ଝିଅମାନଙ୍କୁ ପଚାରନ୍ତୁ ନାହିଁ ଏହି ୪ଟି ପ୍ରଶ୍ନ, କେବେ ବି ମିଳିବ ନାହିଁ ଆପଣଙ୍କୁ ଏହାର ଉତ୍ତର !

ଯେତେବେଳେ ବି କୌଣସି ପୁଅକୁ ପ୍ରଶ୍ନ କରାଯାଏ କି ତାହାର ଜୀବନର ସବୁଠୁ କଠିନ କାମ କଣ ଅଟେ ! ତେବେ ସମସ୍ତଙ୍କର ଗୋଟିଏ ହିଁ ଜବାବ ହୋଇଥାଏ ଓ ତାହା ଅଟେ “ଝିଅମାନଙ୍କୁ ବୁଝାଇବା । ଝିଅମାନେ ଯେତେ ସରଳ ଦେଖା ଯାଆନ୍ତି, ସେତିକି ହିଁ ସେ ଭିତରୁ ଚାଲାକ ଅଟନ୍ତି । ପୁଅମାନେ ପ୍ରାୟତଃ ଝିଅ ମାନଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ଦୁଇ ଥର ଚିନ୍ତା କରି ଥାନ୍ତି ।
କାରଣ କାହାକୁ ବି ଜଣା ନ ଥାଏ କି ଏହି ଝିଅମାନଙ୍କୁ କେତେବେଳେ ଓ କେଉଁ ଜିନିଷ ଖରାପ ଲାଗେ । ଯେତେବେଳେ ବି କୌଣସି ପୁଅ ତାଙ୍କୁ କିଛି ପ୍ରଶ୍ନ କରିଥାଏ ତେବେ ହସି ହସି ଜବାବ ଦେଇ ଦିଅନ୍ତି । କିନ୍ତୁ ସେହି ଜବାବ ସତ ହୋଇ ନ ଥାଏ । ଆଜି ଆମେ ଝିଅମାନଙ୍କ ଦ୍ଵାରା କୁହାଯାଉଥିବା କିଛି ଏମିତି ହିଁ ଜବାବ ବିଷୟରେ କହିବାକୁ ଯାଉଛୁ, ଯାହା କେବେ ବି ସତ ହୋଇ ନ ଥାଏ ।
ଏହି ପ୍ରଶ୍ନ ଗୁଡିକର ଝିଅମାନେ ଦେଇଥାନ୍ତି ଭୁଲ ଉତ୍ତର
ମେକଅପ ବିଷୟରେ ପ୍ରଶ୍ନ

କହିବାକୁ ଗଲେ ଝିଅମାନେ ସଜ ହେବା ପାଇଁ ବହୁତ ସମୟ ନେଇଥାନ୍ତି । କାରଣ ଝିଅମାନେ ସୁନ୍ଦର ଦେଖାଯିବାକୁ ଭଲ ପାଆନ୍ତି । ସେଥିପାଇଁ ସେମାନେ ସବୁ ପ୍ରକାରର ମେକଅପ କରି ନିଜକୁ ଭଲ ଲୁକ ଦେବା ପାଇଁ ଚେଷ୍ଟା କରନ୍ତି । ଏମିତିରେ ଯଦି ଆପଣ ତାଙ୍କୁ ତାଙ୍କର ମେକଅପ ବିଷୟରେ ଯେତେ ଥର ବି ପ୍ରଶ୍ନ କରିବେ ତେବେ ସବୁବେଳେ ସେ ଗୋଟିଏ ହିଁ ଜବାବ ଦେବେ “ନାହିଁ ରେ ମେକଅପ ପାଇଁ ଟାଇମ ହିଁ ମିଳୁ ନାହିଁ, ସକାଳୁ କାମରେ ବହୁତ ବ୍ୟସ୍ତ ଥିଲି ।‘
ଖାଦ୍ୟ ବିଷୟରେ ପ୍ରଶ୍ନ

ଝିଅମାନେ ବି ପୁଅମାନଙ୍କ ଭଳି ଖାଇବାକୁ ଭଲ ପାଆନ୍ତି । କିନ୍ତୁ ଯେତେବେଳେ ଆପଣ ତାଙ୍କର ଖାଦ୍ୟପେୟ ବିଷୟରେ ପ୍ରଶ୍ନ କରିବେ ମାନେ ରୁଟି କେତୋଟି ଖାଉଛ ତ ୫ଟି ବଦଳରେ ସେମାନେ ୨ଟି କହିବେ । କାରଣ ସେ ନିଜକୁ ଭଲ ପ୍ରମାଣିତ କରିବା ପାଇଁ ଏହିଭଳି କହିଥାନ୍ତି ।
ବୟସ ବିଷୟରେ ପ୍ରଶ୍ନ

ଝିଅମାନେ ସବୁବଳେ ସୁନ୍ଦର ଓ ଆକର୍ଷିତ ଦେଖାଯିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣାଇଥାନ୍ତି । ପରନ୍ତୁ ଯେତେବେଳେ କଥା ବୟସ ଉପରେ ଆସିଥାଏ ତେବେ ସେମାନେ ଓଭର ସ୍ମାର୍ଟ ହୋଇ ଯାଆନ୍ତି । ଯଦି ଆପଣଙ୍କୁ ବିଶ୍ଵାସ ହେଉ ନାହିଁ ତେବେ ଆପଣ ନିଜର ଗର୍ଲଫ୍ରେଣ୍ଡକୁ ତା’ର ବୟସ ବିଷୟରେ ପଚାରନ୍ତୁ । ସେ କେବେ ବି ନିଜର ଅସଲ ବୟସ ବିଷୟରେ କହିବ ନାହିଁ ।
ଓଜନ ବିଷୟରେ ପ୍ରଶ୍ନ

ବର୍ତ୍ତମାନ ସମୟରେ ସମସ୍ତ ଝିଅ ସ୍ଲିମ ରହିବାକୁ ଚାହାନ୍ତି । ଯଦି ଆପଣ କେବେ ବି ତାଙ୍କର ଓଜନ ବିଷୟରେ ପ୍ରଶ୍ନ କରିବେ ତେବେ ସେମାନେ କେବେ ବି ନିଜର ଅସଲ ଓଜନ ବିଷୟରେ କହିବେ ନାହିଁ ।




