ଜ୍ୟୋତିଷ

ଶୋଇବା ବେଳେ ତକିଆ ତଳେ ରଖନ୍ତୁ ତୁଳସୀ ପତ୍ର, ବଦଳିଯିବ ଭାଗ୍ୟ

ତୁଳସୀ ଗଛକୁ ପୂଜା କରାଯିବା ସହ ଭାରତୀୟ ପରମ୍ପରାରେ ଏହାର ଅଦ୍ଭୁତ ମାନ୍ୟତା ରହିଛି। ଦୈନିକ ପୂଜାରେ ଏହାକୁ ସାମିଲ କରାଯିବା ସହ ସାଧାରଣତଃ ସମସ୍ତ ହିନ୍ଦୁ ଘରେ ଏହା ଦେଖିବାକୁ ମିଳିଥାଏ। ଏପରିକି ଏହାର ସେବନ ଶରୀରକୁ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ। ତେବେ ଆଜି ଆମେ ତୁଳସୀ ପତ୍ରକୁ ଟକିଆ ତଳେ ରଖି ଶୋଇବାର ଚତ୍ମକାରୀ ଫାଇଦା ବିଷୟରେ କହିବାକୁ ଯାଉଛୁ।

tulsii

-ରାତିରେ ଶୋଇବା ସମୟରେ ତକିଆ ତଳେ ତୁଳସୀ ପତ୍ର ରଖି ଶୋଇଲେ ଦିନର ଥକାପଣ ଦୂର ହୋଇଥାଏ। ଏହା ମସ୍ତିଷ୍କକୁ ଶାନ୍ତ ରଖିବାରେ ମଧ୍ୟ ସହାୟକ ହୋଇଥାଏ।

Tulsi_Update

-ତକିଆ ତଳେ ତୁଳସୀର ପାଞ୍ଚଟି ପତ୍ର ରଖି ଶୋଇବା ଦ୍ବାରା ବ୍ୟବସାୟରେ ଲାଭ ହୋଇଥାଏ । ଏଥିସହ ବ୍ରଣ ଏବଂ ଭାତୁଡ଼ି ମଧ୍ୟ ହୋଇନଥାଏ।

-ତୁଳସୀ ତକିଆ ତଳେ ରଖି ଶୋଇବା ଦ୍ବାରା ମନ ଶାନ୍ତ ହେବା ସହ ନକରାତ୍ମକ ଉର୍ଜାକୁ ଦୂର ରଖିଥାଏ।

Tulsi_

-ସ୍ବପ୍ନଦୋଷ ଏବଂ ଖରାପ ସ୍ବପ୍ନ ଆଦିରୁ ଦୂରେଇ ରହିବା ପାଇଁ ତକିଆ ତଳେ ତୁଳସୀ ପତ୍ର ରଖିବା ସହ ମହାମୃତମଞ୍ଜୟ ମନ୍ତ୍ର ଜାପ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button