ଜ୍ୟୋତିଷ

ଘରୁ ବାସ୍ତୁ ଦୋଷ ହଟାଇବା ପାଇଁ ନିଶ୍ଚିତ ଆପଣାନ୍ତୁ ଏହି ଉପାୟ

ସାଧାରଣତଃ ସମସ୍ତଙ୍କ ଘରେ ବାସ୍ତୁ ଦୋଷ ରହିଥାଏ। ଏମିତିରେ ବହୁତ କମ୍ ଘର ରହିଛି ଯେଉଁଠି ବାସ୍ତୁ ଦୋଷ ନଥାଏ। ଯଦି ଆପଣଙ୍କୁ ଆପଣଙ୍କ ଘରେ ପ୍ରବେଶ କଲାବେଳେ ଶାନ୍ତି, ଆରାମର ଭାବନା ମନରେ ଆସିଥାଏ, ତେବେ ଆପଣଙ୍କ ଘରର ବାସ୍ତୁ ଶୁଭ ରହିଛି। କିନ୍ତୁ ଯଦି ଏମିତି ଭାବନା ଆପଣଙ୍କ ମନକୁ ଆସୁନଥାଏ ତେବେ ବାସ୍ତୁରେ ନିଶ୍ଚିତ କିଛି ଗଡବଡ ରହିଛି। ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ସରଳ ଏବଂ ସାଧାରଣ ଉପାୟ ଯାହାର ସାହାଯ୍ୟରେ ଆପଣ ନିଜର ଘରକୁ ବାସ୍ତୁଦୋଷ ଠାରୁ ରକ୍ଷା କରିପାରିବେ।

କରନ୍ତୁ ଏହି ଉପାୟ :

wind chainୱିଣ୍ଡଚେନ : ସକାରାତ୍ମକ ଶକ୍ତି ପାଇଁ ମଧୁର ଝଙ୍କାର ଦେଉଥିବା ବସ୍ତୁକୁ ଘରର ପ୍ରବେଶ ଦ୍ବାରରେ ଟାଙ୍ଗି ପାରିବେ ଏବଂ ତାହା ବାଉଁଶର ହୋଇଥିଲେ ସେଥିରେ ପାଞ୍ଚଟିରୁ ଅଧିକ ବାଡି ଥିବା ଆବଶ୍ୟକ।

ସଂଗୀତ ଘଡି : ମଧୁର ସଂଗୀତ ଉତ୍ପନ୍ନ କରୁଥିବା ଘଡି ଘରର ଶକ୍ତିକୁ ସନ୍ତୁଳନ କରିବାରେ ସାହାଯ୍ୟ କରିଥାଏ। ଏମିତି ଘଡି ବାହାର ବାରଣ୍ଡାରେ ଲଗାଇବା ଉଚିତ ନୁହେଁ ଲାଭ ହୋଇନଥାଏ।

Radha Krishna

କୃଷ୍ଣଙ୍କ ଚିତ୍ର : ଶ୍ରୀକୃଷ୍ଣଙ୍କର ଚିତ୍ର ଘର କିମ୍ବା ଦୋକାନରେ ରଖିବା ଉଚିତ। ଏଥିରୁ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। ଶ୍ରୀକୃଷ୍ଣଙ୍କର ରାସଲିଳାର ଛବି ଘରର ପୂର୍ବ ଦିଶାରେ ଲଗାଇବା ଦ୍ବାରା ଲାଭ ମିଳିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button