ମନୋରଞ୍ଜନ

ଏ ହଉଛନ୍ତି ଭାରତର ୩ କଳିଯୁଗି ସୈତାନ୍ ବାବା, ଏମାନେ କାହାରିକୁ ଛାଡ଼ି ନଥିଲେ, ୩ ନମ୍ବର ବାବା ତ ସମସ୍ତଙ୍କର ବୋପା

ନିଉ ଦିଲ୍ଲୀ : ବାବା ମାନଙ୍କର ଅସଲି ରୂପ କାହାକୁ ଅଛପା ନୁହେଁ । ଆଜିକାଲି ଅନ୍ଧବିଶ୍ଵାସ ଏମିତି ବଢି ଗଲାଣି ଯେ ଲୋକମାନେ କିଛି ନ ବୁଜି ନ ସୁଝି ନିଜର ସବୁ କିଛି ଏହି ପାଖଣ୍ଡି ବାବାମାନଙ୍କୁ ଦେଇ ଦେଉଛନ୍ତି । ଆଜି ଆମେ ଏହି ତିନି ବାବାଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଖରାପର ସବୁ ସୀମା ପାର କରିଦେଇଛନ୍ତି ।

ଆଜିକାଲି ସମୟରେ ବାବା ରାମ ରହୀମ ଙ୍କୁ କିଏ ନ ଜାଣିଛି । ବାବା ରାମ ରହିମ ଏବେ ବଳତ୍କାରୀ ରାମ ରହୀମ ହୋଇ ଯାଇଛନ୍ତି । ଏହି ବାବା ମାମୁଲି ଟମାଟର ଲକ୍ଷ ଲକ୍ଷ ଟଙ୍କା ରେ ବିକି ବହୁତ ଟଙ୍କା କମେଇଛନ୍ତି ।

ଆପଣ ସ୍ଵାମୀ ନିତ୍ୟାନନ୍ଦ ବିଷୟରେ ଜାଣିଥିବେ ଏହି ବାବା ର ଏକ ଭିଡିଓ ଇନ୍ଟାରନେଟ ରେ ବହୁତ ଭାଇରାଲ ହୋଇଥିଲା । ଯାହା ଫଳରେ ନିତ୍ୟାନନ୍ଦ ସମସ୍ତଙ୍କ ପାଖରେ ବହୁତ ଅପମାନ ହୋଇ ଥିଲେ ।

 

ଆସାରାମ ବାପୁ ଏକ ବଳତ୍କାରୀ ବାବା ଅଟନ୍ତି ଯିଏ ନିଜ ର ଅଭିନୟରେ ବହୁତ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିଥିଲେ । ଶେଷରେ ବାବା ବଳତ୍କାରୀ ବାହାରିଲେ, ଯାହା ଫଳରେ ପୃଥିବୀ ସାରା ଲୋକମାନେ ତାଙ୍କୁ ନିନ୍ଦା କରୁଛନ୍ତି।

ଏଭଳି ବାବା ମାନଙ୍କ ବିଆଶୟରେ ଆପଣଙ୍କ ମତାମତ କଣ, କମେଣ୍ଟ ବକ୍ସ ରେ ନିଜର ମହତ୍ଵ ପୂର୍ଣ୍ଣ ରାୟ ନିଶ୍ଚୟ ଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button