ଦେଶ- ବିଦେଶ

ଇନ୍ଟରଭିଉ ରେ ପଚରା ଯାଇଥିବା ପ୍ରଶ୍ନ ” ପାସୱର୍ଡ କୁ ଓଡିଆ ରେ କଣ କୁହନ୍ତି”? ଜବାବ ନିଶ୍ଚୟ ଜାଣନ୍ତୁ, କାମରେ ଆସିବ

ପ୍ରାୟତଃ ଆମେ ପ୍ରଶ୍ନ ଉତ୍ତର କରିବା ପାଇଁ ସବୁବେଳେ ଆଗକୁ ଥାଉ କାରଣ ଏହା ବହୁତ ସହଜ ଅଟେ ଏବଂ କିଏ ବି କରିନେବ କିନ୍ତୁ ଯେତେ ବେଳେ କଥା କେବଳ ଉତ୍ତର ଦେବାକୁ ଆସେ ମାନେ ଇଣ୍ଟରଭିୟୁ ଆସେ ତେବେ ପ୍ରାୟତଃ ଲୋକମାନଙ୍କ ମନରେ ଏକ ପ୍ରକାର ଦର ଆସି ଯାଇଥାଏ । ସେଥିପାଇଁ ଆମେ ଆପଣଙ୍କ ପାଇଁ ଏମତି କିଛି ପ୍ରଶ୍ନ ଏବଂ ତାହାର ଉତ୍ତର ଆଣି ଥାଉ ଯାହା ଆପଣଙ୍କୁ ଇଣ୍ଟରଭିୟୁ ରେ ସବୁଠୁ ବେଶି ମଜବୁତ କରିଥାଏ ଏବଂ ଏହାକୁ ଦେଖି ଆପଣ ବି କହିବେ ଠିକ କଥା ଏହା ପାଇଁ ମୁଣ୍ଡ ଦରକାର ।

ଚାଲନ୍ତୁ ଦେଖିବା ସବୁଠୁ ସହଜ ପ୍ରଶ୍ନ ଉପରେ, କୁହନ୍ତୁ ଯଦି ଜେମ୍ସ ବଣ୍ଡ ପାରାସୁଟ ଧରି କୌଣସି ପ୍ଲେନ ରୁ ଡେଇଁ ଯାଏ କିନ୍ତୁ ପାରାସୁଟ ଖୋଲୁନାହିଁ କିନ୍ତୁ ସବୁ ପରେ ବି ତାର କିଛି ବି ହେଉନାହିଁ, ସେ ସୁରକ୍ଷିତ ଲ୍ୟାଣ୍ଡ କରୁଛି ? ତେବେ ଉତ୍ତର ହେଉଛି ଯେ ସେ ଏଅରପୋର୍ଟ ରେ ଛିଡା ହୋଇଥିବା ପ୍ଲେନ ରୁ ଡେଇଁଥିଲା ।

ବର୍ତ୍ତମାନ ଆସନ୍ତୁ ପରବର୍ତ୍ତୀ ପ୍ରଶ୍ନ ଉପରେ, କୁହନ୍ତୁ କି ଗୋଟେ ଅଧା ସେଓ ଅଛି ବିଲକୁଲ ପର୍ଫେକ୍ଟ କଟା ହୋଇଥିବା ଅଧା ସେଓ, ତେବେ କୁହନ୍ତୁ ତାହା ଭଳି ଆଉ କଣ ଦେଖାଯାଉଛି ? ତେବେ ତାହାର ଉତ୍ତର ହେଉଛି ତାହା ଆଉ ଅନ୍ୟ ଥିବା ଆଧା ସେଓ ପରି ଦେଖା ଯାଉଛି ।

ବର୍ତ୍ତମାନ ଆସନ୍ତୁ ଅନ୍ୟ ପ୍ରଶ୍ନ ଉପରେ ଯାହାକି ଝିଅମାନଙ୍କୁ ପଚାରା ଯିବ, ଆପଣ କୁହନ୍ତୁ କି ଯଦି ଆପଣ ସକାଳୁ ସକାଳୁ ଉଠୁଛନ୍ତି ଏବଂ ଆପଣଙ୍କୁ ଅଚାନକ ଜଣା ପଡିବ କି ଆପଣ ପ୍ରେଗନେଟ ଅଛନ୍ତି ତେବେ ଆପଣ କଣ କରିବେ ? ତେବେ ଉତ୍ତର ହେବ କି ମୁଁ ବହୁତ ଖୁସି ହେଇଯିବୀ ଏବଂ ନିଜର ସ୍ଵାମୀଙ୍କୁ ଏହି ଖବର ଶୁଣେଇବି ।

ବର୍ତ୍ତମାନ ଆସନ୍ତୁ ସେଷ ପ୍ରଶ୍ନ କୁ ଯାହା ବହୁତ ସହଜ ଅଟେ, କୁହନ୍ତୁ ପାସୱର୍ଡ କୁ ଓଡିଆ ରେ କଣ କୁହନ୍ତି ? ଆପଣ ସବୁଦିନ ଏହାକୁ କୁହନ୍ତି କିନ୍ତୁ କଣ ଏହାର ଓଡିଆ ଅର୍ଥ ଆପଣ ଜାଣିଛନ୍ତି ? ତେବେ ପାସୱର୍ଡ କୁ ଓଡିଆ ରେ କୁଟ ଶବ୍ଦ କୁହାଯାଏ, ଟିକେ ଭିନ୍ନ ଅଟେ କିନ୍ତୁ ଯାହାବି ଅଟେ ଏହା ହିଁ ଅଟେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button