ମନୋରଞ୍ଜନ

21 ବର୍ଷ ତଳେ ଏହି ଅଭିନେତ୍ରୀ ଗୋବିନ୍ଦାଙ୍କ ସହ କରିଥିଲେ ରୋମାନ୍ସ , ଆଜି ତାଙ୍କୁ ଚିହ୍ନି ବି ପାରିବନି ଆପଣ

ବନ୍ଧୁମାନେ ଆଜି ଆମେ ଆପଣଙ୍କୁ ଫିଲ୍ମ ଦୁନିଆର ଏକ ଏମିତି ପ୍ରସିଦ୍ଧ ଅଭିନେତ୍ରୀ ସହ ପରିଚୟ କରିବାକୁ ଯାଉଛୁ, ଯେଉଁମାନେ ଆଜି ଠୁ ପାଖା ପାଖି ୨୧ ବର୍ଷ ପୂର୍ବରୁ ପ୍ରସିଦ୍ଧ ଅଭିନେତା ‘ଗୋବିନ୍ଦା’ ସହିତ ବହୁତ ରୋମାନ୍ସ କରି ଥିଲେ । କିନ୍ତୁ ତାଙ୍କୁ ଆପଣ ଆଜି ଦେଖି ଚିହ୍ନି ପାରିବେ ନାହିଁ । ଏହି ସୁନ୍ଦର ଅଭିନେତ୍ରୀ ୯୦ ଦଶକ ରେ ଲକ୍ଷ ଲକ୍ଷ ଦର୍ଶକଙ୍କର ହୃଦୟ ଜିତି ଥିଲେ, ଆସନ୍ତୁ ଜାଣିବା ସେହି ଫିଲ୍ମ ଦୁନିଆ ର ଲୋକପ୍ରିୟ ଅଭିନେତ୍ରୀଙ୍କ ବିଷୟରେ –

ଯେମିତି କି ଆପଣ ସମସ୍ତେ ଜାଣନ୍ତି କି, ୯୦ ଦଶକର ସବୁ ଠାରୁ ପ୍ରସିଦ୍ଧ ଫିଲ୍ମ ରାଜା ବାବୁ, କୁଲୀ ନଂବର – ୧ , ହୀରୋ ନଂବର – ୧, ଦୁଲ୍ହେ ରାଜା ଏବଂ ଅଖିୟୋ ସେ ଗୋଲୀ ମରେ, ଭଳି ଫିଲ୍ମରେ ଗୋବିନ୍ଦା ନିଜର ଭଲ ଅଭିନୟ ଦ୍ଵାରା ବହୁତ ଦର୍ଶକଙ୍କ ହୃଦୟରେ ଏକ ଅଲଗା ପରିଚୟ ତିଆରି କରି ଥିଲେ ।

ସେ ରୱୀନା ଟଂଡନ, କରିଶ୍ମା କପୂର ଭଳି ବଡ ଅଭିନେତ୍ରୀ ସହିତ ବହୁତ ଫିଲ୍ମ ରେ ଅଭିନୟ କରି ଛନ୍ତି । ଆମେ ଯେଉଁ ପ୍ରସିଦ୍ଧ ଅଭିନେତ୍ରୀଙ୍କ ବିଷୟରେ କହୁଛୁ, ତାଙ୍କର ନାମ ‘ରମ୍ୟା କୃଷ୍ନନ’ ଅଟେ ।

ସେ ୨୧ ବର୍ଷ ପୂର୍ବରୁ ଆସିଥିବା ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ଫିଲ୍ମରେ ଗୋବିନ୍ଦା ସହ ରୋମାନ୍ସ କରିଥିଲେ । ଯାହା ପରେ ଏହି ଯୋଡି ବନାରସୀ ବାବୁ ଏବଂ ଲୋହା ଭଳି ଫିଲ୍ମରେ ଏକା ସହିତ ଅଭିନୟ କରି ଥିଲେ । କିନ୍ତୁ ଆଜିକାଲି ‘ରାମ୍ଯା’ ଫିଲ୍ମ ଦୁନିଆରେ ବେଶି ଦେଖା ଯାଉ ନାହାନ୍ତି । ଆପଣଙ୍କୁ କହି ଦେଉଛୁ କି, ଆଜି ରମ୍ୟା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ର ଏକ ସଫଳ ଅଭିନେତ୍ରୀ ଅଟନ୍ତି ।

ଆପଣ ରମ୍ୟାଙ୍କର ଏହି ଫଟୋ କୁ ଦେଖି ଆପଣ ବୋଧେ ଜାଣିସାରୀ ଥିବେ କି ରାମ୍ଯା ପ୍ରଥମେ କେମିତି ଥିଲେ ଏବଂ ବର୍ତ୍ତମାନ କେମିତି ଅଛନ୍ତି, ବର୍ତ୍ତମାନ ରମ୍ୟା ବହୁତ ବଦଳି ଯାଇ ଛନ୍ତି । ପ୍ରଥମେ ଯେମିତି ସୁନ୍ଦର ଦେଖା ଯାଉଥିଲେ, ତାହାଠୁ କେତେ ବେଶି ସୁନ୍ଦର ଆଜି ଦେଖା ଯାଉଛନ୍ତି । ସୁନ୍ଦରତା ମାମଲାରେ ଆଜି ବି ରମ୍ୟା କାହାଠାରୁ କମ ନୁହନ୍ତି, ଆପଣଙ୍କୁ କହିଦେଉଛୁ କି, ରମ୍ୟା ଆଜି ବି ସୁନ୍ଦରତା ରେ ଦୀପିକା ଏବଂ କଟ୍ରିନାଙ୍କୁ କାଟି ଦେଇ ପାରନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button