ଦେଶ- ବିଦେଶ

ବସ୍ ର ଅପେକ୍ଷା କରିଥିଲା ଝିଅଟି, ସେହି ସମୟରେ ହଟାତ କିଛି ହେଲା ଏମିତି ଯାହା ଦେଖି ଆପଣ କାନ୍ଦି ପକାଇବେ

ଭାରତରେ ନାରୀମାନଙ୍କୁ ଦେବୀ ର ସ୍ଥାନ ଦିଆ ଯାଇଛି। କିନ୍ତୁ ଏହି ସବୁ କଥା କେବଳ କହିବା ପାଇଁ । କାହିଁକି ନା ଏଠି କେବଳ ଭଲ କଥା କୁହା ଯାଏ ତାର ଅନୁସରଣ କେହି କରନ୍ତି ନାହିଁ। ବିଗତ କିଛି ଦିନ ହେବ ଦେଶର ବିଭିନ୍ନ ବିଭିନ୍ନ ଜାଗରୁ ଯେଉଁ ଭଳି ବଳତ୍କାର ର ଖବର ଶୁଣିବାକୁ ମିଳୁଛି ତାହା ଅପରାଧର ବଢୁଥିବା ଦୌରାତ୍ମ୍ୟ କୁ ଦର୍ଶାଉଛି। ଏହା ସହ ସମାଜ ଆଗରେ ଗୋଟେ ବଡ ପ୍ରଶ୍ନ ମଧ୍ୟ ଉଠାଉଛି, କଣ ଆପଣଙ୍କ ଘରର ଝିଅ ସୁରକ୍ଷିତ ଅଛି? ଆମେ ମାନେ ଏହି ସବୁ ଖବର କେବଳ ପଢିକି ଭୁଲିଯାଉ, ଏବଂ କିଛି ଲୋକ ଝିଅମାନଙ୍କୁ ଡ଼ିଓଏସ ଦିଅନ୍ତି ଯେ ସେ ଛୋଟ ବସ୍ତ୍ର ପିନ୍ଧି ଥିବା ସେଥିପାଇଁ ହେଲା। ଏବେ ତ ଏମିତି ଲାଗୁଛିକି ଯିଏ ସମ୍ବିଧାନ ଲେଖିଥିଲେ ସେ କେବଳ ମଜା ରେ ହିଁ ଗୋଟେ କଥା ଲେଖି ଦେଇଛନ୍ତି ଯେ ଭାରତରେ ବାସ କରୁଥିବା ସମସ୍ତ ବ୍ଯକ୍ତିର ସମାନତାର ଅଧିକାର ଅଛି।

ଏକ ଝିଅ ୧୧.୩୦ ରାତିରେ ବସ୍ ର ଅପେକ୍ଷା କରୁଥିଲା ଏବଂ ସେହି ଜାଗା ଏତେ ଜନ ଗହଳି ମଧ୍ୟ ନ ଥିଲା। ସେହି ଝିଅଟି ଦେଖିବାକୁ ସୁନ୍ଦର ଥିଲା। ଝିଅଟି ପୁରା ଏକ ଥିଲା ତା ସହ ଆଉ କେହି ନଥିଲେ ଏବଂ ସେ ଟିକେ ଟିକେ ଡରୁଥିଲା ମଧ୍ୟ। ସେ ଅପେକ୍ଷା କରୁଥିବା ସମୟରେ ସେଠାରେ ୨ଜଣ ଲୋକ ଆସି ପହଞ୍ଚିଲେ। ସେମାନେ ତାକୁ ପଚାରିଲେ କି ସେ ଏଠାରେ ଏତେ ରାତିରେ କଣ କରୁଛି? ଓ ତ ସହ କେହି ଅଛନ୍ତି କି ନାହିଁ। କିନ୍ତୁ ଝିଅଟି ସେମାନଙ୍କୁ ଏତେ ପାଖରେ ଦେଖି ହଟାତ ଡରି ଯାଇଥିଲା। ସେ ସେମାନଙ୍କୁ କିଛି ଉତ୍ତର ନ ଦେଇ ସେମାନଙ୍କ ଠାରୁ ଅଳ୍ପ କିଛି ଦୂରକୁ ଯାଇ ସେଠାରେ ବସ ର ଅପେକ୍ଷା କଲା।

