ଦେଶ- ବିଦେଶ

ଭାରତର 4ଟି ଭଣ୍ଡ ବାବା ଙ୍କ କାରନାମା, ଯାହାଙ୍କ Video ହେଇଥିଲା ଖୁବ ଭାଇରାଲ, ଆପଣ ବି ଦେଖନ୍ତୁ ଭିଡିଓ, କେମତି ଏମାନେ ଲୋକଙ୍କୁ ଲଗାନ୍ତି ଚୂନା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭାରତ ରେ ଲୋକମାନେ ଧର୍ମ କୁ ବହୁତ ବିଶ୍ୱାସ କରିଥାନ୍ତି । ଯେଉଁ କାରଣରୁ ଧର୍ମ ନାଆ ରେ ଅନେକ ଲୋକ ଙ୍କ ଠ-କା-ମୀ ର ଶି-କା-ର ହୋଇଥାନ୍ତି ।

କିଛି ଲୋକ ଏଭଳି ଅଛନ୍ତି ଯେଉଁମାନେ ନିଜକୁ ବାବା ଆଖ୍ୟା ଦେଇ ଲୋକ ମାନଙ୍କ ଇଜ୍ଜତ ଓ ପଇସା ସହିତ ଖେଳିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଭଣ୍ଡ ବାବା ଙ୍କ କାରନାମା ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ ଯାହା ଜାଣିଲେ ହୁଏତ ଆପଣଙ୍କ ରକ୍ତ ଗରମ ହୋଇଯିବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଯେ ଅନେକ ଲୋକ ବିଭିନ୍ନ ଉପାୟ ରେ ଲୋକ ମାନଙ୍କ ରୋଗ କୁ ଠିକ କରିଥାନ୍ତି । କିନ୍ତୁ ଜଣେ ଏଭଳି ବାବା ଅଛି ଯିଏ ଏକ ଭିନ୍ନ ଉପାୟ ରେ ଲୋକ ମାନଙ୍କ ରୋଗ କୁ ଠିକ କରିଥାଏ । ଏହି ବାବା ଝିଅ ଓ ମହିଳା ମାନଙ୍କ ରୋଗ କୁ କି-ସ୍ କରି ଠିକ କରିଥାଏ ।

ଯେଉଁ କାରଣରୁ ସେ ଚୁ-ମ୍ବ-ନ ବାବା ନାମ ରେ ପ୍ରସିଦ୍ଧ ହୋଇଗଲା । ରାମ ପ୍ରକାଶ ଚୌହାନ ନାମକ ଏହି ବ୍ୟକ୍ତି ନିଜକୁ ବିଷ୍ଣୁ ଭଗବାନ ଙ୍କ ଅବତାର ବୋଲି କହୁଥିଲା । ଏଥିପାଇଁ ତା’ ମାଆ ମଧ୍ୟ ତାକୁ ସାଥ ଦେଉଥିଲା । କିନ୍ତୁ ପରେ ୨୨ ଅଗଷ୍ଟ ୨୦୧୯ ରେ ପୋ-ଲି-ସ ଏହି ଭଣ୍ଡ ବାବା ଓ ତା’ର ମାଆ କୁ ଆ-ରେ-ଷ୍ଟ କରିଥିଲା । ଏମାନଙ୍କୁ ନିଜର କର୍ମ ର ଶାସ୍ତି ଅବଶ୍ୟ ମିଳିବ ।

୨. ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଯେ ଅନେକ ଲୋକ ଭୁତ ଓ ପ୍ରେତ ର ଶି-କା-ର ହୋଇଥାନ୍ତି ଏବଂ ନିଜକୁ କାବୁ ରେ ରଖି ପାରନ୍ତି ନାହିଁ । ଭୁତ ପ୍ରେତ କବଳ ରୁ ରକ୍ଷା ପାଇବା ନିମନ୍ତେ ଲୋକ ମାନେ ବାବା ଙ୍କ ପାଖକୁ ଯାଆନ୍ତି ଏବଂ ଏହି କଥା ର ସେମାନେ ଫାଇଦା ଉଠାଇ ଥାଆନ୍ତି । ସେହିପରି ଏକ ଘଟଣା ଘଟିଥିଲା ଯେବେ ଗୋଟିଏ ଝିଅ ଭୁତ ର ଶି-କା-ର ହୋଇଥିଲା ଏବଂ ଏଥିରୁ ରକ୍ଷା ପାଇବା ପାଇଁ ବାବା ପାଖକୁ ଯାଇଥିଲା । କିନ୍ତୁ ସେହି ଭଣ୍ଡ ବାବା ଏହି ବାହାନା ରେ ଝିଅ ର ଇ-ଜ୍ଜ-ତ ସହିତ ଖେଳୁଥିଲା । ଯାହାକୁ ଦେଖିଲେ ଆପଣଙ୍କ ରକ୍ତ ନିଶ୍ଚିତ ଭାବରେ ଗରମ ହୋଇଯିବ ।

