ୍ରଶ୍ନ ଦ୍ଵାରା ସାକ୍ଷାତକାରକର୍ତା ମାନେ ଆପଣଙ୍କର ବୁଦ୍ଧି ପରୀକ୍ଷା କରି ଆପଣଙ୍କର ନିଷ୍ପତ୍ତି ନେବାର କ୍ଷମତା ବିଷୟରେ ଜାଣିବାକୁ ଚାହିଁଥାନ୍ତି । ଏମିତି କିଛି ପ୍ରଶ୍ନ ଆଜି ଆମେ ଆପଣଙ୍କ ପାଇଁ ଆଣି ଆସିଛୁ । ତାହେଲେ ଚାଲନ୍ତୁ ଜାଣିବା ସେଗୁଡିକ ବିଷୟରେ ।

ପ୍ରଶ୍ନ

ଜଣେ ହତ୍ୟାକାରୀକୁ ମୃତ୍ୟୁ ଦଣ୍ଡ ଶୁଣାଇ ତିନୋଟି କୋଠରି ଭିତରୁ ଗୋଟିଏ କୋଠରି ବାଛିବା ପାଇଁ କୁହାଗଲା । ପ୍ରଥମ କୋଠରିରେ ନିଆଁ ଲାଗିଛି, ଦ୍ଵିତୀୟ କୋଠରିରେ ବନ୍ଧୁକ ଅଛି ଏବଂ ତୃତୀୟ କୋଠରୀରେ ୩-୪ ବର୍ଷରୁ ଭୋକିଲା ସିଂହ ଅଛି । ଏଥି ମଧ୍ୟରୁ ହତ୍ୟାକାରୀକୁ କେଉଁ କୋଠରି ବାଛିବା ଦରକାର ।

ଉତ୍ତର

ତୃତୀୟ କୋଠରି କାରଣ ଏତେ ବର୍ଷ ଧରି ଭୋକିଲା ସିଂହ ବର୍ତ୍ତମାନ ପର୍ଯ୍ୟନ୍ତ ମରି ଯାଇଥିବ ।

ପ୍ରଶ୍ନ

ଗୋଟିଏ କଞ୍ଚା ଅଣ୍ଡାକୁ କଠିନ ପୃଷ୍ଠରେ କେଉଁ ପ୍ରକାର ଛାଡିଲେ ସେ ଫାଟିବ ନାହିଁ ?

ଉତ୍ତର

କଠିନ ପୃଷ୍ଠ ଭାଙ୍ଗିବ ନାହିଁ ଆପଣ ଯେମିତି ବି ଅଣ୍ଡାକୁ ଛାଡନ୍ତୁ ।

ପ୍ରଶ୍ନ

ମହିଳା ପ୍ରତିଯୋଗୀଙ୍କୁ ପଚରାଗଲା କି ଯଦି ଆପଣଙ୍କ ଶାଶୁଘର ଲୋକ ଆପଣଙ୍କୁ ଘରୁ ବାହାର କରିଦେବେ ତାହେଲେ ଆପଣ କଣ କରିବେ ?

ଉତ୍ତର

ମୁଁ କିଛି କରି ପାରିବି ନାହିଁ କାରଣ ମୋ ଅଧିକାର ଶାଶୁଘରେ କେବଳ ମୋ ସ୍ଵାମୀଙ୍କ ସମ୍ପତ୍ତି ଉପରେ ଅଛି, ଯଦି ସେହି ସମ୍ପତ୍ତି ମୋ ସ୍ଵାମୀଙ୍କ ନାମରେ ଥିବ ତାହେଲେ ମୋ ଅଧିକାର ମୁଁ ନିଶ୍ଚୟ ମାଗି ପାରିବି ।

ପ୍ରଶ୍ନ

ଯଦି ଆପଣ ନିଜର ସ୍ଵାମୀଙ୍କ ମୃତ୍ୟୁ ପରେ ଆପଣ ଦ୍ଵିତୀୟ ବିବାହ କରିଥିବେ ଏବଂ କିଛିଦିନ ଭିତରେ ନିଜର ଦ୍ଵିତୀୟ ସ୍ଵାମୀଙ୍କ ସହିତ ଭଲରେ ରହୁଥିବେ କିନ୍ତୁ ସେତବେଳେ ଆପଣଙ୍କୁ ଜଣାପଡିବ କି ଆପଣଙ୍କ ପ୍ରଥମ ସ୍ଵାମୀ ବର୍ତ୍ତମାନ ବଞ୍ଚିଛନ୍ତି ଏବଂ ସେ ଗୋଟିଏ ଦିନ ଫେରି ଆସିଲେ ତାହେଲେ ଆପଣ କଣ କରିବେ ?

ଉତ୍ତର

ଏଭଳି ପରିସ୍ଥିତିରେ ମୋର ଦ୍ଵିତୀୟ ବିବାହ ବାତିଲ ହେବ,ଣ କାରଣ ହିନ୍ଦୁ ବିବାହ ନିୟମ ଅନୁସାରେ କୌସି ବି ପୁରୁଷ କିମ୍ବା ମହିଳା ସେ ପର୍ଯ୍ୟନ୍ତ ଦ୍ଵିତୀୟ ବିବାହ କରିପାରିବେ ନାହିଁ ଯେପର୍ଯ୍ୟନ୍ତ ସେମାନଙ୍କର ଛଡାପତ୍ର ହୋଇନାହିଁ କିମ୍ବା ଜଣଙ୍କର ମୃତ୍ୟୁ ହୋଇ ନାହିଁ । କିନ୍ତୁ ଯଦି ଆପଣଙ୍କ ପାଖରେ ପ୍ରଥମ ସାଥିଙ୍କର ମୃତ୍ୟୁ ପ୍ରମାଣପତ୍ର ଥିବ ତାହେଲେ ତାକୁ ପ୍ରମାଣ ଭାବରେ ଉପସ୍ଥାପନା କରି ନିଜର ମନ୍ତବ୍ୟ ରଖି ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button