ଜ୍ୟୋତିଷ

ଶିବଲିଙ୍ଗ ପୂଜା କରୁଥିବା ଲୋକମାନଙ୍କୁ କେବେବି କରିବା କଥା ନୁହେଁ ଏହିସବୁ ଭୁଲ, ଶିବ ଭକ୍ତ ନିଶ୍ଚୟ ପଢନ୍ତୁ

ଭଗବାନ ଶିବଙ୍କର ସବୁ ଜିନଷ ପ୍ରିୟ ଅଟେ କିନ୍ତୁ କିଛି ଜିନିଷ ତାଙ୍କ ଶିବଲିଙ୍ଗ ଉପରେ ଚଢା ଯାଏ ତେବେ ତାହା ତାଙ୍କ ନିୟମ ବିରୁଦ୍ଧରେ ଅଟେ ଏବଂ ଏହା ଭଲ ପ୍ରତୀକ ହୁଏ ନାହିଁ । ସେଥିପାଇଁ ଏହି ୭ ଟି ଜିନିଷ କୁ ଭୁଲରେ ବି ଶିବଲିଙ୍ଗ ଉପରେ ଚଢାନ୍ତୁ ନାହିଁ ।

ଶଙ୍ଖ

ହିନ୍ଦୁ ଧର୍ମ ରେ ସବୁ ଶୁଭ କାମରେ ଶଙ୍ଖ ର ପ୍ରୟୋଗ କରାଯାଏ କିନ୍ତୁ ଶିବ ପୂଜା ସମୟରେ ଶଙ୍ଖର ପ୍ରୟୋଗ କରିବା ବର୍ଜିତ ଅଟେ । ଏହାର ପଛର କାରଣ ଏହା କି ଭଗବାନ ଶିବ ଶଙ୍ଖଚୁଡ ନାମକ ଏକ ଅସୁର ର ବଧ କରିଥିଲେ । ଯିଏ କି ଭଗବାନ ବିଷ୍ଣୁଙ୍କର ପରମ ଭକ୍ତ ଅଟେ ।

ଶଙ୍ଖ କୁ ସେହି ଅସୁର ର ପ୍ରତୀକ ବୋଲି ମନା ଯାଏ । ସେଥିପାଇଁ ଭଗବାନ ସିବ ଶଙ୍ଖର ପ୍ରୟୋଗ କୁ ପସନ୍ଦ କରିଥିଲେ ।

ତୁଲସୀ ର ପତ୍ର

ହିନ୍ଦୁ ଧର୍ମରେ ତୁଲସୀ ପତ୍ରକୁ ବହୁତ ପବିତ୍ର ବୋଲି ମନା ଯାଏ । କିନ୍ତୁ ଶିବଲିଙ୍ଗ ଉପରେ ଏହାକୁ ଚଢାଇବା ବର୍ଜିତ ଅଟେ । ଏହା ଏଥିପାଇଁ ଯେ ଶିବ ତୁଲସୀ ର ଅସୁର ସ୍ଵାମୀ ବଧ କରିଥିଲେ ।

ଅକ୍ଷତ

ପ୍ରାୟତଃ ଲୋକମାନେ ଅକ୍ଷତ ରୂପରେ ଭଙ୍ଗା ଚାଉଳ ର ପ୍ରୟୋଗ କରନ୍ତି ଏବଂ ହିନ୍ଦୁ ଧର୍ମରେ ଟୀକା ଲଗାଇବା ପରେ ଅକ୍ଷତ ର ପକାଇବାର ପରମ୍ପରା ଅଛି । କିନ୍ତୁ ଶିବଲିଙ୍ଗ ଉପରେ ଏହାକୁ ଚଢାଇବା ଅପୂର୍ଣ ଏବଂ ଅଶୁଦ୍ଧ ମନାଯାଏ ।

ସିନ୍ଦୁର

ଶିବଲିଙ୍ଗ ଉପରେ ଭୁଲରେ ବି ସିନ୍ଦୁର କିମ୍ବା କୁମକୁମ ଚଢାଇବେ ନାହିଁ କାରଣ ଏହାକୁ ଶୋଭାଗ୍ୟର ପ୍ରତୀକ ମନା ଯାଏ । ଯେବେଳେ କି ଭଗବାନ ଶିବ ବେରଙ୍ଗୀ ଅଟନ୍ତି ସେଥିପାଇଁ ତାଙ୍କ ଉପରେ ସିନ୍ଦୁର ଚଢାଇବା ବ୍ୟର୍ଜିତ ଅଟେ ।

ହଳଦୀ

ବହୁତ ଲୋକମାନେ ରୋଲୀସହିତ ହଳଦୀ ର ବି ପ୍ରୟୋଗ କରନ୍ତି ଏବଂ ତାକୁ ଦେବା ଦେବୀଙ୍କୁ ଅର୍ପିତ ମଧ୍ୟ କରନ୍ତି । ହଳଦୀ ଶୁଭ ବୋଲି କୁହାଯାଏ କିନ୍ତୁ ଏହା ସୋଭାଗ୍ୟ ସହ ଜଡିତ ଅଟେ ସେଥିପାଇଁ ଏହାକୁ ଭଗବାନ ଶିବଙ୍କୁ ପସନ୍ଦ ନୁହେଁ ।

ନଡିଆ

ଶିବଲିଙ୍ଗ ଉପରେ କେବେ ବି ନଡିଆ ଫଟେଇବେ ନାହିଁ । ତାଙ୍କର ଅଭିଷେକ ନଡିଆ ଦ୍ଵାରା ମଧ୍ୟ କରାଯାଏ ନାହିଁ । ନଡିଆ ଦେବୀ ଲକ୍ଷ୍ମୀଙ୍କର ପ୍ରତୀକ ଅଟେ । ସେଥିପାଇଁ ଏହା ଶିବଲିଙ୍ଗ ଉପରେ ଚଢା ଯାଏ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button