ଦେଶ- ବିଦେଶ

ଏୟାର ହୋଷ୍ଟେସ ଶୁଣେଇଲେ ନିଜ ଜୀବନର ସତକଥା, ତାଙ୍କ ସାଙ୍ଗରେ ହେଇଥାଏ ଏମିତି ଖରାପ କାମ, ଦେଖିଲେ….

ଆପଣମାନେ ଏୟାର ହୋଷ୍ଟେସ ଙ୍କୁ ଦେଖିଥିବେ, ଆପଣ ଭାବୁଥିବେ ଯେ ଏୟାର ହୋଷ୍ଟେସଙ୍କର ଜୀବନ ବହୁତ ଭଲ ଏବଂ ସେମାନଙ୍କ ଆୟ ସବୁଠାରୁ ବେସୀ ଥିବ । କିନ୍ତୁ ଆପଣ ଏମାନଙ୍କ ଅସଲି ଜୀବନ ବିଷୟରେ ଜାଣି ନାହାନ୍ତି, ଏମାନଙ୍କୁ ସବୁଠାରୁ ଖରାପ ପରିସ୍ଥିତି ର ସାମ୍ନା କରିବାକୁ ପଡେ । କିଛି ଦିନ ପୂର୍ବେ ଏୟାରଲାଇନ୍ସ ଅଫିସ ର ତନାଘନା କରିବା ପରେ ଏୟାରଲାଇନ୍ସ ର ଖରାପ ଉଦସ୍ୟ ପଦାକୁ ଆସିଲା ।

ଏୟାର ହୋଷ୍ଟେସ କହିଲେ କି ଯେତେବେଳେ ବେଶି ସମୟ ଧରି ଉଡାଜାହାଜ ରେ ବସିବାକୁ ପଡେ କେତକ ଯାତ୍ରୀମାନେ ମଦର ସେବନ କରନ୍ତି ଏବଂ ବେସୀ ମଦ ପିଇ ଉଡାଜାହାଜ କୁ ନିଜ ଘର ଭାବନ୍ତି ଏବଂ ଆମ ସହିତ ଖରାପ ବ୍ୟବହାର କରନ୍ତି ।

ଏକ ସର୍ଭେ ଅନୁସାରେ ଗୋଟେ ଯାତ୍ରୀ ଏୟାର ହୋଷ୍ଟେସ ର କୋଳ ଉପରକୁ ଚଢି ଯାଇଥିଲା । ଏୟାର ହୋଷ୍ଟେସ କହିଲେ କି ଥରେ ଜଣେ ପାଗଳ ଯାତ୍ରୀ ଏୟାର ହୋଷ୍ଟେସ ବ୍ୟବହାର କରୁଥିବା ଫୋନ ଉପରେ ମୁତି ଦେଇଥିଲା । ଏମିତି ଜଣେ ଯାତ୍ରୀ ଏୟାର ହୋଷ୍ଟେସ ଅଧା ଖାଇଥିବା ଖାଦ୍ୟ କୁ ମଧ୍ୟ ଖାଇ ଦେଇଥିଲା । ସେ ଯାତ୍ରୀ କୁ ଯେତେବେଳେ ପଚରା ହେଲା ଯେ ଆପଣ କାହିଁକି ସେହି ଖାଦ୍ୟ କୁ ଖାଇଲେ, ସେ କହିଲା ଯେ ତାକୁ ଭୋକ ଲାଗୁ ଥିବାରୁ ସେ ଖାଇ ଦେଇଥିଲା ।

ଏୟାର ହୋଷ୍ଟେସ ଏହା ବି ମଧ୍ୟ କହିଲେ ଯେ ପାଗ ଖରାପ ହେବା କାରଣ ରୁ ଯେତେବେଳେ ଉଡ଼ାଜାହାଜ ହଲେ ସେତେବେଳେ ସେମାନଙ୍କ ମୁଣ୍ଡ ମାଡ ହୋଇଯାଏ, ବେଳେ ବେଳେ  ସେମାନେ ତଳେ ମଧ୍ୟ ପଡିଯାଆନ୍ତି, ଥରେ ସେମିତି ମଧ୍ୟ ହୋଇଥିଲା ଜଣଙ୍କ ସହ, ଯାହା ଉପରେ ଖାଇବା ଜିନିଷ ନେଉଥିବା ଟ୍ରଲି ପଡି ତାଙ୍କର ଗୋଡ ଏବଂ ହାତ ଭାଙ୍ଗି ଯାଇଥିଲା ।

 

କେତେଥର ତ ଯାତ୍ରୀ ମାନେ ଯିବା ଆସିବା ବାଟରେ ବସି ଯୋଗ କରନ୍ତି ଯାହାକୁ ଦେଖି ବହୁତ ଖରାପ ଲାଗେ ।

 

ଏକ ଅନୁଭବି ଏୟାରଲାଇନ୍ସ ସର୍ଭିସ ଏଜେଣ୍ଟ କହିଲେ କି ଗୋଟିଏ ଯାତ୍ରୀ ତାଙ୍କ ଉପରେ ସୋଢା ପକେଇ ଦେଇଥିଲେ କାହିଁକି ନା ତାଙ୍କୁ ଟିକେଟ ମିଳି ନଥିଲା । ଆଉ କହିଲେ କି ସେ ଯେତେବେଳେ ଏକ ମହିଳା ଯାତ୍ରୀ କୁ ତଲାସି ନେଉଥିଲେ ସେତେବେଳେ ସେ କହିଲେ କି ତାଙ୍କ ବ୍ୟାଗ ରେ ଏକ ମଲା ପିଲା ଅଛି କିନ୍ତୁ ଯେତେ ବେଳେ ତାଙ୍କ ବ୍ୟାଗ ଦେଖା ଗଲା ତାଙ୍କ ବ୍ୟାଗରୁ ଏକ ମଲା କୁକୁର ଛୁଆ ବାହାରିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button