ଜ୍ୟୋତିଷ

ଦୀପାବଳୀରେ ( 4ଟି ରାଶିରେ ) ରାଜଯୋଗ, ଦେଖନ୍ତୁ ଆପଣଙ୍କ ରାଶି ନାହିଁତ

ବନ୍ଧୁଗଣ ଆପଣମାନେ ଜାଣିଥିବେ ଯେ ଆଗକୁ ଆସିବାକୁ ଯାଉଛି ଆଲୋକ ର ପର୍ବ ଦୀପାବଳି, ଏହି ଦୀପାବଳି ଦିନ ଠାରୁ ହିଁ ବନିବାକୁ ଯାଉଛି ଏପରି ଏକ ମହା ସଂଯୋଗ ଯାହା ପାଇଁ ବଦଳିବାକୁ ଯାଉଛି 4ଟି ରାଶିର ଭାଗ୍ୟ । ଏହି 4ଟି ରାଶିର ବ୍ୟକ୍ତିଙ୍କୁ ମାତା ଲକ୍ଷ୍ମୀ ଓ ଧନରାଜ କୁବରଙ୍କର ଅବାର କୃପା ପ୍ରାପ୍ତ ହେବ । ଯେଉଁ କାରଣରୁ ଏମାନଙ୍କର ଦୁଖ ସମାପ୍ତି ହେବାକୁ ଯାଉଛି, ଧନ ଜନିତ ଅଭାବ ଆଦି କିଛି ରହିବନି ସବୁକିଛି ପ୍ରାପ୍ତ ହେବ ଯାହାକି ଏମାନେ ଆଦୌ ଚିନ୍ତା ବି କରି ନଥିବେ ।

ଏହି 4ଟି ରାଶିକୁ ମିଳିବ ବହୁତ ଖୁଶିର ଖବର ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେଉଁ ମାନଙ୍କ ଜୀବନରେ ଦୀପାବଳି ଦିନ ଠାରୁ ଭାଗ୍ୟ ବଦଳିଯିବାର ଅଛି, ତେବେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ମହା ସଂଯୋଗ କାରଣରୁ କିଛି ଜାତକ ମାନଙ୍କ ଉପରେ କଣ ସବୁ ପ୍ରଭାବ ପଡୁଅଛି । ଆପଣ ଜାଣିଛନ୍ତି କି ଦୀପାବଳି ପର୍ବ ଭାରତ ରେ ସବୁଠାରୁ ବଡ ପର୍ବ ବୋଲି ପାଳନ କରାଯାଏ, ଯାହାକୁ ଆମେମାନେ ଆନନ୍ଦ ଉଶ୍ଚବରେ ପାଳନ କରିଥାଉ, ଆସନ୍ତୁ ଜାଣିବା ସେହି ଦୀପାଳିର ଆଲୋକ କେଉଁ ରାଶି ମାନଙ୍କୁ ଆଲୋକିତ କରିବାକୁ ଯାଉଛି ।

ଦୀପାବଳିର ଦିନ ଠାରୁ ହିଁ ଆପଣଙ୍କର ସମସ୍ତ ଅଟକି ରହି ଥିବା କାର୍ଯ୍ୟ ସମାପ୍ତ ହେବ ଆପଣ ନିଜ ଜୀବନରେ ବଡ ପରିବର୍ତନ ଦେଖିବାକୁ ପାଇବେ ଦୀର୍ଘ ଦିନରୁ ଲାଗିରହି ଥିବା ସ୍ୱାସ୍ଥ୍ୟ ସମସ୍ୟାରୁ ସୁଧାର ଆସିବ ଏବଂ ଘରକୁ ବହୁତ ପ୍ରକାର ର ଖୁଶିର ଖବର ଆସିବାକୁ ଲାଗିବ, କୌଣସି ଏକ ନୂଆ ଭାଗୀଦାରୀ ବ୍ୟବସାୟରେ ପ୍ରବେଶ କରିବେ । ନୂଆ ନୂଆ ମିତ୍ରଙ୍କ ସହିତ ମିଳନ ହେବ, କାର୍ଯ୍ୟ ପ୍ରଣାଳୀରେ ସୁଧାର ଆସିବ । ଯେଉଁ ବି ନୂଆ କାର୍ଯ୍ୟ କରିବାକୁ ଆପଣ ଚିନ୍ତା କରୁଛନ୍ତି ତେବେ ଏବେ ଠାରୁ ହିଁ କାର୍ଯ୍ୟରେ ଲାଗି ପଡନ୍ତୁ । ଦେଖିବେ ସେହି କାର୍ଯ୍ୟରେ ଆପଣଙ୍କୁ ନିଶ୍ଚିନ୍ତ ସଫଳତା ମିଳିବ ।

ସମାଜରେ ଆପଣଙ୍କର ମାନ ସନମାନ ପ୍ରାପ୍ତ ହେବ । ଆପଣଙ୍କର ଆୟର ପରିମାଣ ଅଧିକ ରହିବ । କିଛି ପ୍ରଭାବ ଶାଳି ବ୍ୟକ୍ତିଙ୍କ ସହ ଆପଣଙ୍କର ସମ୍ପର୍କ ରହିବ ଯଦି ଆପଣ କୌଣସି ନୂଆ କାର୍ଯ୍ୟ ପାଇଁ ବିଦେଶ ଯିବାକୁ ଚାହୁଁଥିଲେ ତ ଏହି ସମୟ ଆପଣଙ୍କ ପାଇଁ ଶୁଭ ରହିବ । ଆପଣଙ୍କ ଘରକୁ କୌଣସି ଅତିଥି ଆସିବେ ଯେଉଁଥି ପାଇଁ ଆପଣଙ୍କ ଘରେ ସୁଖର ଲହରୀ ଖେଳିଯିବ, ଅର୍ଥାତ ଶିଶୁଙ୍କର ଆଗମନ ହୋଇପାରେ ।

ଆପଣଙ୍କର ଜୀବନର ସମସ୍ତ ଦୁଖ କଷ୍ଟ ମା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ରୁ ଦୂର ହେବାକୁ ଯାଉଛି, ପିଲାଙ୍କର ସ୍ଵସ୍ତ୍ୟରେ ଉର୍ନତ୍ତି ଆସିବ, ପିଲାମାନଙ୍କର ପାଠ ପଢାରେ ଅଧିକ ଧ୍ୟାନ ଦେବେ । ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ପରାସ୍ତ ହେବେ ଆୟର ନୂଆ ସ୍ରୋତ ମିଳିବ । ଏବଂ ସେହି ଭାଗ୍ୟ ଶାଳି ରାସୀ ମାନେ ହେଉଛନ୍ତି ତୁଳା ରାଶି, କୁମ୍ଭ ରାଶି, କନ୍ୟା ରାଶି ଏବଂ ବୃଷ ରାଶି ଏହି 4ଟି ରାଶିର ଭାଗ୍ୟ ଦୀପାବଳି ଦିନ ଠାରୁ ସମ୍ପୂର୍ଣ ଭାବେ ବଦଳିଯିବ । ତେବେ ଆପଣଙ୍କର ଯଦି ଏହି ରାଶି ମଧ୍ୟରୁ କୌଣସି ଟି ବି ରାଶି ହୋଇଥାଏ ତେବେ ଆମକୁ କମେଣ୍ଟ ରେ ନିଶ୍ଚୟ କୁହନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button