୩. ବନ୍ଧୁଗଣ ଗୋଟିଏ ଭଣ୍ଡ ବାବା ଲୋକ ମାନଙ୍କ ଠାରୁ ପଇସା ହାତେଇବା ନିମନ୍ତେ ଏକ ଚାଲ ଚଲାଇ ଥିଲା । ସେ ନିଜ ଘର ଛାତ ଉପରେ ନାଚିଥାଏ ଏବଂ ସେ ନାଚିବା ମାତ୍ରେ ଉପରୁ ଟଙ୍କା ବର୍ଷା ହୋଇଥାଏ । ଯାହା ଦେଖି ଲୋକମାନେ ଭାବନ୍ତି ଯେ ଏହା ସେହି ବାବା ର ଚମତ୍କାର । ଯେଉଁ କାରଣରୁ ଲୋକମାନେ ପାଣି ଭଳି ପଇସା ସେହି ବାବା ଉପରେ ଉଡାଇ ଥାଆନ୍ତି । କିନ୍ତୁ ଅସଲ କଥା ଏହା ଯେ ଉପରୁ ହେଉଥିବା ଟଙ୍କା ବର୍ଷା ସେହି ଭ-ଣ୍ଡ ବାବା ର ଚେଲା ମାନଙ୍କ କାମ । ଏହା କୌଣସି ଚମତ୍କାର ନୁହେଁ । ପୋ-ଲି-ସ ସେହି ଭ-ଣ୍ଡ ବାବା କୁ ଗି-ର-ଫ କରିଛି ଏବଂ ବର୍ତ୍ତମାନ ସେହି ଭଣ୍ଡ ବାବା ଜେ-ଲ ଭିତରେ ଅଛି ।

୪. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନିତ୍ୟାନନ୍ଦ ସ୍ୱାମୀ ବିଷୟ ରେ । ଯିଏ କୋଟିକୋଟି ଟଙ୍କା ର ମାଲିକ । କିନ୍ତୁ ଏହି ବାବା ଉପରେ ରେ-ପ, କ-ଳା-ଧ-ନ ବେପାର ଆଦି ର ଅନେକ ଅ-ଭି-ଯୋ-ଗ ଆସିଥିଲା । କିନ୍ତୁ କୋ-ର୍ଟ ରେ ମୋ-କ-ଦ୍ଦ-ମା ହେବା ପୂର୍ବରୁ ଏହି ଭ-ଣ୍ଡ ବାବା ଆମେରିକା ପଳାଇ ଥିଲା ଓ ବର୍ତ୍ତମାନ ସେ ସେଠାରେ ନିଜର ଆଇଲ୍ୟାଣ୍ଡ କରି ନିଜକୁ ଭଗବାନ ଶିବ ଙ୍କ ଅବତାର ବୋଲି କହୁଛି । ସେହି ଆଇଲ୍ୟାଣ୍ଡ କୁ ଯିବା ପାଇଁ ପାସପୋର୍ଟ ଓ ଭିଜା ର ମଧ୍ୟ ଆବଶ୍ୟକ ରହିଛି । ସେହି ଭ-ଣ୍ଡ ବାବା ଆଇଲ୍ୟାଣ୍ଡ କୁ ନିଜର ଦେଶ ବୋଲି କହୁଛି ।

ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଆପଣ ମାନେ ଏଭଳି ଭଣ୍ଡ ବାବା ଙ୍କ ଠାରୁ ଦୂର ରେ ରୁହନ୍ତୁ ଓ ସେମାନଙ୍କ ଠକାମୀ ର ଶି-କା-ର ଆଦୋୖ ହୁଅନ୍ତୁ ନାହିଁ । ସତର୍କ ଓ ସାବଧାନ ରୁହନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button