ମନୋରଞ୍ଜନ

Gk Questions & Answers- ଏମିତି ବାଘ ସେ ଛାଡେନି ଘର, ଖାଏନି ମଣିଷ ଖାଏସେ କ୍ଷୀର, ମା ନଦେଖିଲେ ମାଉସୀ ଦେଖ, କୁକୁରକୁ ତାର ପ୍ରବଳ ଡର ? 99% ଲୋକ ଫେଲ

ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁଅର କ୍ୟାଣ୍ଡିଡେଟ ଉତାର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି, ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ । ଏବଂ ଏହାର ଉତ୍ତର ମଧ୍ୟ କହିବୁ । ତେବେ ଚାଲନ୍ତୁ ଜାଣିବା ।

୧:- କେଉଁ ଦେଶର ଲୋକମାନେ ମୋବାଇଲ ଫୋନ ବ୍ୟବହାର କରିପାରନ୍ତି ନାହିଁ ?

ଉତ୍ତର:- ପେରୁ ଦେଶର ଲୋକମାନେ

୨:- ଭୟଭୀତ ହେବା ଦ୍ଵାରା ହୃଦୟର ସ୍ପନ୍ଦନ କାହିଁକି ବଢିଯାଏ ?

ଉତ୍ତର:- ରକ୍ତ ସଂଚାର ଅଧିକ ହୋଇଥିବା କାରଣରୁ

୩:- ଏମିତି କେଉଁ ଜିନିଷ ଅଛି ଯାହାକୁ ସମସ୍ତେ ଅନ୍ଧାରରେ ହିଁ କରିଥାନ୍ତି ?

ଉତ୍ତର:- ଆଲୋକ ଜଳାଇବା

୪:- ଭାରତରେ ପ୍ରଥମେ ଆଇଏଏସ ପରୀକ୍ଷା କେବେ ହୋଇଥିଲା ?

ଉତ୍ତର:- ୧୯୫୦

୫:- ତାହା କଣ ଅଟେ ଜାହର ଆସିବା ଦ୍ଵାରା ଲୋକମାନେ ଆମ ଉପରେ ଛେପ ପକାଇବା ପାଇଁ କୁହନ୍ତି ?

ଉତ୍ତର:- ରାଗ

୬:- ଏମିତି କେଉଁ ଜିନିଷ ଅଛି ଯାହାକୁ ସ୍ଵାମୀ ସବୁଦିନ ଓ ସ୍ତ୍ରୀ କେବଳ ବର୍ଷକୁ ଥରେ ପିନ୍ଧିଥାଏ ?

ଉତ୍ତର:- ପଇତା

୭:- ଭାରତର କେଉଁ ରାଜ୍ୟ ରେ ସବୁଠାରୁ ଅଧିକ ରେଳ ଲାଇନ ରହିଛି ?

ଉତ୍ତର:- ଉତ୍ତର ପ୍ରଦେଶ

୮:- ଏଭଳି କେଉଁ ଦେଶ ରହିଛି ଯିଏ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ କୌଣସି ଦେଶର ଗୁଲାମ ରହି ନାହଁ ?

ଉତ୍ତର:- ନେପାଳ

୯:- ଭାରତରେ ସର୍ବ ପ୍ରଥମେ ସୂର୍ଯ୍ୟ କେଉଁଠାରେ ଉଦୟ ହୋଇଥାନ୍ତି ?

ଉତ୍ତର:- ଅରୁଣାଚଳ ପ୍ରଦେଶ

୧୦:- ନୋବେଲ ପୁରସ୍କାର କେଉଁ ଏକାଡେମୀ ଦ୍ଵାରା ପ୍ରଦାନ କରାଯାଏ ?

ଉତ୍ତର:- ସ୍ଵିଡିସ ଏକାଡେମୀ

୧୧:- କେଉଁ ଦେଶ ରେ ସବୁଠାରୁ ବେଶୀ ଫିଲ୍ମ୍ କରାଯାଇଥାଏ ?

ଉତ୍ତର:- ଭାରତ

୧୨:- କେଉଁ ସାର ଆମର ଦାନ୍ତ, ହାଡ ଓ ରକ୍ତ ତିଆରି କରିବାରେ ସାହାର୍ଯ୍ୟ କରିଥାଏ ?

ଉତ୍ତର:- ଧାତୁସାର

୧୩:- ଶରୀରରେ ଦୂଷିତ ରକ୍ତ କାହା ମଧ୍ୟାମରେ ପରିଷ୍କାର ହୋଇଥାଏ ?

ଉତ୍ତର:- ଫୁସଫୁସ

୧୪:- ଚଲାଇଲେ ଚାଲିବ, କିନ୍ତୁ ଆଗକୁ ଯାଇ ପାରେନା ଏମିତି କଣ ଅଟେ ?

ଉତ୍ତର:- ପଙ୍ଖା

୧୫:- ଏମିତି ବାଘ ସେ ଛାଡେନି ଘର, ଖାଏନି ମଣିଷ ଖାଇସେ କ୍ଷୀର, ମା ନଦେଖିଲେ ମାଉସୀ ଦେଖ, କୁକୁରକୁ ତାର ପ୍ରବଳ ଡର ?

ଉତ୍ତର:- ବିଲେଇ

ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ଏହାର ଉତ୍ତର କମେଣ୍ଟ ରେ ଲେଖନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button