ଦେଶ- ବିଦେଶ

ଆଗାମୀ ୪୮ ଘଣ୍ଟା ପାଇଁ ସାରା ଦୁନିଆରେ ଇନ୍ଟରନେଟ ହେବ ବନ୍ଦ, ଜାଣନ୍ତୁ ଏହାର କାରଣ – ଶେୟାର କରି ସମସ୍ତଙ୍କୁ ଜଣାନ୍ତୁ

ଆଗାମୀ ୪୮ ଘଣ୍ଟା ପାଇଁ ସାରା ଦୁନିଆରେ ଇନ୍ଟରନେଟ ହେବ ବନ୍ଦ, ଜାଣନ୍ତୁ ଏହାର କାରଣ

ଇନ୍ଟରନେଟ ଓ କମ୍ପ୍ୟୁଟରର ଏହି ଜମାନରେ ଇନ୍ଟରନେଟର ବନ୍ଦ ହେବା ଏକ ବହୁତ ଖରାପ ଖବର ଅଟେ। ତେବେ ଯଦି ଆପଣଙ୍କ ଦିନ ବିନା ନେଟ୍ ରେ ଚାଲେ ନାହିଁ ଏବଂ ଆପଣଙ୍କ ସମସ୍ତ କାମ ଇଣ୍ଟର୍ନେଟ ଦ୍ଵାରା ହୁଏ ତେବେ ଆପଣଙ୍କ ପାଇଁ ଏହା ବହୁତ ଖରାପ ଖବର ଅଟେ। କାହିଁକି ନା ଆଗାମୀ ୪୮ ଘଣ୍ଟାରେ ଇଣ୍ଟର୍ନେଟ ଚଳାଇବାରେ ଅସୁବିଧା ହୋଇପାରେ। ଏହାର କାରଣ ମୁଖ୍ୟ ଡୋମେନ ସର୍ଭର ର ମେନଟେନେନ୍ସ ବୋଲି କୁହା ଯାଉଛି।

କାରଣ କଣ-

 

ରସିୟା ଟୁଡେର ଏକ ରିପୋର୍ଟ ଆସିଛି ଯେ ମୁଖ୍ୟ ଡୋମେନ ସର୍ଭର କୁ କିଛି ସମୟ ପାଇଁ ମେନଟେନେ କରାଯିବା। ଏହି କାରଣ ବଶତ ଇଣ୍ଟର୍ନେଟ ବନ୍ଦ ହୋଇପାରେ। କୁହା ଯାଉଛି କି ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟର୍ନେଟ ବ୍ୟଭାର କରୁଥିବା ଲୋକ ମାନଙ୍କୁ ନେଟୱର୍କ ଜନିତ ସମସ୍ଯା ଦେଖାଦେଇ ପାରେ।

କଣ କହିଲେ ICANN-

 

ଇଣ୍ଟର୍ନେଟ କର୍ପୋରେଶନ ଫର ଆସାଇନ୍ଡ ନେମ୍ସ ଏଂଡ ନମ୍ବର୍ସ କହିଲେ ଏହି ପ୍ରକାରର ରକ୍ଷଣା ବେକ୍ଷଣ ବହୁତ ଜରୁରୀ ଅଟେ। କାହିଁକି ନା ଆଜିକାଲି ସାଇବାର କ୍ରାଇମ ଭଳି ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ସେମାନେ କହିଛନ୍ତି କି ଇଣ୍ଟର୍ନେଟ ସେବାରେ କିଛି ବାଧାପ୍ରାପ୍ତ ହୋଇପାରେ।

କେଉଁମାନଙ୍କୁ ହେବ ଅସୁବିଧା-

 

ଯଦି (ISP) ଇଣ୍ଟର୍ନେଟ ସର୍ଭିସ ପ୍ରୋଭାଇଡର ଏଥିପାଇଁ ପ୍ରସ୍ତୁତ ନଥିବେ ତେବେ ଉପଭୋକ୍ତା ମାନଙ୍କୁ ଅସୁବିଧାର ସମୁଖୀନ ହେବାକୁ ପଡିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button