ଅପରାଧ

ଇଞ୍ଜିନିୟରିଂ ସ୍ଟୂଡେଂଟ କେମିତି ବିକ୍ରି କରିବାକୁ ଲାଗିଲେ ନିଜର ଶରୀର, ପୁଲିସ ଖୋଲିଲା ଆହୁରି ବି ରହସ୍ୟ

ଶରୀରକୁ ବିକ୍ରି କରିବାର ଧନ୍ଦା ଏହିଭଳି ଭାବରେ ଦେଶରେ ବ୍ୟାପିଛି କି ଭଲ ଭଲ ଲୋକମାନେ ବି ଏଥିରେ ସାମିଲ ହୋଇ ଯାଉଛନ୍ତି । କିଛି ଲୋକମାନେ ବାଧ୍ୟ ହୋଇ ଓ ଦରିଦ୍ରତା କାରଣରୁ ଏହି ପଙ୍କରେ ଫସି ଯାଉଛନ୍ତି । କିନ୍ତୁ ସେମାନଙ୍କର କଣ ଆବଶ୍ୟକତା ଅଛି ଯେଉଁମାନେ ଇଞ୍ଜିନିୟରିଂ କରିବା ପରେ ବି ଏହି ନର୍କରେ ଯାଇ ପହଞ୍ଚୁଛନ୍ତି । ଶେଷରେ ସେହି ଯୁବତୀମାନଙ୍କର କଣ ଦରକାର ପଡିଥିବ କିମ୍ବା କେଉଁ କାରଣରୁ ତାଙ୍କୁ ଶିକ୍ଷିତ ହୋଇ ମଧ୍ୟ ଶେଷରେ ବାଧ୍ୟ ହୋଇ ଏହି ଜାଗାକୁ ଆସିବାକୁ ପଡିଲା ।

କହିଦେଉଛୁ କି ଗୁଡ଼ଗାଂୱ ର ଶିକ୍ଷିତ ଯୁବତୀମାନେ ନିଜର ଶରୀରକୁ ବିକ୍ରି କରୁଛନ୍ତି । ଏହି କଥା ବିଷୟରେ ସେତେବେଳେ ଜଣା ପଡିଲା ଯେତେବେଳେ ସେମାନେ ପୋଲିସ ହାତରେ ଲାଗିଲେ । ପୋଲିସ ଅନୁସାରେ ଇଞ୍ଜିନିୟରିଂ ପଢି ସାରି ଥିବା ଯୁବତୀ ନିଜର ଶୌକ ପୁରା କରିବା ପାଇଁ ଏହିଭଳି କାମ କରୁଥିଲେ ।

କହିଦେଉଛୁ କି ଶ୍ୟାମପୁର କ୍ଷେତ୍ରର କାଂଗଡ଼ୀ ଗ୍ରାମରେ ପ୍ରପର୍ଟୀ ଡିଲର ଇରଶାଦ ଅହମଦଙ୍କ ଘରେ ବୁଧବାର ଦିନ ମାନବ ତସ୍କରୀ ନିରୋଧକ ଅଧିକାରୀମାନେ ଓ ସ୍ଥାନୀୟ ପୋଲିସ ଛାପା ମାରି ସେକ୍ସ ରୈକେଟ ଗ୍ରୁପକୁ ଧରିଛନ୍ତି । ଯେଉଁଠି ଗୁରୁଗ୍ରାମରେ ରହୁଥିବା କଲଗର୍ଲଙ୍କ ସହିତ ଜଣା ଶୁଣା ବ୍ୟାପାରୀ ତଥା ସମ୍ପନ୍ନ ଲୋକମାନେ ଧରା ପଡିଛନ୍ତି ।

କୁହାଯାଉଛି କି ଏହି ରେଡରେ କେତେକ ନେତାମାନେ ବି ସାମିଲ ଅଛନ୍ତି । ନବାବ ନିବାସୀର ଏକ ଆରୋପି ସେଠାରୁ ଫେରାର ହେବାରେ ସଫଳ ରହିଥିଲା । ଶ୍ୟାମପୁର ପୁଲିସର ପଚରା ଉଚରା ପରେ ଜଣା ପଡିଲା କି ଇଞ୍ଜିନିୟରିଂ କରିସାରିଥିବା ଏକ ଯୁବତୀ ସିଡକୁଲର ଏକ ଇଣ୍ଡଷ୍ଟ୍ରିଆଲ ୟୁନିଟରେ କାର୍ଯ୍ୟ କରୁଥିଲା, ଯିଏ ନିଜର ଘର ପରିବାର ଠାରୁ ସମ୍ପର୍କ ଭାଙ୍ଗି ଦେଇ ସୁଭାଷନଗରରେ ଭଡାଘରେ ରହୁଛନ୍ତି । ଯୁବତୀର ସମ୍ପର୍କ ଫ୍ୟାକ୍ଟ୍ରୀର ମାଲିକ ୟୋଗେଂଦ୍ର ଧୀମାନଙ୍କ ସହିତ ଅଛି ବୋଲି କଥା ସାମ୍ନାକୁ ଆସୁଛି ।

ଆପଣଙ୍କୁ କହିଦେଉଛୁ କି ଯେଉଁ ଘରେ ସେକ୍ସ ରୈକେଟ ଚାଲୁଥିଲା ତାହା ସେହି ଫୈକ୍ଟ୍ରୀ ମାଲିକର ଏକ ବନ୍ଧୁଙ୍କର ଘର ବୋଲି କୁହା ଯାଉଛି । କୁହାଯାଉଛି କି ଆରୋପୀ ପ୍ରପର୍ଟୀ ଡିଲରଙ୍କର ଏକ କ୍ୟାବିନେଟ ମନ୍ତ୍ରୀଙ୍କ ସହ ବହୁତ ଭଲ ସମ୍ପର୍କ ଅଛି । ଯେଉଁ କାରଣରୁ ଆରୋପୀ ପ୍ରପର୍ଟୀ ଡୀଲର ଏହି ସବୁ ଖେଳ ଆରାମରେ ଏହି ଘର ବ୍ୟବହାର କରି କରୁଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button