ଅପରାଧ

ମେଟ୍ରୋ ରେ ବୁଲୁଥିବା ଏହି ଯୋଡିଙ୍କୁ ଆଖ ପାଖ ର ଲୋକମାନେ ଘେରିକି ପିଟିଲେ, କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ

ଆମେ ୨୧ ଶତାବ୍ଦୀ ରେ ବଞ୍ଚିଛୁ ଏବଂ ଏହା ଏମିତି ସମାଜ ଅଟେ ଯେଉଁଠି ଆମେ ଭାବୁ କି କେବଳ ଟେକ୍ନୋଲଜୀ ରେ ବହୁତ ଜଲ୍ଦି ରେ ଉନ୍ନତି ହେଇଛି ତାହା ସହିତ ଲୋକମାନଙ୍କର ମାନସିକତା ରେ ବି ଭଲ ଉନ୍ନତି ଆସିଛି  ଏବଂ ଲୋକମାନେ ଏହି ସବୁ ଜିନିଷ ଉପରେ ଭାବନ୍ତି କି ଆମେ ମାନେ ଭାବି ନ ଥାଉ ଏବଂ ଜୀବନରେ ଯେମିତି ମର୍ଜି ହେଉ ସମାଜ ଅନୁସାରେ ହିଁ ଆଗକୁ ବଢିଥାଉ ଏବଂ ସଙ୍କୁଚିତ ମାନସିକତା ଲୋକମାନେ ସମାଜ ର ପ୍ରେସର ସବୁବେଳେ ଯୁବକ ମାନଙ୍କ ଉପରେ ହୋଇଥାଏ ।

ବର୍ତ୍ତମାନ ଗୋଟେ ଯୁବ ଯୋଡି ଏମିତି ହିଁ ଏକ ଅସାମାଜିକ ଚିନ୍ତାଧାରା ଲୋକ ମାନଙ୍କ ହାବୁଡରେ ପଡି ଯାଇଛନ୍ତି । ଏହି ମାମଲା ଅଟେ କୋଲକାତା ର ମେଟ୍ରୋ ଯେଉଁଠି ଏକ ପ୍ରେମି ଯୋଡି ଏକା ସହିତ ମେଟ୍ରୋରେ ଯାଉଥିଲେ । ମେଟ୍ରୋରେ ଯାଉଥିବା ସମୟରେ ସେମାନେ ପରସ୍ପରକୁ ଆଲିଙ୍ଗନ କରିଲେ କିନ୍ତୁ ଏହାକୁ ଆଖପାଖ ରେ ଥିବା କିଛି ଲୋକଙ୍କୁ ଭଲ ଲାଗିଲା ନାହିଁ ।

ତାଙ୍କ ଅନୁସାରେ ସେମାନେ ସମାଜକୁ ଖରାପ କରୁଛନ୍ତି ଏବଂ ସେଠୀ ଛିଡା ହୋଇଥିବା ଲୋକମାନେ ଇଶିକାରୀ ସେହି ଝିଅର ବୟଫ୍ରେଂଡ କୁ ସେଠୀ ହିଁ ମାରିଲେ । ଝିଅ ସହିତ ମଧ୍ୟ ସେମିତି ଖରାପ ବ୍ୟବହାର କରା ଯାଇଥିଲା ଏବଂ ଖରାପ କଥା ମଧ୍ୟ କହିଥିଲେ ଏବଂ ତାହା ପରେ ଷ୍ଟେସନ ଆସୁ ଆସୁ ସେମାନେ ଯେମିତି ସେମିତି ସେଠୁ ପଳାଇ ଥିଲେ । କିନ୍ତୁ ସେହି ଘଟଣା ର ଭିଡିଓ ଏବଂ ଫଟୋ ବହୁତ ବେଶି ଭାଇରାଲ ହେବାକୁ ଲାଗିଛି । ଯିଏ ବି ଏହି ସବୁ ଦେଖୁଛି ସେ ସମସ୍ତେ ଏହାକୁ ନିନ୍ଦା କରୁଛନ୍ତି ।

ଯେଉଁଠି କୌଠି ବି ଗୋଟେ ଗୁଣ୍ଡା ଝିଅଙ୍କ ସହିତ ଥଟା କରିବାର ଦେଖନ୍ତି ସେଠୀ ସମାଜର ଏମିତି ଲୋକମାନେ ମୁହଁ ଲୁଚେଇ ପଳାନ୍ତି । ଏବଂ ଅନ୍ୟପଟେ ସାମାନ୍ୟ ପୁଅ ଝିଅକୁ ମାରି ମୋରାଲ ପୋଲିସିଂଗ କରାଯାଏ, ହିନ୍ଦୁସ୍ଥାନ ର ଏହି ସମାଜରେ ଥିବା ଏହି ଲୋକମାନଙ୍କ ପାଇଁ ବିଶ୍ଵ ସ୍ତରରେ ଥିବା ଦେଶର ଛବି ଖରାପ ହେଉଛି ଏପଟେ ନେତା ମନ୍ତ୍ରୀ ମାନେ ଯେତେ ବି ଚେଷ୍ଟା କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button