ଦେଶ- ବିଦେଶ

ଦାନ୍ତରେ ଲାଗିଥିବା ତମ୍ବାକୁ ଦାଗ ଛଡେଇବାର ସବୁଠୁ ସହଜ ଘରୋଇ ଉପାୟ.. କେବେଳ 2 ଟଙ୍କାରେ ହେଇଯିବ କାମ

ଭାରତ ରେ ବେଶି ଲୋକ ତମ୍ବାଖୁ ର ସେବନ କରନ୍ତି । ଭାରତରେ ତମ୍ବାଖୁ ଖାଉଥିବା ଲୋକମାନଙ୍କ ସଂଖ୍ୟା କୋଟିଏ ଅଛି । ତମ୍ବାଖୁ ଖାଇବା ଦ୍ଵାରା କେବଳ ଆପଣଙ୍କ ଶରୀର ଖରାପ ହୁଏ ନାହିଁ, ଏହା ଦ୍ଵାରା ଆପଣଙ୍କ ଦାନ୍ତ ଉପରେ ବି କଳା ଦାଗ ଲାଗିଯାଏ । ଯାହାକୁ ହଟେଇବା ବହୁତ କଠିନ କାମ ଅଟେ, ଆପଣଙ୍କ ଦାନ୍ତ ରେ ଲାଗୁଥିବା ଦାଗ ଆପଣଙ୍କ ସୁନ୍ଦରତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ଗୃହ ଉପଚାର କହିବାକୁ ଯାଉଛୁ, ଯାହାଦ୍ୱାରା ଆପଣ ସେଗୁଡିକୁ ଦାନ୍ତ ଉପରେ ବ୍ୟବହାର କରିବା ଦ୍ଵାରା ଦାନ୍ତ ରେ ଲାଗିଥିବା ଦାଗ ଗୁଡିକ ସହଜରେ ଛାଡିଯିବ ।

ଦାନ୍ତ ରେ ଲାଗିଥିବା ଦାଗ ଗୁଡିକ ହଟେଇବା ନିମନ୍ତେ ଆପଣ ହଳଦୀର ମଧ୍ୟ ବ୍ୟବହାର କାରପାରନ୍ତି । ଏହି ଉପାୟ କୁ କରିବା ନିମନ୍ତେ ପ୍ରଥମେ ଗୋଟିଏ ପାତ୍ରରେ ଅଧ ଚାମଚ ହଳଦୀ ନିଅନ୍ତୁ, ପୁଣି ସେଥିରେ ଏକ ଚଥୁର୍ଥାଂଶ ଚାମଚ ରେ ଲୁଣ ଏବଂ ଆବ୍ୟଶକତା ଅନୁସାରେ ଲେମ୍ବୁ ମିଶେଇ ପେଷ୍ଟ ତିଆରି କରନ୍ତୁ । ଗୋଟିଏ ମାସ ପର୍ଯ୍ୟନ୍ତ ସବୁଦିନ ଏହାକୁ କରିବା ଦ୍ଵାରା ଆପଣଙ୍କ ଦାନ୍ତ ରେ ଲାଗିଥିବା ତମ୍ବାଖୁ ର ଦାଗ ସଫା ହୋଇଯିବ ।

ଯଦି ଆପଣ ଦାନ୍ତରେ ଲାଗିଥିବା ତମ୍ବାଖୁ ର ଦାଗ ହଟେଇବାକୁ ଚାହୁଁଛନ୍ତି ତେବେ ସେହି ସ୍ଥିତିରେ ବେକିଙ୍ଗ ସୋଢା ଲଗେଇ ପାରିବେ । ସବୁଦିନ ବ୍ରଶ କରିବା ସମୟରେ ନିଜ ଦନ୍ତରେ ବେକିଙ୍ଗ ସୋଢା ରଗଡନ୍ତୁ । ସପ୍ତାହ କୁ ଥରେ ଏହାକୁ କରିଲେ ଧୀରେ ଧୀରେ ଆପଣଙ୍କ ଦାନ୍ତ ସଫା ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button