ସ୍ୱାସ୍ଥ୍ୟ

କୋଲେଷ୍ଟ୍ରଲ ସମସ୍ୟା ପାଇଁ ଖୁବ୍ ଲାଭଦାୟକ ବ୍ରାଉନ୍ ରାଇସର ସେବନ

ଭାରତୀୟ ପରମ୍ପାରା ଅନୁଯାୟୀ ସମସ୍ତ ବ୍ୟକ୍ତିଙ୍କ ପାଇଁ ଭାତ ଖାଇବା ଖୁବ୍ ଲାଭକାରୀ। ଏହାର ସେବନ ଶରୀରକୁ ଖୁବ ଲାଭ ପହଞ୍ଚାଇଥାଏ। ଆପଣ ଜାଣିଛନ୍ତି କି, ଧଳା ଭାତ ଅପେକ୍ଷା ବ୍ରାଉନ ରାଇସ୍ ଶରୀର ପାଇଁ ଖୁବ୍ ଭଲ ରହିଥାଏ। ଏଥିରେ ଥିବା ଫାଇବର ଓଜନ କମ କରିବା ସହ କେଲେଷ୍ଟ୍ରଲକୁ ନିୟନ୍ତ୍ରିତ ରଖିଥାଏ। ଏହାର ସେବନ ଅନେକ ଗମ୍ଭୀର ରୋଗରୁ ଶରୀରକୁ ରକ୍ଷା କରିଥାଏ।

-ଶରୀରରେ କେଲେଷ୍ଟ୍ରଲର ମାତ୍ରା ବଢ଼ିଥିଲେ ଅନେକ ରୋଗ ହେବାର ସମ୍ଭାବନା ରହିଥାଏ। ଏଥିପାଇଁ ବ୍ରାଉନ୍ ରାଇସର ସେବନ ଖୁବ ଲାଭଦାୟକ ହୋଇଥାଏ।

White-Rice

-ବ୍ରାଉନ ରାଇସରେ ବହୁ ମାତ୍ରାରେ ଫାଇବର ରହିଥାଏ। ଯାହା ଓଜନ ନିୟନ୍ତ୍ରିତ ରଖିବା ସହ ଅଧିକ ସମୟ ପର‌୍ୟ୍ୟନ୍ତ ପେଟ ଭର୍ତ୍ତି କରି ରଖିବାରେ ସହାୟକ ହୋଇଥାଏ।

-ବ୍ରାଉନ ରାଇସର ସେବନ ପାଚନ ଜନିତ ସମସ୍ୟା ଆଦିକୁ ଦୂର କରିଥାଏ।

Brown-Rice (1)

-ଏଥିରେ ରହିଥିବା ମ୍ୟାଗ୍ନେସିୟମ୍ ତତ୍ତ୍ବ ହାଡ଼କୁ ମଜବୁତ କରିଥାଏ। ଏଣୁ ଦୈନିକ ୧କପ୍ ବ୍ରାଇନ ରାଇସ ନିହାତି ଖାଇବା ଦରକାର।

-ଏହାଛଡ଼ା ବ୍ରାଇନ୍ ରାଇସର ସେବନ ଡ଼ାଇବେଟିଜକୁ କମ୍ କରିବା ସହ ଶରୀରକୁ ଅନେକ ଭୟନକ ରୋଗରୁ ଦୂର ରଖିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button