ମନୋରଞ୍ଜନ

ନା କିସିଙ୍ଗ ସୀନ, ନା କେବେ ଛୋଟ ଡ୍ରେସର ନେଇଛନ୍ତି ସାହାରା, ତଥାପି ଇଣ୍ଡଷ୍ଟ୍ରିର ସବୁଠୁ ଅଧିକ ନାମ କମେଇଛନ୍ତି ଏହିସବୁ ଆକ୍ଟ୍ରେସ

ଅଭିନୟ ଦୁନିଆରେ ବର୍ତ୍ତମାନ ସମୟରେ ଯେତେବେଳେ ପର୍ଯ୍ୟନ୍ତ କିଛି ଖରାପ ଜିନିଷ ଦେଖାଯାଏ ନାହିଁ ଥାଏ ସେତେବେଳେ ପର୍ଯ୍ୟନ୍ତ ତାହା ଲୋକପ୍ରିୟ ହୋଇ ନ ଥାଏ । ତାହା ଫିଲ୍ମ ହେଉ କି ଟିଭି ସିରିୟଲ ହେଉ କିମ୍ବା ୱେବ ସିରିଜ, ଏହା ସେତେବେଳେ ପର୍ଯ୍ୟନ୍ତ ପପୁଳାର ହେବେ ନାହିଁ ଯେତେବେଳେ ପର୍ଯ୍ୟନ୍ତ ହିରୋଇନ ଛୋଟ ଡ୍ରେସ ପିନ୍ଧି ହିରୋ ସହ ଇଂଟିମେଟ ସୀନ ନ ଦେଇଛି ।

କିନ୍ତୁ ବର୍ତ୍ତମାନ ଜମାନାରେ ବି କିଛି ଏମିତି ବି ଅଭିନେତ୍ରୀମାନେ ଅଛନ୍ତି ଯେଉଁମାନେ ଲୋକପ୍ରିୟତା ହାସଲ କରିବା ପାଇଁ ଖରାପ ଜିନିଷର ସାହାର ନିଅନ୍ତି ନାହିଁ । ତାଙ୍କର ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ନା କିସିଙ୍ଗ ସୀନ, ନା କେବେ ଛୋଟ ଡ୍ରେସ ନେଇଛନ୍ତି ସାହାରା, ଇଣ୍ଡଷ୍ଟ୍ରିରେ ଏହି ଏକ୍ଟ୍ରେସମାନଙ୍କର ବି ନାମ ଅଛି ।

ଦିବ୍ୟଙ୍କା ତ୍ରିପାଠୀ

ଦିବ୍ୟଙ୍କା ତ୍ରିପାଠୀଙ୍କର ନାମ ଟିଭିର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଅଛି । ବର୍ତ୍ତମାନ ସେ ଷ୍ଟାର ପ୍ଲସ ର ସୋ ‘ୟେ ହୈ ମୋହବ୍ବତେଂ’ ରେ ଇଶିତା ଭଲ୍ଲାର ଅଭିନୟ କରୁଛନ୍ତି । ଗ୍ଲୈମର ଇଣ୍ଡଷ୍ଟ୍ରିରେ ଏତେ ବର୍ଷ କାମ କରିବା ପରେ ବି ଦିବ୍ୟଙ୍କା ଆଜି ପର୍ଯ୍ୟନ୍ତ କେବେ ବି ଛୋଟ ଡ୍ରେସରେ ହାତ ବି ଲଗାଇ ନାହାନ୍ତି ।

ପରିଧି ଶର୍ମା

ପରିଧି ଶର୍ମା ଜି ଟିଭିର ସିରିୟଲ ‘ଯୋଦ୍ଧା ଆକବର’ ରେ ଯୋଦ୍ଧା ର ପ୍ରସିଦ୍ଧ ଅଭିନୟ କରିସାରିଛନ୍ତି । ଏହା ପରେ ୨୦୧୬ରେ ସେ ମା ହେବା ପରେ ଛୋଟ ପରଦାକୁ ଅଲବିଦା କହିଦେଇଥିଲେ । କିନ୍ତୁ ବର୍ତ୍ତମାନ ସେ ସିରିୟଲ ‘ପଟିୟାଲା ବେବ୍ସ’ରେ ନଜର ଆସୁଛନ୍ତି । କହିଦେଉଛୁ କି ପରିଧି ବି ଆଜି ପର୍ଯ୍ୟନ୍ତ କେବେ ବି ଛୋଟ ଡ୍ରେସ ପିନ୍ଧି ନାହାନ୍ତି ଓ ନା ହିଁ କେବେ ନିଜର ଅଙ୍ଗ ପ୍ରଦର୍ଶନ କରିଛନ୍ତି ।

କୃତିକା ସେଂଗର

କୃତିକା ସେଂଗର ଟିଭି ଇଣ୍ଡଷ୍ଟ୍ରିର ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । କୃତିକା ଟିଭିର ବିଭିନ୍ନ ସିରିୟଲରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ସେ ସବୁବେଳେ ଛୋଟ ଡ୍ରେସକୁ ପିନ୍ଧିବା ପାଇଁ ମନା କରିଛନ୍ତି ।

ଅଲୀଶା ପଂୱାର

ଅଲୀଶା ପଂୱାର ବି ଇଣ୍ଡଷ୍ଟ୍ରିର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ସେ ବି ବିଭିନ୍ନ ସୋ ରେ ନଜର ଆସିସାରିଛନ୍ତି । ସେ କେବେ ବି ସଫଳ ହେବା ପାଇଁ ନିଜର ବୋଲ୍ଡନେସ ର ସାହାରା ନେଇ ନାହାନ୍ତି । ଅଲୀଶା ବି ଛୋଟ ଡ୍ରେସ ପାଇଁ ସଫା ମନା କରି ଦିଅନ୍ତି ।

ଦୀପିକା କକ୍କଡ

ସିରିୟଲ ‘ସସୁରାଲ ସିମର କା’ରେ ସିମରର ଅଭିନୟ କରିଥିବା ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କଡ ବିଗ ବସର ବିଜେତା ବି ରହିଛନ୍ତି । ଦୀପିକା କକ୍କଡ ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ଜଣା ଶୁଣା ନାମ ଅଟେ ଏହା ସତ୍ତ୍ୱେ ବି ସେ ଏକ୍ସପୋଜ କରିବାକୁ ମନା କରି ଦିଅନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button