କିଛି ସମୟ ପରେ ସେହି ୨ଜଣ ପୁଣି ତା ପାଖକୁ ଆସିଥିଲେ ଓ ଏଥର ସେମାନେ ଜାଣି ଯାଇଥିଲେ ଯେ ସେ ଏକା ଅଛି ସେଥିପାଇଁ ଆଖ ପାଖ ରେ କିଏ ଅଛନ୍ତି କି ନାହିଁ ଦେଖି ତା ମୁହଁ ବନ୍ଦ କରି ତାକୁ ଟେକି ନେଇଥିଲେ। ଓ ସେଠାରୁ ବହୁତ ଦୂର ରେ ଏକ ନିର୍ଜନ ସ୍ଥାନରେ ତାର ରେପ୍ କରି ତାକୁ ମାରି ଦେଇଥିଲେ।

କଣ ବସ୍ତ୍ର ଜଣଙ୍କ ଚରିତ୍ର ନିର୍ଧାରଣ କରିପାରିବ?

ଆମ ଭଳି କିଛି ଲୋକ ପିନ୍ଧିବାର ବସ୍ତ୍ର ଦେଖି ଲୋକଟିର ଚରିତ୍ର ନିର୍ଧାରଣ କରି ନିଅନ୍ତି। ଏବଂ ଆମେ ମାନେ ମଧ୍ୟ ଏହି ସବୁ ଘଟଣା ପାଇଁ ଦାୟୀ ଅଟୁ।

ବଳତ୍କାର ପାଇଁ ଦୋଷୀ କିଏ?

ଆମ ମତରେ ଯେବେବି ଏଭଳି କିଛି ଘଟଣା ଘଟୁଛି ସେଥିପାଇଁ ଆମେ ସମସ୍ତେ ଦାୟୀ। କାହିଁକି ନା ଆମେ ମାନେ କେଉଁଠି ଏଭଳି ଭୁଲ ହେବାର ଦେଖି ମଧ୍ୟ କିଛି କରୁନେ। ଭୟଭୀତ ହୋଇ ଚୁପ ହେଇ ଯାଉଛେ।

ପ୍ରଥମେ ନିଜକୁ ସୁଧାର

ଯେତେବେଳ ପର୍ଯ୍ୟନ୍ତ ଆମେ ନ ସୁଧୁରିଛେ ସେତେବେଳ ପର୍ଯ୍ୟନ୍ତ ଆମେ କାହା ଠାରୁ ଆଶା ମଧ୍ୟ ରଖିବା ଭୁଲ। ଆମେ ଯଦି କୌଣସି ଭୁଲ ପାଇଁ ପାଟି ନ ଖୋଲିବା ତେବେ ଅନ୍ୟଠୁ କଣ ଆସ କରିବା।

ସେକ୍ସ ମଧ୍ୟ ମନୋରଞ୍ଜନ ହୋଇଗଲାଣି-

ଆଜ୍ଞା ହଁ ସେକ୍ସ ମଧ୍ୟ ମନୋରଞ୍ଜନ ହୋଇଗଲାଣି। ଉଦାହରଣ ସ୍ୱରୂପ ଆମ ଦୂରଦର୍ଶନ କୁ ନେବା, ବିଜ୍ଞାପନ ପ୍ରଚାର ବା ସମାଚାର ବା ଚଳଚିତ୍ର ରେ ସେକ୍ସ ର ଆବଶ୍ୟକତା ଏତେ ହୋଇଗଲାଣି ଯେ ଏହା ବିନା ମନୋରଞ୍ଜନ ର କୌଣସି ସମ୍ଭାବନା ହିଁ ନାହିଁ। ଏହା ଉପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣା ଳୟ କୁ କିଛି କରିବା ଆବଶ୍ୟକ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button