ମନୋରଞ୍ଜନ

କେବେ ସାହରୁଖ ସଲମାନଙ୍କ ଠାରୁ ବି ବଡ ସୁପେରଷ୍ଟାର ଥିଲେ ଏହି ଅଭିନେତା, ଆଜି ଗୋଟିଏ ହିଟ୍ ଫିଲ୍ମ ପାଇଁ ବି ତରସୁଛନ୍ତି

ବଲୀଉଡ ର ମାୟା ବି ନିରାଲି ଅଟେ । ଆପଣଙ୍କ ମନରେ ଅବଶ୍ୟ ଏହି ପ୍ରଶ୍ନ ଆସିଥିବ କି ଆମେ ଏମିତି କାହିଁକି କହୁଛୁ ? ଚାଲନ୍ତୁ ଏହାର ଉତ୍ତର ବି ଦେଉଛୁ । ଆପଣ ସମସ୍ତେ ଦେଖି ଥିବେ ଫିଲ୍ମ ଜଗତରେ କେଉଁ କାଳକାରର ଜୀବନରେ ସୂର୍ଯ୍ୟ ସବୁବେଳେ ଉଦୟ ହୋଇଥାଏ ଏବଂ କେତେବେଳ ଅସ୍ଥ ହୋଇଯାଏ ଏହି ବିଷୟରେ କେହି ଭବିଷ୍ୟବାଣୀ କରି ପାରିବେ ନାହିଁ । ଏମିତି କୌଣସି କଳାକାର ନାହିଁ ଯିଏ କି ଲଗାତାର ହିଟ ରହିଛି ।

ଏହାର କେତେ ଉଦାହାରଣ ଅଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କଳାକାର ବିଷୟରେ କହିବୁ, ଯାହାର ଫ୍ୟାନ ଆପଣ ବି କେବେ ନା କେବେ ଥିବେ କିମ୍ବା ଆଜି ବି ଥିବେ । ନିଜର ଅଭିନୟ ଏବଂ ନିଜର ଭିନ୍ନ ପ୍ରକାର ଡାନ୍ସ ଷ୍ଟାଇଲ ରେ ଏହି ଷ୍ଟାର କେବେ ପୁରା ଦେଶର ଫେବ୍ରେଟ ହୋଇ ଥିଲେ । ତାଙ୍କର ଫ୍ୟାନ ଫଲୋଇଂଗଏନକେ ଆଗରେ ଆଜିକାର ସବୁଠୁ ବଡ ଷ୍ଟାର ସାହରୁଖ ଏବଂ ସଲମାନ କିଛି ବି ନୁହନ୍ତି, କିନ୍ତୁ ଭାଗ୍ୟର ଖରାପ କୁହନ୍ତୁ କି ଅଲଗା କଣ କୁହନ୍ତୁ ଆଜି ଏହି ସୁପରଷ୍ଟାର ଗୋଟିଏ ହିଟ ଫିଲ୍ମ ପାଇଁ ଭଲ ଫିଲ୍ମ ଖୋଜୁଛନ୍ତି ।

କେତେକ ଫିଲ୍ମରେ କାମ କରିବା ପରେ ମଧ୍ୟ ଏହି ଷ୍ଟାରଙ୍କୁ ଦର୍ଶକ ମାନେ ନକାର କରି ଦେଇଛନ୍ତି । କେତେବେଳେ ସେ ଗୋଟିଏ ରୁ ବଢି ଗୋଟିଏ ଫିଲ୍ମ ଦେଉ ଥିବା ଏହି ସୁପରଷ୍ଟାର ର ଆଜି କୌଣସି ବି ଫିଲ୍ମ ଗୋଟିଏ କୋଟି ଟଙ୍କା ବି ଆୟ କରି ପାରୁନି ।

ସେ ଆଉ କେହି ନୁହନ୍ତି, ସେ ସମସ୍ତଙ୍କର ଫେବ୍ରେଟ ଷ୍ଟାର ଗୋବିନ୍ଦା । ୯୦ ଦଶକରେ ଗୋବିନ୍ଦାଙ୍କ ର ଏମିତି ବୋଲବାଲା ଥିଲା ଯେ କୌଣସି ଫିଲ୍ମକୁ ହିଟ କରିବା ପାଇଁ କେବଳ ତାଙ୍କର ଅବସ୍ଥିତି ଦରକାର ଥିଲା । କମେଡି ହେଉ କିମ୍ବା ଅଲଗା କିମ୍ବା ରୋଲ ସବୁଥିରେ ଗୋବିନ୍ଦାଙ୍କ ଜବାବ ନ ଥିଲା । ଗୋଟିଏ ସମୟ ଏମିତି ଥିଲା କି ଗୋବିନ୍ଦା ବଲୀଉଡରେ ସବୁଠୁ ବେଶି ଆୟ କରୁଥିବା ଅଭିନେତାଙ୍କ ମଧ୍ୟରେ ଥିଲେ ।

ପୁଣି ଧୀରେ ଧୀରେ ତାଙ୍କର କାରିୟର ଢଳିବାକୁ ଲାଗିଥିଲା, ତାଙ୍କର ଫିଲ୍ମକୁ ଲୋକମାନେ ଦେଖିବା ପାଇଁ ଇଛା କରିଲେ ନାହିଁ । ଏବଂ କେତେବେଳେ ଏକା ସହିତ ୪୦ ଫିଲ୍ମ ସାଇନ କରୁଥିବା ଗୋବିନ୍ଦା ଆଜି ଗୋଟିଏ ଫିଲ୍ମ ପାଇଁ ତରଶୁ ଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button